Breaking News

ହଠାତ୍ ପାକିସ୍ତାନକୁ କଣ ପାଇଁ ମିସାଇଲ ମାରିଲା ଭାରତ , ଏହା ହେଉଛି ପ୍ରକୃତ କାରଣ !

ଆସିଲା ବର୍ତ୍ତମାନ ସମୟର ଏକ ବଡ଼ ଖବର ପାକିସ୍ତାନ ରେ ଭାରତର କ୍ଷେପଣାସ୍ତ୍ର ଧମକ ଦେଲେ ପାକ ବୈଦେଶିକ ମନ୍ତ୍ରାଳୟ ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା ଟି କଣ ରହିଥିଲା ତେବେ ପାକିସ୍ତାନ ରେ ଭାରତ ର କ୍ଷେପଣାସ୍ତ୍ର ପଡିବା ନେଇ ଭାରତ ର ପ୍ରତିରକ୍ଷା ମନ୍ତ୍ରାଳୟ ପ୍ରତିକ୍ରିୟା ଦେଇଛି ମନ୍ତ୍ରାଳୟ କହିଛି କି ଏହି ଦୂର ଘଟଣା ବୈସେହିକ ତ୍ରୁଟି ଯୋଗୁ ଘଟିଛି ଏବଂ ଏହି ଘଟଣା ରେ ଗଭୀର ଅନୁତାପ କରିଛନ୍ତି |

ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ କୁହାଯାଇଛି କି 9 ମାର୍ଚ୍ଚ 2022 ରେ ନିୟମିତ ଟେଷ୍ଟିଙ୍ଗ ସମୟରେ କିଛି ତ୍ରୁଟି ଯୋଗୁ ଏହି କ୍ଷେପଣାସ୍ତ୍ର ଟି ହଟାତ ଚାଲିଯାଇଥିଲା ସରକାର ଏହାକୁ ଗୁରୁତର ସହ ଗ୍ରହଣ କରିଛନ୍ତି ଏବଂ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି | ସେପଟେ ଭାରତ ର ବୟାନ ପରେ ପାକିସ୍ତାନ ଧମକ ଦେବା ଆରମ୍ଭ କରିଛି |

ଭାରତ ର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଭାରତ ର ଗୋଟେ କ୍ଷେପଣାସ୍ତ୍ର ପାକିସ୍ତାନ ଅଞ୍ଚଳରେ ପଡିଛି ଏହା ଅତ୍ୟନ୍ତ ଦୁଃଖ ଦାୟକ ଏଥିରେ କୌଣସି ଜୀବନ ବା ସମ୍ପତି ନଷ୍ଟ ହୋଇନାହିଁ | ପାକିସ୍ତାନ ର ବୈଦେଶିକ କାର୍ଯ୍ୟାଳୟ କହିଛି କି ଉଡୁଥିବା ଭାରତୀୟ ସୁପର ସୈନିକ ବସ୍ତୁ ମାଧ୍ୟମରେ ବାୟୁମଣ୍ଡଳ ସମ୍ପର୍କରେ ଭାରତୀୟ କୂଟନୀତି କୁ ସମ୍ପର୍କ ଦିଆଯାଇଛି |

ମାର୍ଚ୍ଚ 9 ସଂଧ୍ୟା 6.43 ମିନିଟ ରେ ଏହା ପାକିସ୍ତାନ ରେ ପ୍ରବେଶ କରିଥିଲା କୀଟୁ ପାକିସ୍ତାନ ଏହା ଅଭିଯୋଗ କରିଛି କି ଭାରତ କ୍ଷେପଣାସ୍ତ୍ର ମାରି ପାକ ର ନିରୀହ ଲୋକଙ୍କ ଜୀବନକୁ ବିପଦ ରେ ପକାଇଛି | ଭାରତ ସ୍ପଷ୍ଟୀକରଣ ପରେ ପରବର୍ତ୍ତୀ ପଦକ୍ଷେପ ନେଇପାରେ ବୋଲି ପାକିସ୍ତାନ କହିଛି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.