Breaking News

ହେ ଭଗବାନ! ପାକିସ୍ଥାନରେ ପରିବାର ରେଟ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ, ଦେଖନ୍ତୁ ପାକିସ୍ଥାନରେ ପରିବା ରେଟ କେଟ

ମାହାଙ୍ଗା ମାଡ଼ରେ ପାକିସ୍ତାନ ବେହାଲ୍ ଗୋଟିଏ ଅଣ୍ଡା କୁ ୩୦,ଅଦା କିଲୋ କୁ ୧୦୦୦ ଟଙ୍କା ଇମ୍ରାନ ଖାନ ନୂଆ ପାକିସ୍ତାନ ର ସ୍ଥିତି ସାଙ୍ଘାତିକି ମାହାଙ୍ଗା ମାଡ଼ରେ ଦୋହଲି ଗଲାଣି ପାକିସ୍ତାନ ର ଅର୍ଥ ମେରୁଦଣ୍ଡ । ଆଉ କିଛି ଦିନ ରେ ଏଭଳି ସ୍ଥିତି ଜାରି ରୁହେ ତେବେ ପାକିସ୍ତାନ ରେ ହାହାକାର ବଡ଼ି ଯାଇପାରେ ।

କାରଣ ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ଦର ଏତେ ବଢି ଯାଇଛି ଯେ ରୋଷେଇ ଘରକୁ ପର୍ବେଶ କରିବା ପୃବରୁ ୧୦୦୦ ଥର ଭାବି ବାକୁ ପଡ଼ୁଛି ପାକିସ୍ତାନ ର ଗୋଟିଏ ଅଣ୍ଡାର ଦର୍ ୩୦ ଟଙ୍କାରେ ପହଁଚି ସେ ଭଳି ଅଦା କିଲୋ ୧୦୦୦ ଟଙ୍କା ଦର ପହଞ୍ଚିଲାଣି । ଯାହା ସାଧାରଣ ପାକିସ୍ତାନର ଲୋକଙ୍କ ପାଇଁ ଏବେ ବଡ଼ ସଙ୍କଟ ଭାବେ ଉଭା ହୋଇଛି । ନୂଆ ପାକିସ୍ତାନ ର ସପ୍ନ ଦେଖାଇ ସରକାର କୁ ଆସିଥିଲେ ଇମ୍ରାନ ଖାନ ।

 

କିନ୍ତୁ ନୂଆ ପାକିସ୍ତାନ ରୂପ ଏପରି ହେବ ବୋଲି ତାହା କଳ୍ପନା କରିନଥିଲେ ପାକିସ୍ତାନ ବାସି । ଆତଙ୍କ ବାଦୀ ଓ ଗରିବ ସହ ଲଢ଼ୁଥିବା ପାକିସ୍ତାନ ମାହାଙ୍ଗା ମାଡ଼ରେ ମାଟି କାମୁଡି ବାକୁ ଅବସ୍ଥାରେ ପହଁଚିଛି । ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ ଦାୟିତ୍ଵ ନେବା ପରେ ଖାଦ୍ୟ ସାମଗ୍ରୀ ଉପରେ ଯେପରି କି ନିଆଁ ଲାଗିଯାଛି ୧୨ ଟା ଅଣ୍ଡା କୁ ୨୪୦ ଟଙ୍କା ଆଉ ଗୋଟିଏ ଅଣ୍ଡାର ୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଚିନି ର ଦର କିଲୋ ପ୍ରତି ପହଁଚିଛି ୧୦୪ ଟଙ୍କା ଆଉ ସେହି ଭଳି ଗହମ ୬୦ ଅଦା ୧୦୦୦ ଟଙ୍କା ଛୁଇଁଛି ।

କିଛି ଦିନ ପୃବେ ଅଟା ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନୀ ରେ ଛିଡ଼ା ହୋଇଥିବା ବେଳେ ପାକିସ୍ତାନ ବାସି ରୋଷେଇ ଗାସ ପାଇବା ପାଇଁ ମଧ୍ୟ ସମ୍ମାନ ସମସ୍ୟା ଭୋଗି ବାକୁ ପଡିପାରେ । ପାକିସ୍ତାନ ୨୫ ପ୍ରତି ସୂତ ଜନ ସଂଖ୍ୟା ଗରିବୀ ସୀମା ରେଖାରେ ଅତି ବାହିତ କରୁଥିବା ବେଳେ ଏବେ ନୀତି ବ୍ୟବହାର ସାମଗ୍ରୀ ଦର ହୁ ହୁ ହୋଇ ବଢିବା ଗରିବ ଲୋକଙ୍କ ଚିନ୍ତା ର କାରଣ ପାଲଟିଛି ।

 

ଇମ୍ରାନ ନୂଆ ପାକିସ୍ତାନ ରେ ଏବେ ବି ଦିଓଲି ଖାଇବାକୁ ପାଉନାହାନ୍ତି ଲୋକେ । ଖାସ କରି ଅଟା ଓ ଚିନି ର ଦର ନିୟନ୍ତ୍ରଣ କରିବାକୁ ଇମ୍ରାନ କୁ ବାରମ୍ବାର କ୍ୟାବିନେଟ୍ ବୈଠକ ଡାକିବାକୁ ପଡ଼ୁଛି ଏଭଳି ତଳ ପଡୋଶୀ ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରୋତ୍ସାହିତ କରୁଥିବା ବେଳେ ଭାରତ ବିରୁଦ୍ଧରେ ବିଷ ଓଗଲିବାରେ ପଛାଉ ନାହିଁ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *