Breaking News

ହେରା ପଞ୍ଚମୀ ଦିନ ଘରକୁ ଆଣନ୍ତୁ ଏହି ୩ଟି ଫୁଲ, ଏହି ଫୁଲକୁ ଆଣି ଘରେ ରଖିବା ଦ୍ୱାରା କଣ ହୋଇଥାଏ….ଦେଖନ୍ତୁ !

ଜଗତର ନାଥ ଶ୍ରୀ ଜଗନ୍ନାଥ ସେ ଭାବର ପ୍ରତୀକ ଏବଂ ସେ ହେଉଛନ୍ତି ରହସ୍ୟ ମୟ ତାଙ୍କର ପ୍ରତେକ ଯାତ୍ରା ପଛରେ ଥାଏ ଅନେକ ରହସ୍ୟ ରଥ ଯାତ୍ରା ହେଉଛି ତାଙ୍କର ସବୁ ଠାରୁ ପ୍ରମୁଖ ଯାତ୍ରା ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ଗୁଣ୍ଡିଚା ଯାତ୍ରା ମହାଉଛବରେ ଏକ ଅଂଶ ହେଉଛି ହେରା ପଞ୍ଚମୀ ହେରା ବା ହାରିବା ଅର୍ଥ ହେଉଛି ଚାହିଁବା ଏହି ତୀର୍ଥ ରଥ ଯାତ୍ରାର ପଞ୍ଚମ ଦିନରେ ଆସଡ଼ ମାସ ଶୁକ୍ଳ ପକ୍ଷ ଷଷ୍ଠି ତିଥିରେ ପାଳିତ ହୋଇଥାଏ ଆସଡ଼ ଶୁକ୍ଳ ପକ୍ଷ ଷଷ୍ଠି ତିଥିରେ ମା ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥିବା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଏହି ମନ୍ଦିରରେ ଦେଖିବାକୁ ଯାଆନ୍ତି | ଜଗତ ମାତା ମା ଲକ୍ଷ୍ମୀ ଶ୍ରୀ ଜଗନ୍ନାଥ ଙ୍କର ଗୁଣ୍ଡିଚା ଉଛବରେ ବାଦେ ପଡିଯାନ୍ତି |

ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ବଡ଼ ଭାଇ ବଳଭଦ୍ର ଭଉଣୀ ସୁବଦ୍ର ଙ୍କୁ ନେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି ଏବଂ ମା ଲକ୍ଷ୍ମୀ ରହିଯାନ୍ତି ଶ୍ରୀ ମନ୍ଦିରରେ ହୋଇ ପରେ ମା ଲକ୍ଷ୍ମୀ କୌଣସି କାରଣ ସତେ ଲକ୍ଷ୍ମୀ ନିଜେ ଯିବାକୁ ଚାହିଁଲେ ନାହିଁ ବା କୌଣସି କାରଣରୁ ପ୍ରଭୁ ତାଙ୍କୁ ସାଙ୍ଗରେ ନେଲେ ନାହିଁ | ଆମ ଓଡ଼ିଆ ସଂସ୍କୃତିରେ ବୋହୁ ଟିଏ ଭାଇ ଶଶୁର ବା ଦେଢଶୁର ଙ୍କ ଠାରୁ ସବୁବେଳେ ନଜର ଲୁଚେଇ ରହିଥାଏ ଏବଂ ଯୁଆଡେ ଗଲେ ବି ନିଜ ସ୍ୱାମୀ ଙ୍କ ବେତିତ ଆଉ କାହା ସହିତ ଯିବାକୁ ପସନ୍ଦ କରି ନଥାନ୍ତି | ହୁଏତ ଏହା କାରଣ ମଧ୍ୟ ହୋଇ ପରେ ମାତ୍ର ଗୋଟେ ଦୂର ଦୃଷ୍ଟିରୁ ବିଚାର କଲେ ଏକ ପକ୍ଷରେ ଶ୍ରୀ ଜଗନ୍ନାଥ ଙ୍କ ଉଦାସୀନ ଯୋଗୁଁ ମା ଲକ୍ଷ୍ମୀ ଙ୍କର ଅଭିମାନ ହୋଇଥାଏ |

ମା ଲକ୍ଷ୍ମୀ ଅଭିମାନ କରି ଶ୍ରୀ ମନ୍ଦିରରେ ରହିଯାନ୍ତି ଏହି ପରି ଭାବରେ ଚାରି ଦିନ କଟି ଯାଏ ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଯାତ୍ରା ନଥାନ୍ତି ମା ଲକ୍ଷ୍ମୀଙ୍କର ଅଭିମାନ ଦିନକୁ ଦିନ ବଢିବାକୁ ଲାଗେ ସ୍ୱାମୀ କୁଆଡେ ଗଲେ ସେ କଣ କରୁଥିବେ ଶେଷରେ ତାଙ୍କର ଧାର୍ଯ୍ୟ ର ଅନ୍ତ ହୋଇଥାଏ | ଶେଷରେ ସେ ବିମଳା ଦେବୀଙ୍କ ପାଖରେ ନିଜର ମନର କଥା ବର୍ଣନା କରନ୍ତି ତାପରେ ବର୍ଣ କରି ପାଟ ଅଳଙ୍କାର ଲାଗିହୁଏ ମା ଲକ୍ଷ୍ମୀ ବେଶ ବୁସା ହୋଇ ବାଟ ବୃକ୍ଷ ମୂଳେ ଥିବା ବିମାନରେ ବିଜୟ ହୁହନ୍ତି |

ମା ଲକ୍ଷ୍ମୀ ଙ୍କର ବିମାନକୁ ଗୁଣ୍ଡିଚା ମନ୍ଦିରର ଜୟ ବିଜୟ ଦ୍ୱାର ନିକଟକୁ ନିଆଯାଏ ମା ଲକ୍ଷ୍ମୀ ବିମଳା ଦେବୀଙ୍କ ଠାରୁ ଆଣିଥିବା ମୋହରଚନ ଶ୍ରୀ ଜଗନ୍ନାଥ ଙ୍କ ରଥ ଉପରକୁ ନିକ୍ଷେପ କରନ୍ତି ଏହାର ତୁରନ୍ତ ପ୍ରତିଫଲ ସରୁଫ ମା ଲକ୍ଷ୍ମୀ ଙ୍କୁ ଶ୍ରୀ ଜଗନ୍ନାଥ ଙ୍କ ଠାରୁ ଆଜ୍ଞ ମାଲ ମିଳେ ଏବଂ ତିନି ଦିନ ପରେ ସେ ନିଶ୍ଟିୟ ଫେରିବେ ବୋଲି ପ୍ରସ୍ତିସ୍ମୁତି ମିଳେ କିନ୍ତୁ ସନ୍ଧ୍ୟା ହୋଇଥିବାର ମା ଲକ୍ଷ୍ମୀ ଶ୍ରୀ ଜଗନ୍ନାଥ ଆଉ ଅଧିକ ସମୟ ଦର୍ଶନ କରିବାର ସୁଯୋଗ ପାଆନ୍ତି ନାହିଁ |

ଆପଣ ଏହି ଦିନରେ ମାତା ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ତିନଟି ଅପରାଜିତା ଫୁଲ ଘରକୁ ନେଇ ଆସନ୍ତୁ ଏବଂ ସେହି ଫୁଲକୁ ଟଙ୍କା ରାଜକଃଉଥିବା ସ୍ଥାନରେ ରଖି ଦିଅନ୍ତୁ ଏହି ଫୁଲାଉ ମଧ୍ୟ ପର୍ସ ରେ ମଧ୍ୟ ରଖି ପାରିବେ ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ବହୁତ ଖୁସି ହୋଇଯାନ୍ତି କାରଣ ଅପରାଜିତା ଫୁଲ ଶ୍ରୀ ଜଗନ୍ନାଥ ଙ୍କ ସ୍ୱରୂପ ଅଟେ ଏବଂ ଟଙ୍କା ମା ଲକ୍ଷ୍ମୀ ଙ୍କ ସରୂପ ଅଟେ ସେଥିପାଇଁ ଏହି ଅପରାଜିତା ଫୁଲ ଯଦି ଏହି ହେରା ପଞ୍ଚମୀ ଦିନ ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତି ତେବେ ମା ଲକ୍ଷ୍ମୀ ଖୁସି ହୋଇ ବହୁତ ଶୀଘ୍ର ପ୍ରସନ୍ନ ହୁହନ୍ତି ଏବେ ମା ଲକ୍ଷ୍ମୀ କୃପା ଆପଣଙ୍କ ଉପରେ ସାଧା ସର୍ବଦା ରହିଥାଏ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.