Breaking News

ହନୁମାନ ଟଙ୍କାକୁ ନେଇ କାହିଁକି ଏତେ ଚାହିଦା, ମୂଲ୍ୟ ଲକ୍ଷାଧିକ ଜାଣନ୍ତୁ ଏହାର ସତ୍ୟତା, ଏହା ଜାଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ହନୁମାନ ଟଙ୍କାକୁ ନେଇ କାହିଁକି ଏତେ ଚାହିଦା ଏବଂ ଏହାର ମୂଲ୍ୟ ଲକ୍ଷାଧିକ । ନିକଟରେ ଡକାୟତ ଘଟଣାର ତଦନ୍ତ କରୁକରୁ ପୋଲିସ କୁ ମିଳିଥିଲା ହନୁମାନ ପଇସା । ଡକାୟତ ଗିୟାଙ୍କ ଠାରୁ 2 ଟି ହନୁମାନ ପଇସା ପୋଲିସ ଜବଦ କରିଥିଲା । ଦୁଇଟି ପୃଥକ ଡକାୟତି ମାମଲାରେ ଡକାୟତଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ହନୁମାନ ପଇସା ସହିତ ଆଉ କିଛି ଚୋରା ସାମଗ୍ରୀ ଜବତ କରିଥିଲା ।

ଏହି ମାମଲାରେ 8 ଡକାୟତ ଓ 10 ଚୋରା ବେପାରୀଙ୍କୁ କେନ୍ଦ୍ରାପଡ଼ା ପୋଲିସ ଗିରଫ କରିଛି । ଓଡ଼ିଶାରେ ପୂର୍ବରୁ ମଧ୍ୟ ହନୁମାନ ପଇସା ବିକ୍ରି କରି ପୋଲିସ ହାତରେ ଧରାପଡିଛନ୍ତି । କୁହାଯାଉଛି ଏହି ହନୁମାନ ପଇସା କୁ କୋଟି କୋଟି ଟଙ୍କାରେ ବିକ୍ରି କରାଯାଉଛି । ପୋଲିସ ର କହିବା ଅନୁସାରେ ଅନ୍ଧ ବିଶ୍ବାସ କାରଣରୁ ଏହି ମୁଦ୍ରାର ମୂଲ୍ୟ ବଢ଼ିଚାଲିଛି । ତେବେ ଏହି ହନୁମାନ ପଇସା କଣ ଓ କଣ ପାଇଁ ଏହାର ଚାହିଦା ଅଧିକ ଆସନ୍ତି ଜାଣିବା ।

ମୁଦ୍ରାର ଚମତ୍କାରିତା ଯେଉଁ ମାନେ ମୁଦ୍ରାର ଚମତ୍କରିତା କଥା କୁହନ୍ତି । ସେମାନେ ଦାବିକରନ୍ତି ଯେ ଏହି ମୁଦ୍ରା ଘରେ ସୁଖ ଶାନ୍ତି ଓ ସମୃଦ୍ଧି ଆଣିଥାଏ । ସେମାନେ ନିଜର ଦାବିର ବାସ୍ତବତା କୁ ସାବ୍ୟସ୍ତ କରିବାକୁ ଯାଇ ମୁଦ୍ରା ଦ୍ବାରା ଚାଉଳକୁ ଆକର୍ଷିତ କରି ଦେଖାଇ ଥାଆନ୍ତି । ଲୋକେ ଏହି ଚାମତ୍କର କୁ ଦେଖି ଅର୍ଶ୍ଚଯ୍ୟ ହୋଇ ଯାଆନ୍ତି ଏବଂ ଏହାକୁ କିଣିବା ପାଇଁ ଯେତେ ଟଙ୍କା ଲଗୁନା କାହିଁକି ସେ ମାନେ ଦବା ପାଇଁ ରାଜି ହୋଇ ଯାଆନ୍ତି ।

କୁହାଯାଏ ଚାଉଳରେ ଲୁହା ପୋଲିଂ କରାଯାଇ ଥାଏ ଓ ଚୁମ୍ଭକ ଥାଏ ଯେଉଁଥି ପାଇଁ ଏପରି ହୋଇଥାଏ । ଏହା ମଧ୍ୟ ଦାବି କରାଯାଇଛି ଯେ ଏହାର ଚୁମ୍ବକୀୟ ଶକ୍ତି ପାଇଁ ଘଣ୍ଟାକଣ୍ଟା କୁ ମଧ୍ୟ ବନ୍ଦ କରିଦେଇଥାଏ । ଏହା ଏକ କୌସଳ ଛଡ଼ା କିଛି ନୁହେଁ ବୋଲି ପୋଲିସ ସୂତ୍ର ରୁ ପ୍ରକାଶ ପାଇଛି । ଏହି ପରି ଆନେକ୍ ଭିଡ଼ିଓ ୟୁଟ୍ୟୁରେ ମଧ୍ୟ ଅଛି । କେତେକ ଅତିହାସିକ ବିଶ୍ଵାସ କରନ୍ତି ଯେ ଏହି ମୁଦ୍ରା ଗୁଡିଏ ଇଷ୍ଟ ଇଣ୍ଡିଆ କମ୍ପାନୀ ପୂର୍ବ ର ।

ଏହି ମୁଦ୍ରା ର ମୂଲ୍ୟ ଅଧା ଅଣା ଥିଲା । ଭଗବାନ ହନୁମାନଙ୍କ ବେତିତ ଏହି ମୁଦ୍ରାରେ ଗୁଡ଼ିକରେ ରାମ , ଲକ୍ଷ୍ମଣ ଓ ସୀତାଙ୍କୁ ପ୍ରତିମୃତି ମଧ୍ୟ ଥିଲା । 1818 , 1919 , 1717 ରେ ନିର୍ମିତ ଏହି ମୁଦ୍ରା ପ୍ରାୟ ଦେଖା ଯାଏ । ଏହି ମୁଦ୍ରା ବୋହୁତ କମର୍ସ ୱେବସାଇଟ ରେ ମଧ୍ୟ ବିକ୍ରି କରାଯାଉଛି ଏବଂ ଏହି ମୁଦ୍ରା ର ମୂଲ୍ୟ 1 ଲକ୍ଷ ଟଙ୍କା ପ୍ରଜାନ୍ତ୍ ରହିଛି । ଛତିଶଗଡ ର କେତେକ ଅଞ୍ଚଳରେ ଖନନ ସମୟରେ ଏହି ମୁଦ୍ରା ଦେଖିବାକୁ ମିଳିଥାଏ । ବ୍ରତମନ୍ ଏହି ମୁଦ୍ରା କୁ ଚମର୍କାର ଭାବେ ପ୍ରୋତ୍ସାହିତ କରାଯାଉଥିବା ବେଳେ କିନ୍ତୁ ବାସ୍ତବତା ଏହା ଠାରୁ ବହୁତ ଦୂରରେ ।

About odisha news

Check Also

ପବିତ୍ର ରଥଯାତ୍ରାରେ ଏହି ଭୁଲ୍ କାମ କେବେ ବି କରନ୍ତୁନାହିଁ, ନହେଲେ ଆପଣ ପରେ ବହୁତ ପସ୍ତେଇବେ…

ଓଡ଼ିଶାର ଧର୍ମ କହିଲେ ଜଗନ୍ନାଥ ଧର୍ମ ଇତିହାସ କହିଲେ ଜଗନ୍ନାଥଙ୍କ ଇତିହାସକୁ ବୁଝାଏ ସମଗ୍ର ବିଶ୍ୱରେ ଶ୍ରୀଜଗନ୍ନାଥ ରଥଯାତ୍ରା ପାଳିତ …

Leave a Reply

Your email address will not be published.