ହନୁମାନ ଟଙ୍କାକୁ ନେଇ କାହିଁକି ଏତେ ଚାହିଦା ଏବଂ ଏହାର ମୂଲ୍ୟ ଲକ୍ଷାଧିକ । ନିକଟରେ ଡକାୟତ ଘଟଣାର ତଦନ୍ତ କରୁକରୁ ପୋଲିସ କୁ ମିଳିଥିଲା ହନୁମାନ ପଇସା । ଡକାୟତ ଗିୟାଙ୍କ ଠାରୁ 2 ଟି ହନୁମାନ ପଇସା ପୋଲିସ ଜବଦ କରିଥିଲା । ଦୁଇଟି ପୃଥକ ଡକାୟତି ମାମଲାରେ ଡକାୟତଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ହନୁମାନ ପଇସା ସହିତ ଆଉ କିଛି ଚୋରା ସାମଗ୍ରୀ ଜବତ କରିଥିଲା ।
ଏହି ମାମଲାରେ 8 ଡକାୟତ ଓ 10 ଚୋରା ବେପାରୀଙ୍କୁ କେନ୍ଦ୍ରାପଡ଼ା ପୋଲିସ ଗିରଫ କରିଛି । ଓଡ଼ିଶାରେ ପୂର୍ବରୁ ମଧ୍ୟ ହନୁମାନ ପଇସା ବିକ୍ରି କରି ପୋଲିସ ହାତରେ ଧରାପଡିଛନ୍ତି । କୁହାଯାଉଛି ଏହି ହନୁମାନ ପଇସା କୁ କୋଟି କୋଟି ଟଙ୍କାରେ ବିକ୍ରି କରାଯାଉଛି । ପୋଲିସ ର କହିବା ଅନୁସାରେ ଅନ୍ଧ ବିଶ୍ବାସ କାରଣରୁ ଏହି ମୁଦ୍ରାର ମୂଲ୍ୟ ବଢ଼ିଚାଲିଛି । ତେବେ ଏହି ହନୁମାନ ପଇସା କଣ ଓ କଣ ପାଇଁ ଏହାର ଚାହିଦା ଅଧିକ ଆସନ୍ତି ଜାଣିବା ।
ମୁଦ୍ରାର ଚମତ୍କାରିତା ଯେଉଁ ମାନେ ମୁଦ୍ରାର ଚମତ୍କରିତା କଥା କୁହନ୍ତି । ସେମାନେ ଦାବିକରନ୍ତି ଯେ ଏହି ମୁଦ୍ରା ଘରେ ସୁଖ ଶାନ୍ତି ଓ ସମୃଦ୍ଧି ଆଣିଥାଏ । ସେମାନେ ନିଜର ଦାବିର ବାସ୍ତବତା କୁ ସାବ୍ୟସ୍ତ କରିବାକୁ ଯାଇ ମୁଦ୍ରା ଦ୍ବାରା ଚାଉଳକୁ ଆକର୍ଷିତ କରି ଦେଖାଇ ଥାଆନ୍ତି । ଲୋକେ ଏହି ଚାମତ୍କର କୁ ଦେଖି ଅର୍ଶ୍ଚଯ୍ୟ ହୋଇ ଯାଆନ୍ତି ଏବଂ ଏହାକୁ କିଣିବା ପାଇଁ ଯେତେ ଟଙ୍କା ଲଗୁନା କାହିଁକି ସେ ମାନେ ଦବା ପାଇଁ ରାଜି ହୋଇ ଯାଆନ୍ତି ।
କୁହାଯାଏ ଚାଉଳରେ ଲୁହା ପୋଲିଂ କରାଯାଇ ଥାଏ ଓ ଚୁମ୍ଭକ ଥାଏ ଯେଉଁଥି ପାଇଁ ଏପରି ହୋଇଥାଏ । ଏହା ମଧ୍ୟ ଦାବି କରାଯାଇଛି ଯେ ଏହାର ଚୁମ୍ବକୀୟ ଶକ୍ତି ପାଇଁ ଘଣ୍ଟାକଣ୍ଟା କୁ ମଧ୍ୟ ବନ୍ଦ କରିଦେଇଥାଏ । ଏହା ଏକ କୌସଳ ଛଡ଼ା କିଛି ନୁହେଁ ବୋଲି ପୋଲିସ ସୂତ୍ର ରୁ ପ୍ରକାଶ ପାଇଛି । ଏହି ପରି ଆନେକ୍ ଭିଡ଼ିଓ ୟୁଟ୍ୟୁରେ ମଧ୍ୟ ଅଛି । କେତେକ ଅତିହାସିକ ବିଶ୍ଵାସ କରନ୍ତି ଯେ ଏହି ମୁଦ୍ରା ଗୁଡିଏ ଇଷ୍ଟ ଇଣ୍ଡିଆ କମ୍ପାନୀ ପୂର୍ବ ର ।
ଏହି ମୁଦ୍ରା ର ମୂଲ୍ୟ ଅଧା ଅଣା ଥିଲା । ଭଗବାନ ହନୁମାନଙ୍କ ବେତିତ ଏହି ମୁଦ୍ରାରେ ଗୁଡ଼ିକରେ ରାମ , ଲକ୍ଷ୍ମଣ ଓ ସୀତାଙ୍କୁ ପ୍ରତିମୃତି ମଧ୍ୟ ଥିଲା । 1818 , 1919 , 1717 ରେ ନିର୍ମିତ ଏହି ମୁଦ୍ରା ପ୍ରାୟ ଦେଖା ଯାଏ । ଏହି ମୁଦ୍ରା ବୋହୁତ କମର୍ସ ୱେବସାଇଟ ରେ ମଧ୍ୟ ବିକ୍ରି କରାଯାଉଛି ଏବଂ ଏହି ମୁଦ୍ରା ର ମୂଲ୍ୟ 1 ଲକ୍ଷ ଟଙ୍କା ପ୍ରଜାନ୍ତ୍ ରହିଛି । ଛତିଶଗଡ ର କେତେକ ଅଞ୍ଚଳରେ ଖନନ ସମୟରେ ଏହି ମୁଦ୍ରା ଦେଖିବାକୁ ମିଳିଥାଏ । ବ୍ରତମନ୍ ଏହି ମୁଦ୍ରା କୁ ଚମର୍କାର ଭାବେ ପ୍ରୋତ୍ସାହିତ କରାଯାଉଥିବା ବେଳେ କିନ୍ତୁ ବାସ୍ତବତା ଏହା ଠାରୁ ବହୁତ ଦୂରରେ ।
Check Also
ପବିତ୍ର ରଥଯାତ୍ରାରେ ଏହି ଭୁଲ୍ କାମ କେବେ ବି କରନ୍ତୁନାହିଁ, ନହେଲେ ଆପଣ ପରେ ବହୁତ ପସ୍ତେଇବେ…
ଓଡ଼ିଶାର ଧର୍ମ କହିଲେ ଜଗନ୍ନାଥ ଧର୍ମ ଇତିହାସ କହିଲେ ଜଗନ୍ନାଥଙ୍କ ଇତିହାସକୁ ବୁଝାଏ ସମଗ୍ର ବିଶ୍ୱରେ ଶ୍ରୀଜଗନ୍ନାଥ ରଥଯାତ୍ରା ପାଳିତ …