Breaking News

(ଗ୍ୟାସ,ଏସିଡିଟି,କବଜ) ସମସ୍ତ ପ୍ରକାର ପେଟରୋଗ ଦୂର କରିବାର ଘରୋଇ (Natural) ଉପାୟ, ୧୦ଦିନରେ ମୂଳରୁ ହେଇଯିବ ଭଲ…

ଶୋଇବାପୁର୍ବରୁ ଆପଣ ଏହା କୁ ପିଅନ୍ତୁ ସକାଳୁ ଆପଣଙ୍କ ର ପେଟ ସଫା ହୋଇଯିବ କବଚ ଭଳି ସମସ୍ୟା ଦୂର ହେବ ଯଦି ପେଟର ଗ୍ୟାସ ମୁଣ୍ଡ ପଯ୍ୟନ୍ତ ପହଞ୍ଚି ଯାଉଛି ତେବେ ଆଜିର ଉପାୟ ଆପଣଙ୍କ ପାଇଁ ଲାଭ ଦାୟକ ହେବ ଏହା ଦ୍ଵାରା ପେଟ ସଫା ହେବ ପେଟ ରେ ଜମି ରହିଥିବା ମଳ ସଫା ହେବ ଏହା କୁ ଥରେ ସେବନ କରି ଦେଖନ୍ତୁ ଭଲ ଲାଭ ମିଳିବ ଏହି ଉପାୟ ବହୁତ୍ ପୁରାତନ ର ଆମ ପୂର୍ବ ପୁରୁଷ ବ୍ୟବହାର କରିଛନ୍ତି ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ ।

ସର୍ବ ପ୍ରଥମେ ହଇଡ଼ା ନେବେ ଏହ ଆପଣଙ୍କୁ ପୁଟୁଳି ବଣିଆ ପାଖରେ ମିଳି ଯିବ ୨୦ଟଙ୍କା ର ହରିଡା କିଣିଲେ ଏହା ବର୍ସକ ଭରି ଚଳି ଯିବ ଏହା ପେଟ ଗ୍ୟାସ ଦୂର ହେବ ଅପାଙ୍କୁ ହରିଡା ୪ ରୋଟି ନିଅନ୍ତୁ ତାକୁ ଛେଚି ଛୋଟ ଛୋଟ କରି ନିଅନ୍ତୁ ।

୨ୟ ରେ ଆମକୁ ଜୁଆଣି ଦରକାର୍ ତାହା ଆମକୁ ତେଜରାତି ଦୋକାନ ରେ ମିଳି ଯିବ ଏହା ପେଟ ଫୁଲି କମେଇଥାଏ ତାପରେ ଆମକୁ ପାନମଧୁରୀ ଦରକାର ଯଦି ଆପଣ ଖାଇବା ପଅ ରେ ଗୋଟେ ଚାମଚ ପାନମଧୁରୀ ଖାଇଲେ ଯାଇଯେଶନ ହୋଇ ଥାଏ ତାପରେ ନିଅନ୍ତୁ କଳା ଲୁଣ ନିଅନ୍ତୁ ନ ହେଲେ ସୈଧବ ଲବଣ ଆପଣଙ୍କ ଘରେ ଜିରା ମଧ୍ୟ ଥିବ ଆପଣ ଜାଣିଥିବେ ଜିରା ଗ୍ୟାସ ଏସିଡୀତି କମ୍ କରିବାରେ ବହୁତ୍ କାମରେ ଆସେ ଆସନ୍ତୁ ଜାଣିବା ଏହା କୁ କିପରି ପ୍ରସ୍ତୁତ ହୋଇଥାଏ

ପ୍ରଥମେ ଏକ ପ୍ୟାନ ବସାନ୍ତୁ ଏଥିରେ ଛେଚି ରଖିଥିବା ହରିଡା ଓ ୧ଚାମଚ୍ ଜିରା କୁ ଭାଜନ୍ତୁ ଏହା ୭ ଦିନ ପାଇଁ ଆପଣ ଯଦି ଚାହିଁବେ ଏହାର ପରିମାଣ ବଢେଇ ପାରିବେ । ଏହାକୁ ଷ୍ଟୋର କରି ମଧ୍ୟ ରଖି ପାରିବେ ଭାଜି ଜୁଆଣି ପକେଇ କି ହାଲ୍ କ କରି ଭାଜି ନିଅନ୍ତୁ

ତାପରେ ଏକ ପେଶା ରେ ୧ ଚାମଚ୍ ପାନମଧୁରୀ ଓ ସ୍ବାଦ ଅନୁସାରେ ଲୁଣ ଓ ଭାଜି ରଖିଥିବା ମିଶ୍ରଣ କୁ ଭଲସେ ପେଶି ଦିଅନ୍ତୁ ତାପରେ ଏହି ଗୁଣ୍ଡ କୁ ଖାଆନ୍ତୁ ଆପଣଙ୍କର ପେଟ ସମ୍ପୂର୍ଣ ଭଲ ହୋଇ ଯିବ କବଚ ଭଳି ରୋଗ ମଧ୍ୟ ଭଲ ହେବ ଏହା କୁ ଉଷୁମ ପାଣି ରେ ଫେଣ୍ଟି ରାତି ରେ ପିଅନ୍ତୁ

About odisha news

Check Also

ଘରେ କରନ୍ତୁ ଏହି ସହଜ ଓ ସରଳ ଉପାୟ ମୋତି ପରି ଚମକିବ ଆପଣଙ୍କ ଦାନ୍ତ (Teeth) ଥରକରେ ହୋଇଯିବ ଧଳା…

ନମସ୍କାର ବନ୍ଧୁଗଣ ଅନେକ କାରଣ ଯୋଗୁଁ ଆମ ଦାନ୍ତ ହଳଦିଆ ପଡ଼ିଯାଏ ଏବଂ କଳା ପଡ଼ିବାରେ ଲାଗେ ଯାହା ଫଳରେ …

Leave a Reply

Your email address will not be published.