ଦର୍ଶକବନ୍ଧୁ ଭଗବାନ ହନୁମାନଙ୍କ ବିଷୟରେ କିଏବା ନ ଜାଣେ ସେ ଶ୍ରୀରାମଙ୍କ ବହୁତ ବଡ ଭକ୍ତ ଥିଲେ | ଶ୍ରୀରାମଙ୍କ ଭକ୍ତିରେ ସବୁବେଳେ ବୁଡିକି ରହୁଥିଲେ ଆଜି ଆମେ ଏମିତି ଚାରିଟି ରାଶି ବିଷୟରେ ଜାଣିବା ଯାହାକୁ ଭଗବାନ ହନୁମାନ ବହୁତ ପସନ୍ଦ କରିଥାନ୍ତି | ଏହି ଚାରୋଟି ରାଶିର ଲୋକ ପ୍ରଭୁ ହନୁମାନଙ୍କ ବହୁତ ନିଜର ହୋଇଥାନ୍ତି ଆସନ୍ତୁ ଜାଣିବା ସେଇ ଚାରୋଟି ରାଶି ବିଷୟରେ ଯେଉଁଥିରେ ହନୁମାମାଙ୍କ କୃପା ସବୁବେଳେ ଥାଏ |
କର୍କଟ ରାଶି
ଏହି ରାଶିର ଲୋକମାନେ ହିଁ ହନୁମାନଙ୍କ ନିକଟତର ହୋଇଥାନ୍ତି , ଯଦି ଏହି ରାଶିର କେଉଁ ଲୋକ ଯଦି ରାଜନୀତିରେ ଅଛନ୍ତି ତେବେ ସେମାନଙ୍କୁ ଉଚ୍ଚ ପଦ ପ୍ରାପ୍ତ ହୋଇପାରେ | ଆପଣଙ୍କ ମାନସିକ ଶକ୍ତି ବୃଦ୍ଧି ହେବ ଖରାପ ବିପଦରୁ ଦୁରେଇ ରହିବା ସବୁବେଳେ ଆପଣଙ୍କ ପାଇଁ ଭଲ ହେବ କ୍ରୋଧ ଉପରେ ଆପଣଙ୍କୁ ନିୟନ୍ତ୍ରଣ ରଖିବାରେ ଅଛି | ହନୁମାନଙ୍କ କୃପାରୁ ଆପଣ ସବୁବେଳେ ଟଙ୍କା ରୋଜଗାର କରୁଥିବେ |
ମକର ରାଶି
ଏହି ରାଶିର ଲୋକମାନେ ହନୁମାନଙ୍କ ପ୍ରିୟ ହୋଇଥାନ୍ତି ଯଦି ଆପଣ ବେପାର କରୁଛନ୍ତି ତେବେ ଆପଣଙ୍କୁ ହନୁମାନଙ୍କ କୃପାରୁ ବେପାରରୁ ଲାଭ ମିଳିବ | ଆପଣ ଠିକ ନିର୍ଣ୍ଣୟ ନେବାରେ ସଫଳ ରହିବେ ତଥା ଆପଣଙ୍କ ନୂଆ ନୂଆ କାମ ଆରମ୍ଭ କରି ଲାଭ ପ୍ରାପ୍ତ କରିପାରିବେ ହନୁମାନଙ୍କ କୃପାରୁ ଆପଣ ନିଜର କ୍ୟାରିଅରରେ ସଫଳତା ଅର୍ଜନ କରିପାରିବେ ତା ସହିତ ନିଜର ଧନ କ୍ଷେତ୍ରରେ ମଧ୍ୟ ବୃଦ୍ଧି ହେବ |
ସିଂହ ରାଶି
ଏହି ରାଶିର ଲୋକମାନେ ମଧ୍ୟ ଭଗବାନ ହନୁମାନଙ୍କ ପ୍ରିୟ ହୋଇଥାନ୍ତି ଏମାନଙ୍କ ଉପରେ ହନୁମାନଙ୍କ କୃପା ସବୁବେଳେ ଥାଏ | ଯଦି ଆପଣ ଟିକେ ପରିଶ୍ରମ କରିବେ ଆପଣଙ୍କୁ ହନୁମାନଙ୍କ କୃପାରୁ ଭଲ ଫଳ ମିଳିବ ଆପଣଙ୍କୁ ନିଜ ସନ୍ତାନ ତରଫରୁ ଭଲ ଖବର ପ୍ରାପ୍ତ ହେବ ସଫଳତା ଆପଣଙ୍କୁ ନିଶ୍ଚିତ ମିଳିବ ଆପଣ କେବଳ ହନୁମାନଙ୍କ ପୂଜା କରନ୍ତୁ |
କୁମ୍ଭ ରାଶି
ଏହି ରାଶିର ଲୋକମାନେ ଭଗବାନ ହନୁମାନଙ୍କ ଭକ୍ତ ହୋଇଥାନ୍ତି ଯାହାର କାରଣରୁ ଭଗବାନ ହନୁମାନ ଏମାନଙ୍କୁ ସବୁବେଳେ ସାହାଯ୍ୟ କରିଥାନ୍ତି | ଆପଣଙ୍କୁ ଜୀବନରେ ସଫଳତା ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ , ନିଜ ଶରୀରର ଖାସ ଧ୍ୟାନ ରଖିବାର ଅଛି ଯେକୌଣସି କାମକୁ କରିବାର ହେଲେ ଶାନ୍ତିରେ କରନ୍ତୁ | ଆର୍ଥିକ ଉନ୍ନତି ହେବ ଯଦି ପାରିବେ ହନୁମାନ ଚାଳିଶା ପାଠ କରନ୍ତୁ ଜୀବନରେ ଆହୁରି ଅଧିକ ଖୁସିରେ ରହିବେ |
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …