Breaking News

ଦେହ ଦେଖାଇବାରେ ସବୁ ସୀମା ଟପିଗଲେ ହଟ ଲୁକ ରେ ମଲ୍ଲାଇକା ଅରୋରା . . .

ବଲିଉଡ଼ ଇଣ୍ଡଷ୍ଟ୍ରୀ ର ସବୁଠୁ ଆଗଧାଡିର ହଟ ଅଭିନେତ୍ରୀ ମଲାଇକା ଆରୋରା ପ୍ରତ୍ୟେକ ଥର ନିଜର ଚମତ୍କାର ଡ୍ରେସିଂ ସେନ୍ସ ରେ ସମସ୍ତଙ୍କୁ ଆଚମ୍ବିତ କରନ୍ତି | ଯେତେବେଳେ ବି ଅଭିନେତ୍ରୀମାନେ ଅତ୍ୟଧିକ ଷ୍ଟାଇଲିସ୍ ଅବତାରରେ ବାହାରକୁ ଆସନ୍ତି ସେତେବେଳେ ସମସ୍ତଙ୍କ ଆଖି ମଲାଇକାଙ୍କୁ ହିଁ ଦେଖି ରହିଯାଏ | ୪୬ ବର୍ଷ ବୟସରେ ପାଦ ଦେଇ ମଧ୍ୟ ସେ ନିଜର ଶରୀରକୁ ଏପରି ଭାବେ ଫିଟ ଏବଂ ମେଣ୍ଟେନ କରି ରଖିଛନ୍ତି ଯେ, ସେ ସମସ୍ତ ଯୁବ ଅଭିନେତ୍ରୀ ମାନଙ୍କୁ ପଛରେ ପକେଇ ଦିଅନ୍ତି | ଆଜି ଆମେ ଆହୁରି କିଛି ଜିନିଷ ତାଙ୍କରି ବିଷୟରେ କହିବାକୁ ଯାଉଛୁ ଜାଣିବା ପାଇଁ ଆମର ଏହି ପୋଷ୍ଟ ଟିକୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ |


ଏହି ନିକଟରେ ସେ ଏକ ହାଲୁକା ସବୁଜ ରଙ୍ଗର ଟୋପ ପିନ୍ଧି ଜିମ ବାହାରେ ନଜର ଆସିଥିଲେ | ସେ ଏହି ଟପ ସହିତ ଏକ କଳାରଙ୍ଗର ପ୍ୟାଣ୍ଟ ପିନ୍ଧିଥିଲେ | ଯେଉଁଥିରେ ସେ ଖୁବ ହଟ ଏବଂ ସେକ୍ସି ଦେଖାଯାଉଛନ୍ତି | ସେ ନିଜର ବ୍ୟସ୍ତ ବହୁଳ ଜୀବନରେ ନିଜର ପୋଷାକ ଏବଂ ଶରୀର କୁ ମେଣ୍ଟେନ ରଖିବାରେ ସଫଳ ହୋଇଛନ୍ତି | ଯେଉଁଥିପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି |


ତେବେ ସେ ଘରେ ରହିବା ଠାରୁ ଆରମ୍ଭ କରି ଜିମ ଯିବା ପର୍ଯ୍ୟନ୍ତ ନିଜକୁ ଖୁବ ଷ୍ଟାଇଲିଷ୍ଟ ଭାବେ ମେଣ୍ଟେନ କରିଥାନ୍ତି | ନିକଟରେ ସେ ଜିମ ଡ୍ରେସ ସହିତ ସ୍କୁଲ ଜମ୍ପ ଡ୍ରେସରେ ମଧ୍ୟ ନଜର ଆସିଥିଲେ | ଯେଉଁଥିରେ ସେ ଖୁବ ହଟ ଦେଖାଯାଉଥିଲେ | ତାଙ୍କୁ ଏହି ପୋଷାକରେ ଜିମରୁ ବାହାରୁଥିବା ସମୟରେ ଦେଖାଯାଇଥିଲା |


ଆହୁରି ମଧ୍ୟ କିଛିଦିନ ପୂର୍ବରୁ ସୋସିଆଲ ମିଡିଆରେ ମଲାଇକା ଆରୋରାଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଥିଲା, ଯେଉଁଥିରେ ତାଙ୍କ ଜିମ୍ ଲୁକ୍ ଦେଖିବାକୁ ଯୋଗ୍ୟ | ଏହି ଫଟୋ ଏବଂ ଭିଡିଓଗୁଡିକରେ, ମଲାଇକା ଆରୋରା ଏକ ନଗ୍ନ ଦେହ ରଙ୍ଗର ଏକ ଜିମ ପୋଷାକରେ ନଜର ଆସିଛନ୍ତି | ମଲାଇକା ଆରୋରାଙ୍କ ଏହି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଅନେକ ହଇଚଇ ସୃଷ୍ଟି କରିବା ସହିତ ଲୋକମାନେ ଏହା ଉପରେ କଡ଼ା ମନ୍ତବ୍ୟ ଦେଉଛନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *