Breaking News

ବଡ଼ ଖବର – ହଳ କରିବା ସମୟରେ ଦେଖାଦେଲେ ପ୍ରଭୁ ମହାଦେବ

ଦର୍ଶକବନ୍ଧୁ ହଳ କରୁ କରୁ ମିଳିଲା ହଜାର ବର୍ଷର ପୁରୁଣା ଶିବଲିଙ୍ଗ ଆଗରୁ ଏଠାରେ ଥିଲା ମନ୍ଦିର ଘଟୁଛି ଚମତ୍କାର ଘଟଣା | ଜମିରେ ହଳ କରୁ କରୁ ମିଳିଲା ମହାଦେବଙ୍କ ଶିବଲିଙ୍ଗ ଯାହାକୁ ଦେଖି ସମଗ୍ରହ ଗ୍ରାମବାସୀ ଅସୂଯ୍ୟ ହୋଇ ପଡିଛନ୍ତି ଏବେ ଏହି ଶିବଲିଙ୍ଗ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି ବାଲେଶ୍ୱରରୁ ଆସିଛି ଅଧଭୁତ ଯନକ ଘଟଣା ଯାହାକି ଗୋଟେ ଗ୍ରାମକୁ ଆଶ୍ଚର୍ଯ୍ୟକରିଦେଲା |

ତେବେ ଦର୍ଶକବନ୍ଧୁ ସମ୍ପୁର୍ଣ୍ଣ ଘଟଣାଟି ଏହା ଯେ ଏଠାକାର ଜଣେ କୃଷକ ରମକାନ୍ତ ବାରିକ ନିଜ ବଳଦ ହଳ ଧରି ବିଲକୁ ହଳ କରିବା ପାଇଁ ଯାଇଥିଲେ | ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ହଳ କରୁଥିଲେ ହଟାତ ଲଙ୍ଗଳ ବାଜିଲା ଏକ ପଥରରେ ଭାବିଲେ କୌଣସି ବଡ ପଥର ବିଲ ମଝିରେ ରହିଯାଇଛି ଏହାକୁ ଯାଏଁ ବିଲକୁ ନେଇଥିବା କୋଦାଳରେ ମାଟି ହଟେଇବାକୁ ଚେଷ୍ଟା କଲେ |

ଧୀରେ ଧୀରେ ମାଟି ହଟେଇଲାବେଳକୁ ଜଣା ପଡିଲା ପରେ ଏହା କୌଣସି ପଥର ନୁହେଁ ଏହା ହେଉଛି ଶିବଲିଙ୍ଗ ସଙ୍ଗେ ସଙ୍ଗେ ନିଜ ଘରକୁ ଓ ଗାଁ ଲୋକଙ୍କୁ ଫୋନ କରି ଡକେଇଲେ ଶିବଲିଙ୍ଗକୁ ଦେଖିବା ଲାଗି ବିଲରେ ଲୋକ ମାନଙ୍କ ଭିଡ଼ ଲାଗିଛି |

ଲୋକଙ୍କ କହିବା କଥା 1982 ମସିହା ବଡ଼ ବନ୍ୟା କାରଣରୁ ଶିବଲିଙ୍ଗ ଏଠାରେ ଆସି ଲାଗିଥାଇ ପାରେ କିମ୍ବା ଆଗରୁ ଏଠାରେ ମନ୍ଦିର ଥିଲା ଏବଂ ସମୟ କ୍ରମେ ପୋତି ହେଇଯାଇଛି ଦେଖିବାକୁ ମିଲୁଛି | ଶିବଲିଙ୍ଗରେ ଅନେକ ଛେଦନ ଚିହ୍ନ ରହିଛି ଯେପରିକି ନଷ୍ଟ କରି କିଏ ଫିଂଘି ଦେଇଛି ସେ ଯାହଉ ଜମି ମାଲିକ କହିବା ଅନୁଯାଇ ମୁଁ ଜମିକୁ ଦାନ କରିବାକୁ ପ୍ରସୂତ ଅଛି ଓ ଏହି ଜାଗାରେ ମଧ୍ୟ ମନ୍ଦିର କରିପାରିବେ |

About odisha news

Check Also

ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…

ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …

Leave a Reply

Your email address will not be published.