Breaking News

High Security ନମ୍ବର ପ୍ଲେଟକୁ ନେଇକି ଆସିଲା ବଡ ପରିବର୍ତ୍ତନ, ମାସେ ବଢ଼ିଲା ଶୀଘ୍ର ଦେଖନ୍ତୁ ନଚେତ ହଇରାଣ ହେବେ…

ନମସ୍କାର ବନ୍ଧୁଗଣ ଆପଣମାନେ ସମସ୍ତେ HSRP ଅତାର୍ଥ High security number plate ନିହାତୀ ଭାବରେ ଜାଣିଥିବେ ଏବେ ଏଥିରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି ଲୋକମାନଙ୍କର ଯେଉଁ ଥିରେ ନମ୍ବର ପ୍ଲେଟ ପାଇଁ ଲୋକ ମାନଙ୍କ ଭାବନା କୁ ନେଇ ପତ୍ରିକ୍ରୀୟ ରଖିଲେ ପରିବହନ କମିଶନର ଆସନ୍ତୁ ସଂପୂର୍ଣ୍ଣ ଅପଡେଟ ।

ଉପରେ ନଜର ପକେଇବା ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗାଡ଼ି ରେ ଲଗାହୋଇଁଛି ହାଇ ସେକ୍ୟୁରିଟୀ ନମ୍ବର ପ୍ଲେଟ ଏହି ବାବଦ ପ୍ରସଙ୍ଗରେ ପତିକ୍ରୀୟା ରଖିଛନ୍ତି ପରିବହନ କମିଶନର ଅରୁଣ ପ୍ରଥା କହିଛନ୍ତି କିଛି ଲୋକ ଭାବୁଛନ୍ତୀ ନମ୍ବର ପ୍ଲେଟ ଲଗେଇବା ପାଇଁ ରାଜ୍ୟ ସରକାର ଚାପ୍ ପକାଉଛନ୍ତି ।

କିନ୍ତୁ ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶରେ କେନ୍ଦ୍ର ସରକାର ଏହି ଅର୍ଡର ଦେଇଥିବାର କହିଛନ୍ତି ଅରୁଣପ୍ରଥା ଦେଶର ପାଖ ପାଖି 26 ରାଜ୍ୟରେ ଏହା କାର୍ଯ୍ୟ କାରୀ ହୋଇସାରିଛି ଏବେ ବହୁତ୍ ମାତ୍ରା ରେ ଯେ ପତିକ୍ରୀୟା ହୋଇଚି ଏଥି ପାଇଁ କିଛି ଲୋକଙ୍କର ସମସ୍ୟା ହୋଇ ପାରେ କୋଟ ଯଦି ଆଦେଶ ଦେବେ hsrp ଡେଟ ଲାଇଁନ ପଢ଼ାଜିବ ।

ସେହି ପରି ଆଗାମୀଦିନରେ 4ଚକିଆ ପଛ ସିଟ୍ ରେ ବସିଥିବା ବ୍ୟକ୍ତି ସିଟ୍ ବେଲଟ୍ ଲଗେଇବା ବଧ୍ୟାତା ମୂଳକ । କେନ୍ଦ୍ର ସରକାର ଯେତେ ବେଳେ ଏହି ନିଷ୍ପତି ନେବେ ସେତେ ବେଲେ ଓଡ଼ିଶା ସହ କେତେ ଠାରେ ଏହି ନିୟମ ଲାଗୁ ହେବେ ବୋଲି କହିଛନ୍ତି ଅରୁଣ ପ୍ରଥା ।

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.