Breaking News

ହଲ ରେ ଫିଲ୍ମ ରାଲିଜି ନ ହେବା କାରଣରୁ, ଦେଖନ୍ତୁ ସିନେମା ହଲ ଭାଙ୍ଗିବାକୁ ବାହାରିଛନ୍ତି ବାବୁଶାନ ମହାନ୍ତି !

ହଲ ରେ ଫିଲ୍ମ ରାଲିଜି ନ ହେବା କାରଣରୁ ଏବେ ସିନେମା ହଲ ଭାଙ୍ଗିବାକୁ ବାହାରି ଛନ୍ତି ଓଲିଉଡର ଜବରଦସ୍ତ ଆକ୍ଟର ବାବୁଶାନ ମହାନ୍ତି | ଆପଣ ମାନେ ଜାଣିଥିବେ ବର୍ତମାନ ସମୟରେ ବାବୁଶାନ ଙ୍କର ଦୁଇ ଦୁଇଟି ଫିଲ୍ମ ରିଲିଜି ହୋଇଥିଲା ତାହାଲେ ଏହି ଦୁଇଟି ଫିଲ୍ମ ବ୍ରହ୍ମପୁର ର ଗୋଟେ ହଲ ରେ ଏହି ଫିଲ୍ମ ରିଲିଜି କରାଯାଇନଥିଲା | ସାରା ଓଡ଼ିଶାରେ ବାବୁଶାନ ଙ୍କ ଫିଲ୍ମ କୁ ଲୋକ ମାନେ ବହୁସାରା ଭଲ ପାଇବା ଦିଅନ୍ତି ବାବୁଶାନ ଙ୍କର ବହୁସାରା ଫ୍ୟାନ ମାନେ ରହିଛନ୍ତି ବ୍ରହ୍ମପୁର ରେ ବାବୁଶାନ ଙ୍କ ଫିଲ୍ମ ରିଲିଜି ନହେବା କାରଣରୁ ବାବୁଶାନ ଙ୍କ ଫ୍ୟାନ ମାନେ ରାଗିଯାଇଛନ୍ତି |

ବାବୁଶାନ କୁ ଫୋନ କରି ତାଙ୍କ ଫିଲ୍ମ ନରିଲିଜି ହେବ କାରଣରୁ ତାଙ୍କ ଦୁଃଖ ପ୍ରକାଶ କରିଛନ୍ତି ଆଉ ଏଥିରେ ବାବୁଶାନ ରାଗିଯାଇ ହଲ କୁ ଭାଙ୍ଗିବା କଥା କହିବାର ଏହି ଫୋନ କଲ ରେ ନଜର ଆସିଛନ୍ତି | ଓଡ଼ିଆର ଲୋକ ପ୍ରିୟ ଅଭିନେତା ବାବୁଶାନ ମହାନ୍ତି | ବାବୁଶାନ ମହାନ୍ତି ଯିଏକି ଆମ ଓଡ଼ିଶାର ଚକଲେଟ ହିରୋ ବାବୁସାନ ମହାନ୍ତି 30 ଜୁଲାଇ 1989 ରେ ଭୁବନେଶ୍ୱର ଠାରେ |

ଦର୍ଶକବନ୍ଧୁ ବାବୁଶାନ ମହାନ୍ତି ଙ୍କର ବାପ ଯିଏକି ଉତ୍ତମ ମହାନ୍ତି ଏକ ବଡ଼ ସୁପର ଷ୍ଟାର ହୋଇଥିଲେ ମଧ୍ୟ ଟିଣକୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି କୁ ଆଣିଥିଲେ ହର ପଟନାୟକ ଆଉ ସେ ଓଡ଼ିଆ ଚଳଚିତ୍ର ଜଗତରେ ପାଦ ଦେଇଥିଲେ 2009 ମସିହାରେ ବାବୁଶାନ ଙ୍କର ପ୍ରଥମ ଫିଲ୍ମ ଥିଲା ରୋମାଓ the lover ବୟ ଲୋକ ଆତ୍ମନେ ଏହି ଫିଲ୍ମଟି କୁ ବୋଉ ମାତ୍ରରେ ଭଲ ପାଇବା ଦେଇଥିଲେ | ଏହି ଫିଲ୍ଟି ସୁପର ହିଟି ହୋଇଥିଲା ଦର୍ଶକବନ୍ଧୁ ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ 37 ଟି ଫିଲ୍ମ କରି ସାରିଛନ୍ତି ଏହି 38 ନମ୍ବର ଫିଲ୍ମ ଟି ପଡ଼ିବାକୁ ଯାଉଥିବା ସମୟରେ ତାଙ୍କର ଜଣେ ଫ୍ୟାନ ଫୋନ କରି କହିଥିଲେ ତମ ଫିଲ୍ମ ହଲ ରେ ପଡୁନାହିଁ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.