Breaking News

ରାତି ଅଧରେ କାନ୍ଦୁଛନ୍ତି ଅର୍ଚ୍ଚିତା ହଠାତ ଘଟିଲା ଏମିତି କିଛି ଜାଣନ୍ତୁ ସମ୍ପୁର୍ଣ୍ଣ ଖବର ?

ହେଲୋ ଫ୍ରେଣ୍ଡ୍ସ ଆପଣମାନେ ଓଲିଉଡ଼ ର ଜବରଦସ୍ତ ଯୋଡି ଅର୍ଚ୍ଚିତା ଓ ସବ୍ୟସଚୀ ଙ୍କୁ ଆପଣମାନେ ବେଶ ଭଲଭାବରେ ଜାଣିଥିବେ ତେବେ ବାହାଘର ପରେ ପ୍ରଥମ ଥର ମନଦୁଃଖ କରି ଭିଡିଓ ବନେଇଛନ୍ତି ଅର୍ଚ୍ଚିତା ତେବେ ପ୍ରକୃତରେ କଣ ହୋଇଛି ଘଟଣା ଆଉ ଏହା ବିଷୟରେ ସେ କଣ କହିଛନ୍ତି ଆସନ୍ତୁ ଜାଣିବା |

ତେବେ ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ଓଲିଉଡ଼ ର ଜବରଦସ୍ତ ଯୋଡି ହେଉଛନ୍ତି ଅର୍ଚ୍ଚିତା ଏବଂ ସବ୍ୟସଚୀ ପରସ୍ପରଙ୍କୁ ସୁଟିଂ ସେଟ ରୁ ଭଲପାଇ ପରବର୍ତ୍ତୀ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତେବେ ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ଅର୍ଚ୍ଚିତା ସୋଇଆଲ ମିଡିଆରେ ଗୋଟେ ପୋଷ୍ଟ ଯାହା ଏବେ ବୋହୁ ମାତ୍ରାରେ ଭାଇରଲ ହବାରେ ଲାଗିଛି |

ତେବେ ଦର୍ଶକବନ୍ଧୁ ସୂଚନା ମୁତାବକ ଗତ କାଲି ଅର୍ଚ୍ଚିତା ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ସବ୍ୟସଚୀ ତାଙ୍କୁ ସମୟ ଦେଉ ନାହାନ୍ତି ଓ ତାଙ୍କ ସହ କଥା ହୋଉ ନାହାନ୍ତି ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ବହୁତ ମାତ୍ରାରେ ଭାଇରଲ ହେଉଛି |

ତେବେ ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ କି ସବ୍ୟ ଏବଂ ଅର୍ଚ୍ଚିତା ଦୁହେଁ ଓଲିଉଡ଼ ର ଆଗଧାଡ଼ି ର ହିରୋ ଏବଂ ହିରୋଇନ ଏବଂ ତାଙ୍କର ଅଭିନୟ ଆପଣମାନେ ବହୁତ ସାରା ସିନେମାରେ ନିଶ୍ଚିତ ଭାବରେ ଦେଖିସାରିଥିବେ ତେବେ ଫ୍ରେଣ୍ଡ୍ସ ଆପଣମାନଙ୍କୁ ଏହି ଯୋଡି କେମିତି ଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.