Breaking News

ଗୁରୁବାର ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି 5 ଟି ଭୁଲ ନହେଲେ

ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ଗୁରୁବାର ଦିନ କେଉଁ କାମ କରିବା ଉଚିତ୍ ନୁହେଁ। ଦର୍ଶକବନ୍ଧୁ ଗୁରୁବାର ଦିନ ଘର ଲିପାପୋଛା କରିବାକୁ ଶାସ୍ତ୍ରରେ ମନା କରାଯାଇଛି। ମନାଯାଇଥାଏ କି ଗୁରୁବାର ଦିନ ଘର ଲିପାପୋଛା କରିବା ଦ୍ୱାରା ଘରକୁ ଏହା ନକାରାତ୍ମକ ଦୁର୍ଘଟଣାକୁ ଆମନ୍ତ୍ରିତ କରିଥାଏ। ଯଦି ଏହାପରେ ବି ଆପଣ ଗୁରୁବାର ଦିନ ଘର ଲିପାପୋଛା କରିବାକୁ ଚାହୁଁଛନ୍ତି ତେବେ ସେହି ପାଣିରେ ସମୁଦ୍ରିଲୁଣ କିମ୍ୱା ନିଜ ଘରେ ବ୍ୟବହାର କରୁଥିବା ଲୁଣକୁ ପାଣିରେ ପକାଇ ଲିପାପୋଛା କରନ୍ତୁ।

ଦର୍ଶକବନ୍ଧୁ ଗୁରୁଗ୍ରହ ଆମ ଜୀବନରେ ବୈବାହିକ ଓ ଜବନରେ ସମୃଦ୍ଧିର ଗ୍ରହ ବୋଲି କୁହାଯାଏ। ସେଥିପାଇଁ ଗୁରୁବାର ଦିନ ଏହି କଥାକୁ ଧ୍ୟାନଦିଅନ୍ତୁ କି କେବେବି ଆପଣଙ୍କ ସ୍ତ୍ରୀ ସହ ଆପଣଙ୍କ ମାତାପିତାଙ୍କ ସହ କିମ୍ବା ଘରର କୌଣସି ବି ମହିଳାଙ୍କ ସହ ଝଗଡ଼ା କରିବା ସ୍ଵୟଂ ଗୁରୁଗ୍ରହକୁ ନଷ୍ଟ କରିବା ସହ ସମାନ ହୋଇଥାଏ।

ବନ୍ଧୁଗଣ ଯଦି ଆପଣମାନେ ଗୁରୁବାର ଦିନ ଘରର ମହିଳା ମୁଣ୍ଡ ସଫା କରେ କିମ୍ବା ଆପଣ ନଖ, ଦାଢି, ଚୁଟି କାଟି ଥାଆନ୍ତି ଏହାଦ୍ବାରା ଗୁରୁଗ୍ରହ ବୋହୁତ ରୁଷ୍ଠ ହୋଇଥାନ୍ତି ଏବଂ ଏହା କରିବା ଦ୍ୱାରା ରାହୁଗ୍ରହର ପ୍ରସନ୍ନତା ଦେଖିବାକୁ ମିଳିଥାଏ। ରାହୁଗ୍ରହ ଗୁରୁଗ୍ରହ ଉପରେ ଭାରି ହୋଇପଡ଼ାନ୍ତି। ସେଥିପାଇଁ ଗୁରୁବାର ଦିନ ଘରର ମହିଳାମାନେ ଭୁଲ୍ ରେ ବି ମୁଣ୍ଡ ସଫା କରନ୍ତୁ ନାହିଁ। ଏହା ସହ ପୁରୁଷମାନେ ମଧ୍ୟ ନଖ ଦାଢି ଚୁଟି କାଟନ୍ତୁ ନାହିଁ।

ଦର୍ଶକବନ୍ଧୁ ଯଦି ସବୁବେଳେ ଆପଣଙ୍କ ଧନ ସମ୍ପତ୍ତିର ନଷ୍ଟ ହେଉଥାଏ , ଯେଉଁ କାମ ବି ଆପଣ କରୁଛନ୍ତି ସେଥିରେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି, ଯଦି ଆପଣ ଚାହୁଁଛନ୍ତି ସେହିସବୁ ଅସୁବିଧା ଆପଣଙ୍କଠୁ ଦୂରେଇଯାଉ ତେବେ ଆପଣଙ୍କୁ ପାଞ୍ଚଟି ଗୁରୁବାର ଦିନ ଆପଣ ବିନା କୌଣସି ଧାରୁଆ ଅସ୍ତ୍ରରେ କଟା ଯାଇଥିବା ପନିପରିବା ଏବଂ ଫଳମୂଳ ଆପଣଙ୍କୁ ଖାଇବା ଉଚିତ୍।

ବନ୍ଧୁଗଣ ଗୁରୁବାର ଦିନ କୌଣସି ବ୍ୟକ୍ତି ଆପଣଙ୍କଠାରୁ ଉଦ୍ଧାର ନେବାକୁ ଚାହିଁଥାଏ ତେବେ ଆପଣ ଉଦ୍ଧାର ଦିଅନ୍ତୁ ନାହିଁ। ଗୁରୁବାର ଦିନ ଉଦ୍ଧାର ଆଣିବା କି ଉଦ୍ଧାର ଦେବା ଆପଣଙ୍କ ଉପରେ ଏହାର ବୋହୁତ ଅଶୁଭ ପ୍ରଭାବ ପକାଇଥାଏ। ଯଦି ଆପଣ ଗୁରୁବାର ଦିନ କୌଣସି ବ୍ୟକ୍ତିଙ୍କୁ ଉଦ୍ଧାର ଦେଉଛନ୍ତି ତେବେ ଏହାଦ୍ଵାରା ଉଦ୍ଧାର ନେଉଥିବା ଲୋକ ଓ ଉଦ୍ଧାର ଦେଉଥିବା ଲୋକ କାଙ୍ଗାଳ ପରିସ୍ଥିତିରେ ପହଞ୍ଚିଥାଆନ୍ତି।

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.