Breaking News

ହନୁମାନଙ୍କ ଏହି ମନ୍ତ୍ର ଜପ କଲେ ଜୀବନ ସାରା ଅଭାବ ରହିବ ନାହିଁ

ବିଶେଷତଃ, ଯେଉଁ ବ୍ୟକ୍ତି ନିଜ ଜୀବନରେ କିଛି ଅସୁବିଧାର ସମ୍ମୁଖୀନ୍ନ ହୋଈଥାଏ ସେ ହନୁମାନ ଙ୍କୁ ପୂଜା କରିଥାଏ । ଜୀବନରେ ଯଦି କୌଣସି ସମସ୍ଯା ହେଲେ ବ୍ୟକ୍ତି ହନୁମାନ ଭଗବାନଙ୍କ ପାଖରେ ଯାଇ ପୂଜା କରିଥାଏ ଓ ହନୁମାନ ଚାଳିଶା ପାଠ କରେ ।

ପ୍ରତିଦିନ ହନୁମାନ ଚାଳିଶା ପାଠ କରିବା ଉଚିତ ଏହା ସହ ଆଜି ଆମେ ଆପଣଙ୍କୁ ଗୋଟେ ହନୁମାନଙ୍କ ମହାନ ଶକ୍ତିଶାଳୀ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ ଯାହା ବୋଧ ହୁଏ ବହୁତ କମ ଲୋକେ ଜାଣିଥିବେ ।


ବନ୍ଧୁଗଣ, ଆପଣ ମାନେ ସମସ୍ତେ ହନୁମାନ ଭଗବାନଙ୍କ କାହାଣୀ ଜାଣିଛନ୍ତି ହନୁମାନ ଭଗବାନ ସୂର୍ଯ୍ୟ ଦେବତାଙ୍କୁ ନାଲି ଫଳ ଭାବି ତାଙ୍କୁ ଗିଳି ଦେଇଥିଲେ ଯାହା ପରେ ଇନ୍ଦ୍ର ଦେବତା ତାଙ୍କ ଉପରେ ବଜ୍ରର ପ୍ରହାର କରିଥିଲେ ଯାହାଫଳରେ ହନୁମାନ ଭଗବାନ ମୁରଛିତ ହୋଇ ପଡି ଯାଇଥିଲେ ଏହା ପରେ ବାୟୁ ଦେବତା ଯିଏ ହନୁମାନଙ୍କ ପିତା ଥିଲେ ସେ ବାୟୁ ଅଟକାଇ ଦେଇଥିଲେ ଓ ପୃଥିବୀ ଧ୍ଵଂସ ହବାକୁ ଲାଗିଥିଲା ଏହା ପରେ ଭଗବାନ ବ୍ରହ୍ମାଙ୍କ ସହ ସବୁ ଦେବୀ ଦେବତା ପୃଥିବୀକୁ ଆସିଲେ ଓ ସଂସାରକୁ ବଞ୍ଚାଇବା ପାଇଁ ବାୟୁ ଦେବଙ୍କୁ ଗୁହାର କରିଥିଲେ ।

ଏବଂ ପରେ ବାୟୁ ଦେବତା ନିଜ ସନ୍ତାନ ହନୁମାନଙ୍କୁ ଜୀବିତ କରିବା ପାଇଁ ବ୍ରହ୍ମାଙ୍କୁ କହିଥିଲେ ଏହା ପରେ ସବୁ ଭଗବାନ ମାନେ ହନୁମାନଙ୍କୁ କିଛି ନା କିଛି ବରଦାନ ଦେଇଥିଲେ ଯେମିତି କି ଇନ୍ଦ୍ର ଦେବ କହିଥିଲେ ତମକୁ ମୋଇ ବଜ୍ର ଆଉ କେବେ ଆଘାତ କରି ପାରିବ ନାହିଁ, ବ୍ରହ୍ମା କହିଥିଲେ ତମେ ଯେମିତି ଇଛା ସେମିତିକା ରୂପ ନେଇ ପାରିବେ । ବ୍ରହ୍ମା ଏହା ମଧ୍ୟ କହିଥିଲେ ଯେ ହନୁମାନଙ୍କୁ କୌଣସି ଅଭିଶାପ ଲାଗିବ ନାହିଁ, ଏହା ଛଡା ବିଭିନ୍ନ ପ୍ରକାର ର ବରଦାନ ଭଗବାନ ହନୁମାନଙ୍କୁ ମିଳିଥିଲା ।


ତେବେ ତୁଳସୀ ଦାଶ କହିଥିଲେ ହନୁମାନ ଚାଳିଶା ଠାରୁ ବଡ କୌଣସି ମନ୍ତ୍ର ନାହିଁ ଏହି ଚାଳିଶାରେ ଥିବା କେତେ ଚୋପାଇ କୌଣସି ମନ୍ତ୍ର ଠାରୁ କମ ନୁହେ ତେବେ ଯେଉଁ ବ୍ୟକ୍ତି ପ୍ରତିଦିନ ହନୁମାନ ଚାଳିଶା ମନ ଦେଇ ପାଠ କରିଥାଏ ତା ଜୀବନରେ ସମସ୍ଯା ଏତେ ଶୀଘ୍ର ଆସିନଥାଏ । ତେବେ ସବୁଦିନ ହନୁମାନ ଚାଳିଶା ପାଠ କରିବା ଆପଣଙ୍କ ପାଇଁ ଶୁଭ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – Live ଭିଡିଓରେ ଆସି ତାରା, ତାରିଣୀ ଓ ତୁଷାର (Suman, Asima, Spalin Mishra) ତାଙ୍କ ପ୍ରେମ ର ଖୁଲାସା କରିଲେ

ଦର୍ଶକ ବନ୍ଧୁ ଆଜି ଆମ ଜାଣିବା ତରଙ୍ଗ ଟିଭି ର ଅଭିନେତା ତୁଷାର ଓ ଅଭିନେତ୍ରୀ ତାରା ଓ ତାରିଣୀ …

Leave a Reply

Your email address will not be published. Required fields are marked *