Breaking News

ଗୁରୁତର ଅବସ୍ଥାରେ ହସ୍ପିଟାଲ ରେ ଭର୍ତ୍ତି ହେଲେ ଅଭିପ୍ସା ପଣ୍ଡା ଦେଖନ୍ତୁ କଣ ହୋଇଛି ତାଙ୍କର ….

ନମସ୍କାର ବନ୍ଧୁଗଣ ଆସିଯାଇଛି ଏକ ବୋହୁତ ବଡ ଦୁଃଖ ର ଖବର | ତେବେ ହସ୍ପିଟାଲ ରେ ଆଡମିଟ ହୋଇଛନ୍ତି ଅଭିପ୍ସା ତ ଫ୍ରେଣ୍ଡସ ଆପଣ ମାନେ ଅଭିପ୍ସା ଙ୍କୁ ମୋ ଦେହେ ବୋଳିଦେ ତୋ ଦେହ କଳା ସିରିଏଲ ରେ ନେଗେଟିଭ କ୍ୟାରେକ୍ଟର ରେ ଅଭିନୟ କରୁଥିବା ର ଦେଖିଥିବେ | ତେବେ ତାଙ୍କ ଶ୍ୱସ୍ତ ଅବସ୍ଥା ବୋହୁତ ଖରାପ ଅଛି ଓ ତାଙ୍କୁ ICU ରେ ଆଡମିଟ୍ କରାଯାଇଛି | ଭଳି କିଛି ଖବର ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେବାର ଲାଗିଛି | ତ ଆପଣ ମାନେ ଅଭିପ୍ସା ଙ୍କୁ ବୋହୁତ ସିରିଏଲ ରେ ଅଭିନୟ କରୁଥିବା ଦେଖିଥିବେ |

ତାହେଲେ ମୋ ଦେହେ ବୋଳିଦେ ତୋ ଦେହ କଳା ସିରିଏଲ ରେ ଅଭିନୟ କରିବା ପୂର୍ବରୁ ତୁ ମୋ ଜୀବନ ସାଥୀ ସିରିଏଲ ରେ ଅଭିନୟ କରୁଥିଲେ | ଏବଂ ଏହି ସିରିଏଲ ରେ ତାଙ୍କର ଖୁବ୍ ସୁନ୍ଦର ଅଭିନୟ ଦେଖିବାକୁ ମିଳିଥିଲା | ଯାହାକି ଲୋକ ମାନେ ବୋହୁତ ପସନ୍ଦ କରୁଥିଲେ କିନ୍ତୁ ଏହି ସିରିଏଲ କୁ ଅଧାରୁ ଛାଡି ଚାଲିଯାଇଥିଲେ | ପରବର୍ତ୍ତୀ ସିରିଏଲ ରେ ଅଭିନୟ କରିଥିଲେ ତାହା ର ନାମ ହଉଛି ମୋ ଦେହେ ବୋଳିଦେ ଟି ଦେହ କଳା | ଅଭିପ୍ସା ସିରିଏଲ ରେ ଅଭିନୟ କରିବା ସହ ଫିଲ୍ମ ରେ ବି ଅଭିନୟ କରିଛନ୍ତି ବର୍ତ୍ତମାନ ସମୟ ରେ icu ରେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ଆଡ଼ମିଶନ କରାଯାଇଛି |

ଗତ କିଛି ଦିନ ହେଲା ସେ ତାଙ୍କ ଫ୍ୟାନ ମାନଙ୍କୁ ଏହା ବିଷୟ ରେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ କହିଛନ୍ତି | ଏହାପରେ ତାଙ୍କୁ ବୋହୂ ଶୁଭେଚ୍ଛା ର ସୁଅ ଛୁଟିଛି ତେବେ ଏବେ ICU ରେ ଜୀବନ ସହ ଲଢ଼ୁଛନ୍ତି ବଲିଉଡ୍ ର ଅଭିପ୍ସା | ତ ଫ୍ରେଣ୍ଡସ ଆମେ ଭାଗବାନ ଙ୍କ ଆଗରେ ପ୍ରାର୍ଥନା କରୁଛୁ କି ତାଙ୍କୁ ଭଗବାନ ଖୁବ୍ ଶୀଘ୍ର ଠିକ କରିଦିଅନ୍ତୁ ଓ ସିଏ ପୁଣୀ ଥରେ ସିନେମା ଜଗତ କୁ ଫେରିଆସାନ୍ତୁ ଓ ତାଙ୍କର ଅଭିନୟ ଦ୍ଵାରା ଆମକୁ ମନୋରଞ୍ଜନ କରନ୍ତୁ |

About odisha news

Check Also

ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …

Leave a Reply

Your email address will not be published.