ହିରୋ ଶୈଳେନ୍ଦ୍ରଙ୍କୁ ଘେରିଲେ ସହିଦନଗର ଯୁବତୀମାନେ – ଦେଖନ୍ତୁ ଭିଡିଓ

ଓଡ଼ିଆ ଅଭିନେତା ସୈଳେନ୍ଦ୍ର ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ଅଭିନେତା ଶୈଳେନ୍ଦ୍ର ଙ୍କ ର ଏକ ନୂଆ ସିନେମା ରିଲିଜ୍ ହୋଇଥିବା ସମୟର ଏ ଦୃଶ୍ୟ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସିନେମା ର ନାଁ ଥିଲା ଡେଲିଭରୀ ବଏ। ସିନେମା ରେ ଶୈଳେନ୍ଦ୍ର ଡେଲିଭରି ବଏ ର ଚରିତ୍ର ରେ ଅଭିନୟ କରିଥିଲେ । ତାଙ୍କର ଅଭିନୟ ବହୁତ୍ ସୁନ୍ଦର ହୋଥିଲା । ସିନେମା ରେ ଅଭିନେତା ବୁଦ୍ଧାଦିତ୍ୟ ଏବଂ ଅଭିନେତ୍ରୀ ସୂର୍ୟମୟୀ ନଜର ଆସିଥିଲେ ।

ଶୈଳେନ୍ଦ୍ର ହେଉଛନ୍ତି ଜଣେ ବହୁତ୍ ଭଲ ଡାନ୍ସର୍। ଗୋଟିଏ ଡାନ୍ସ ରିଆଲିଟି ସୋ ରୁ ସେ ତାଙ୍କର ଆକ୍ଟିଂ କ୍ୟାରିୟର ଷ୍ଟାର୍ଟ କରିଥିଲେ। ସେ ପ୍ରଥମେ ଆଲବମ୍ ସଙ୍ଗ ରେ ଡାନ୍ସ କରିଥିଲେ । ତାଙ୍କର ଡାନ୍ସ ଷ୍ଟାଇଲ ସମସ୍ତଙ୍କୁ ବେସ୍ ପସନ୍ଦ ଆସିଥିଲା । ବହୁତ୍ ସୁନ୍ଦର୍ ଆଲବମ ସଙ୍ଗ ରେ ସେ ଡାନ୍ସ କରିଛନ୍ତି । ଆଉ ତା ପରେ ସେ ସିନେମା ରେ ଅଭିନୟ କରିବାର ସୁଯୋଗ ପାଇଥିଲେ।

ତାଙ୍କର ସବୁ ସିନେମା ଗୁଡ଼ିକ ସୁପରହିଟ ହୋଇଛି । ନିକଟରେ ସେ ସହିଦ୍ ନଗର ରୋଡ ରେ ଯାଉଥିବା ବେଳେ ହଠାତ୍ ତାଙ୍କର ଫ୍ୟାନ୍ସ୍ ମାନେ ଆସି ଭିଡ଼ ଜମେଇ ଦେଇଥିଲେ । ତାଙ୍କ ସହିତ ସେଲ୍ଫି ନେଇଥିଲେ । ଶୈଳେନ୍ଦ୍ର ମଧ୍ୟ ତାଙ୍କ ଫ୍ୟାନ୍ସ୍ ମାନଙ୍କୁ ଦେଖି ବହୁତ୍ ଖୁସି ହୋଇ ଯାଇଥିଲେ । ସେ ତାଙ୍କ ସହିତ ସେଲଫି ନେଇଥିଲେ ଆଉ ତାଙ୍କୁ ତାଙ୍କ ସିନେମା ଡେଲିଭରୀ ବଏ ଦେଖିବା ପାଇଁ ମଧ୍ୟ କହିଥିଲେ ।।

Leave a Comment