ଦର୍ଶକବନ୍ଧୁ ଦୁଇ ହାତ ଯୋଡ଼ିଲେ ହେଉଥିବ ଅଧା ଚନ୍ଦ୍ରମା ଏହାର ଅର୍ଥ କଣ ହୋଇଥାଏ ଆମେ ସମେସ୍ତ ଜାଣିଛନ୍ତି ଯେ କୁସ୍ତି ଓ କପାଳ ଅଧନ୍ୟରୁ ଜଣେ ବ୍ୟକ୍ତି ଠାରୁ ବ୍ୟକ୍ତିତ୍ୱ କରି ଅତୀତ ଭବିଷ୍ୟତ ସମ୍ପର୍କରେ ଜାଣିପାରିବେ ହାତ ପାପୁଲିରେ ଥିବା ରେଖା ମାନେ ଭୁତ ଏବଂ ଭବିଷ୍ୟତ ସମ୍ପର୍କରେ ଭିନ୍ନ ଭିନ୍ନ ସୂଚନା ପ୍ରଦାନ କରିଥାନ୍ତି ତେବେ ହସ୍ତ ରେଖା ଅଧୟନ ବେଳେ ହାତର ଦୁଇ ପାପୁଲି ଯୋଡି ପଣ୍ଡିତ ମାନେ ଯେଉଁ ସଙ୍କେତ ଖୋଜି ଥାନ୍ତି ତାହା ମଧ୍ୟରୁ ଗୋଟିଏ ହେଉଛି ଯୋଡ଼ା ଯାଇଥିବା ପାପୁଲିର ଚନ୍ଦ୍ରଙ୍କର ଆକୃତି |
ହାତ ପାପୁଲିକୁ ଯୋଡ଼ିଲେ କାହା ହାତରେ ପୁର୍ଣ ଚନ୍ଦ୍ରତ ଓ ଆଉ କାହା ହାତରେ ଅର୍ଧ ଚନ୍ଦ୍ର୍ରର ଆକାର ସୃଷ୍ଟି ହୋଇଥାଏ ଆଜି ଆମେ ହସ୍ତ ରେଖା ଶାସ୍ତ୍ରରେ ଅର୍ଧ ଚନ୍ଦ୍ରର ଅର୍ଥ ଏବଂ ସଙ୍କେତ ବିଷୟରେ ଜିଣିବା | ଯେଉଁ ବ୍ୟକ୍ତିଙ୍କ ଦୁଇ ହାତର ପାପୁଲି ଯୋଡିବା ପରେ ଅର୍ଧ ଚନ୍ଦ୍ର ସୃଷ୍ଟି ହୋଇଥାଏ ସେହି ବ୍ୟକ୍ତି ନିଜ ବନ୍ଧୁଙ୍କ ପ୍ରତି ଅଧିକ ସଚୋଟ ବାଦୀ ହୋଇଥାନ୍ତି ସେହି ପରି ଦୁଇ ପାପୁଲିର ସଂଯୋଗରେ ଅର୍ଧ ଚନ୍ଦ୍ର ସୃଷ୍ଟି ନହୋଇ ଏହା ଯଦି ସରଳ ରେଖା ପରି ଦେଖା ଯାଏ ତାହାଲେ ସମ୍ପକ୍ତ ବ୍ୟକ୍ତି ଅତ୍ୟନ୍ତ ଶାନ୍ତ ଏବଂ ଦୟାଳୁ ଶୋଭାବର ବୋଲି ଜଣା ପଡିଥାଏ |
ଯେଉଁ ବ୍ୟକ୍ତିଙ୍କ ଦୁଇ ପାପୁଲି ଯୋଡିବା ପରେ ଅର୍ଦ୍ଧ ଚନ୍ଦ୍ରର ଆକୃତି ଦେଖାଯାଏ କିନ୍ତୁ ଅଙ୍କା ବଙ୍କା ରହିଥାଏ ସେହି ବ୍ୟକ୍ତି ନିଜ ବୟସ ଠାରୁ ଅଧିକ ବୟସ୍କ ଲୋକଙ୍କ ସହିତ ମିଳାମିଶା କରିବାକୁ ଅଧିକ ପସନ୍ଦ କରିଥାନ୍ତି | ଏହି ଅର୍ଦ୍ଧ ଚନ୍ଦ୍ରରୁ ବ୍ୟକ୍ତିଙ୍କ ବୈବାହିକ ଜୀବନ ଏବଂ ନିଜ ଜୀବନ ସାଥୀଙ୍କ ରୂପ ଗୁଣରେ ମଧ୍ୟ ଆକଳନ କରାଯାଇଥାଏ ଯେଉଁ ବ୍ୟକ୍ତି ମାନଙ୍କର ଦୁଇ ହାତର ପାପୁଲି ଯୋଡିବା ପରେ ସୁନ୍ଦର ଓ ଅର୍ଦ୍ଧ ବୃତ୍ତ ଆକୃତିର ଚନ୍ଦ୍ର ସଦୃଶ୍ୟ ରେଖା ସୃଷ୍ଟି ହୋଇଥାଏ ସେହି ବ୍ୟକ୍ତି ପୁରୁଷ ହଉ କିମ୍ବା ନାରୀ ତାଙ୍କୁ ସବୁବେଳେ ରୂପ ଓ ଗୁଣରେ ସୁନ୍ଦର ଥିବା ବ୍ୟକ୍ତି ଜୀବନ ସାଥି ରୂପରେ ମିଳିଥାନ୍ତି |
Check Also
ବିୟର ଶରୀର ପାଇଁ କେତେ ଲାଭ ଦାୟକ ହୋଇଥାଏ, ନିହାତି ଜାଣି ରଖିବା ଦରକାର…
ଦର୍ଶକବନ୍ଧୁ ଗବେଷଣା ରେ ଖୁଲାସ ଯଦି ବିଅର୍ ସୀମିତ ମାତ୍ର ରେ ପିଉଥାନ୍ତି ତେବେ ଶରୀର ପାଇଁ ଲାଭ ଦାୟକ। …