ଯଦି ଜଣେ ଜାଗାଟେ କିଣନ୍ତି କିମ୍ବା ଘରଟି କିଣନ୍ତି ସେହି ଜାଗାରେ ଭୁତ ପ୍ରେତ ଗୁଜବ ଶୁଣିବାକୁ ମିଳେ ତାହାଲେ ସେହି ଡରରେ ଛାଡି ଚମ୍ପଟ ମାରିବ ଆଉ ନହଲେ ଗୁଣି ଗାରିଡି ଭୁତ ଗୋଡ଼େଇବାକୁ ଚେଷ୍ଟା କରିବ କିନ୍ତୁ ଭୁତଙ୍କ ସହ ରହିବାକୁ ଯଦି କିଏ ଆପଣଙ୍କୁ ଦରମା ଦିଏ ତାହାଲେ ହଁ ଏମିତି ନିୟମ ଆମ ପଡସି ଦେଶ ଚାଇନାରେ ରହିଛି ଭୁତ ପ୍ରେତଙ୍କ ସହିତ ଡିଉଟି କଲେ କେତେ ମିଳୁଛି ଦରମା ସେହି ବିଷୟରେ ଜାଣିବା |
ଦର୍ଶକବନ୍ଧୁ ଚଳିବା ପାଇଁ ମଣିଷ ଚାକିରୀ କରେ ସତ କିନ୍ତୁ ଜୀବନକୁ ଭୁତ ହାତକୁ ଟେକି ଦେଇ କିଏବା ଚାକିରୀ କରିବ କିନ୍ତୁ ଚାଇନାରେ ଏଭଳି ଅଫର ରହୁଛି ମୁ ଜାଣିବାରେ ଚାଇନା ହିଁ ଏକ ମାତ୍ର ଦେଶ ଯେଉଁଠି ସବୁ ନୂଆ ଓ ଅଜବ ଘଟଣା ବିଷୟରେ ଜାଣିବାକୁ ମିଳେ ଓ ଶୁଣିବାକୁ ମିଳେ | ଏହି ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ଗୋଟାଏ ରାତି ସେଠାରେ ରହିବାକୁ ହେବ ଏବଂ ପ୍ରମାଣ କରିବାକୁ ପଡିଥାଏ ଯେ ସେଠାରେ ସେମିତି କିଛି ନାହିଁ ଶୁଣିକି ଅଜବ ଲାଗୁଛି |
ହଣ୍ଟେଡ ହାଉସରେ ଚାକିରୀ, ପାଇଁ ଭଲ ଦରମା ମଧ୍ୟ ଦିଅନ୍ତି ହଣ୍ଟେଡ କିମ୍ବା ଅବିଶପ୍ତ ଜାଗା ହିଁ ବିକିବାକୁ ଓ ଲୋକ ଙ୍କୁ ମନେଇବାକୁ ଏହି ଭୁତ ପ୍ରେତ ଘରେ ଶୋଇବାକୁ ଲୋକ ଖୋଜ ଯାଇଥାଏ | ଏମାନଙ୍କୁ ନିଜ ଜୀବନରେ ପକାଇ ହଣ୍ଟେଡ ହାଉସରେ ରହିବାକୁ ପଡିଥାଏ ଯାହା ବର୍ଷ ବର୍ଷ ଧରି ଖାଲି ପଡିଥାଏ ଏହି ସବୁ ଜାଗା ବିଷୟରେ ଭୁତ ପ୍ରେତ କାହାଣୀ ଶୁଣିବାକୁ ପରେ ସେମାନଙ୍କୁ ପ୍ରମାଣ କରିବାକୁ ହୁଏ ଯେ ସେଠାରେ କିଛି ନାହିଁ |
ଏହି ଚାକିରୀ ପାଇଁ ପ୍ରତି ମିନିଟିରେ ଦରମା ଦିଅ ଯାଏ ଚିନୀ ମୁଦ୍ରା ଅନୁସାରେ 1 ମିନିଟି ପାଇଁ 1 ଏୟନ ଦିଅ ଯାଏ ଅର୍ଥାତ ଘଣ୍ଟାଏ ପାଇଁ 6 ୟୁଅନ ଭାରତ ମୁଦ୍ରାରେ 700 ଟଙ୍କା ଅର୍ଥାତ ଯଦି 24 ଘଣ୍ଟା ରହେ ତାହାଲେ ତାକୁ 16744 ଟଙ୍କା ମିଳିବ ମାନେ ଏହା ଭାରତରେ ପ୍ରୟତ ସାଧାରଣ ଲୋକ ମାନଙ୍କର ମାସିକ ଦରମା କିନ୍ତୁ ସେଠି ଭୁତ ପାଇଁ ଚାକିରୀ ପାଇଁ ଗୋଟାଏ ଦିନରେ ଲୋକ ଏତିକି ଟଙ୍କା କମାନ୍ତି |