Breaking News

ହେ ଭଗବାନ – ଟ୍ରେନ ଦୁ-ର୍ଘ-ଟ-ଣା ପାଇଁ ଓଡିଆ ହାସ୍ୟ ଅଭିନେତା ଗୁଡୁଙ୍କୁ (Gudu) ନେଇ ଆସିଲା ବଡ ଦୁଃଖ ଖବର, ଓଲିଓଡ ଜଗତରେ ଶୋକର ଲହରୀ

ଦର୍ଶକ ବନ୍ଧୁ ଆମର ଏହି ଜିବନ ତା ହେଉଛି ସୁଖ ଦୁଃଖ ଓ ଭଲ ମନ୍ଦ ର ଜିବନ , ହଁ ବନ୍ଧୁ କେତେବେଳେ ଦୁଃଖ ଆସେ ତ କେତେବେଳେ ସୁଖ ଆସିଥାଏ । ତେବେ ବନ୍ଧୁଗଣ ଠିକ୍ ସେହିଭଳି ମଣିଷ ଜିବନ ରେ ଜନ୍ମ ହେବା ଟା ଯେତିକି ସତ ମରଣ ସୁନିଶ୍ଚିତ କିନ୍ତୁ ମୃତ୍ତ୍ୟୁ କେମିତି ଓ କେତେବେଳେ ଆସେ ତାହା ଭଗବାନ ଜାଣିଥିବେ । ମରଣ କେତେବେଳେ ମଣିଷ ଦୁ-ର୍ଘ-ଟ-ଣା କାଳ ହୋଇ ଆସିଥାଏ ତ ଆଉ କିଏ ବୟସ ହେଲେ ମୃତୁ ବରଣ କରିଥାଏ କିନ୍ତୁ ପ୍ରାୟତ ଅଧିକ ସମୟ ରେ ଲୋକ ମାନେ ଦୁ-ର୍ଘ-ଟ-ଣା ରେ ମୃତ୍ୟୁ କରିଥାନ୍ତି ।


ତେବେ ବନ୍ଧୁଗଣ ଆଜି ଏହି କଥା କହିବା ର କାରଣ ହେଉଛି ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ଙ୍କ ପରିବାର ଆସିଛି ଏକ ବଡ ଦୁଃଖ ର ଖବର , ହଁ ବନ୍ଧୁ ହାସ୍ୟ ଅଭିନେତା ଗୁଡୁ ଙ୍କ ପରିବାର ବର୍ତ୍ତମାନ୍ ସମୟ ରେ ଦୁଃଖ ରେ ଭାଙ୍ଗି ପଡିଛନ୍ତି ଓ ଏହି ଦୁଃଖ ର ବିଷୟ ଟି ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ , ଯେ ବର୍ତ୍ତମାନ ଗୁଡୁୁୁ ଙ୍କ ମା ଏକ ଦୁ-ର୍ଘ-ଟ-ଣା ରେ ମୃତ୍ୟୁ କରିଛନ୍ତି ।


ଏହି ଦୁ-ର୍ଘ-ଟ-ଣା ହେବା ଯୋଗୁ ହସାଉଥିବା ଅଭିନେତା ଜଣକ ପୁରା ଦୁଃଖ ରେ ଭାଙ୍ଗି ପଡିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିବେ ଗତ କିଛି ମାସ ତଳେ ଗୁଡୁ ବିବାହ ବନ୍ଧନ ରେ ବାନ୍ଧି ହୋଇ ନିଜ ବୈବାହିକ ଜିବନ ଖୁସି ରେ କଟାଉ ଥିବା ସମୟ ରେ ମା ଙ୍କ ର ଦେହାନ୍ତ ଖବର ଶୁଣି ସେ ଦୁଃଖ ରେ ଭାଙ୍ଗି ପଡିଛନ୍ତି । ହଁ ବନ୍ଧୁ ଯେମିତି ମା ମାନ ଙ୍କ ଜିବନ ତାର ପିଲାମାନେ ହୋଇଥାନ୍ତି ଠିକ୍ ସେହିଭଳି ପିଲା ମାନ ଙ୍କ ର ଯେତେ ସ୍ତ୍ରୀ ଥିଲେ ମଧ୍ୟ ତାଙ୍କ ଜିବନ ତାଙ୍କ ମାଆ ହୋଇଥାନ୍ତି ।


ତେବେ ସୂଚନା ଅନୁଯାୟୀ ଗୁଡୁ ଙ୍କ ମାଆ ଓ ଭଉଣୀ ଖୋର୍ଦ୍ଧା କେନ୍ଦୁଝର ଇଣ୍ଟର ସିଟି ଏକ୍ସପ୍ରେସ ରେ କେନ୍ଦୁଝର କୁ ଫେରୁଥିବା ସମୟରେ ଯାଖପୁରା ରେଳ ଷ୍ଟେସନ ରେ ଘଟିଛି ଏହି ଅଘଟଣ , ହଁ ବନ୍ଧୁ ଟ୍ରେନ ରେ ଚଢ଼ୁଥିବା ସମୟ ରେ ଟ୍ରେନ ତ-ଳ-କୁ ଖ-ସି ପ-ଡ଼ି ମୃତ୍ୟୁ କରିଛନ୍ତି ଓ ଏହା ବର୍ତମାନ ସମୟ ରେ ଏକ ବଡ ଦୁଃଖ ର ଖବର , ହଁ ବନ୍ଧୁ କେବଳ ଗୁଡ଼ୁ ଙ୍କ ପରିବାର ଦୁଃଖ ରେ ନାହାଁନ୍ତି ତାଙ୍କ ପ୍ରଶଂସକ ସହ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଏକ ଦୁଃଖ ର ଖବର । ତେବେ ଆମେ ଭଗବାନ ଙ୍କ ନିକଟ ରେ ପ୍ରାର୍ଥନା କରୁଛୁ ଯେ ଗୁଡୁ ଙ୍କ ମା ସ୍ବର୍ଗତ ଗୀତାଞ୍ଜଳି ଙ୍କ ଆତ୍ମା କୁ ଶାନ୍ତି ମିଲୁ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *