Breaking News

ହେ ପ୍ରଭୁ ! କରୋନ ପରେ ପୃଥିବୀ କୁ ମାଡ଼ିଆସୁଛି ଆଉ ଏକ ବଡ ମହାମାରୀ ମାଳିକା ରୁ ମିଳିଲା ପ୍ରମାଣ

କଥାରେ ଅଛି ମାଳିକା ବଚନ କେ କରିବ ଆନ।ମାଲିକ ରେ ଭବିଷ୍ୟତ ର ଏମିତି କିଛି ଲେଖା ଅଛି ଯାହା ଧୀରେ ଧୀରେ ଘଟିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ମାଳିକା ବଚନ ସତ୍ୟ ହେବାରେ ଲାଗିଛି ।ମହାପୁରୁଷ ସେହି ଭବିଷ୍ୟ ବାଣୀ ଯାହା ମାଳ ମାଳ ହୋଇ ଲେଖା ହୋଇଛି।ଆମେ ଆଜି ଏମିତି ଏକ ମାଳିକା ବଚନ କହିବୁ ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।

ଆମେ ଏଠି କହିରଖୁଛୁ ମାଳିକା ମାଳିକା ବଚନ କାହାକୁ ଡରେଇବା ପାଇଁ ରଚନା କରାଯାଇ ନାହିଁ । ଆସନ୍ତୁ ଜାଣିବା ଆଗାମୀ 20211-2024 ପର୍ଯ୍ୟନ୍ତ ମାଳିକା ରେ କଣ ସବୁ ଲେଖା ଅଛି। ଆମେ ଆଜି କହିବୁ ମାଳିକା ର ଗୋଟିଏ ପଦ।2020 ବର୍ଷ ସବୁଠାରୁ କଷ୍ଟ ଦାୟକ କିଏ ମହାମାରୀ ପାଇଁ ଜୀବିକା ହରେଇଛି ତ ଆଉ କିଏ ଭୋକ ବିକଳ ରେ ଛଟ ପଟ ହେଇଛି।ଆପଣ ମାନଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ 2021 କେମିତି ରହିବ ଭଲ ନା ଖରାପ ତେବେ ଆସନ୍ତୁ ଜାଣିବା।

ଆପଣ ମାନଙ୍କ ମନରେ ଏମିତି ଅନେକ ପ୍ରଶ୍ନ ଉଠୁଥିବ ଯେ 2022, 2023, 2024,କଣ ସବୁ ଘଟଣା ଘଟିବ।ଆମେ 2024 ଯାଏ କଣ ଘଟିବ ଆଲୋଚନା କରିବା।ଯେଉଁ ଗ୍ରନ୍ଥ ଟିରେ ଉଲ୍ଲେଖ କରାଯାଇଛି ଗ୍ରନ୍ଥ ଟିର ନାମ ହେଉଛି ତତ୍ୱାବଧନୀ,ତୃତୀୟ ଅଧ୍ୟାୟ,ତୃତୀୟ ଖଣ୍ଡ ।


ଏହି ଅଧ୍ୟାୟ ରେ ମହାପୁରୁଷ କହିଛନ୍ତି ଆକାଶରୁ ରକ୍ତ ବର୍ଷା ହେବ।ପଶୁ ପକ୍ଷୀ ମାନେ ରାଜୁତି କରିବେ।ସେ ପୁଣି କହୁଛନ୍ତି 2021-2024 ଏକ ପ୍ରକାର ଯକୃତ ରୋଗ ଆସିବ ଯାହାକି କୋରନା ଠାରୁ ମଧ୍ୟ ଆହୁରି ଭୟଙ୍କର ହେବ।କୋରନା ଯେମିତି ଗୋଷ୍ଠୀ ସଂକ୍ରମଣ ହୋଇଥିଲା ସେମିତି ଗୋଷ୍ଠୀ ସଂକ୍ରମଣ ହେବ।ଏମିତି ଏକ ଭୟାନକ ରୋଗ ର ସମ୍ମୁଖିନ କରିବେ ବିଶ୍ୱ ବାସୀ। ଏମିତି ଏକ ଭୟାନକ ପରିସ୍ଥିତି କୁ ସାମ୍ନା କରିବେ ସାରା ବିଶ୍ଵ ବାସୀ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟ ସରକାର ଙ୍କ ନିଷ୍ପତି , ଏଣିକି ଶବ୍ଦ ପ୍ରଦୂଷଣ କଲେ ଦେବେ 1 ଲକ୍ଷ ଟଙ୍କାର ଜୋରିମାନା

ଆଜିକାଲି ବଡ଼ ବଡ଼ ସହର ମାନଙ୍କରେ ସବୁଠାରୁ ବଡ଼ ସମସ୍ୟା ସାଜିଛି ଶବ୍ଦ ପ୍ରଦୂଷଣ। କେମିତି ବି ନହେବ ଯେଉଁ …

Leave a Reply

Your email address will not be published. Required fields are marked *