Breaking News

ଗୁରୁବାର ଦିନ କରନ୍ତୁ ଏହି ୫ଟି କାମ, ପ୍ରସନ୍ନ ହେବେ ମା ଲକ୍ଷ୍ମୀ ଏବଂ ଘରେ ହେବ ଧନବର୍ଷା …

ଦର୍ଶକବନ୍ଧୁ ଗୁରୁବାର ଦିନ କରନ୍ତୁ ଏହି କିଛି କାମ ଘରକୁ ଆସିବେ ନିଜେ ମାତା ଲକ୍ଷ୍ମୀ ଦର୍ଶକ ବନ୍ଧୁ ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ପ୍ରତ୍ୟେକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଧନର ଆବଶ୍ୟକତା ଅନୁଭବ କରିଥାନ୍ତି ଏହି ସମୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ବୋହୁତ ଟଙ୍କା ପଇସା ରୋଜଗାର କରିଥାନ୍ତି କିନ୍ତୁ ଶେଷରେ ସେମାନଙ୍କ ପାଖରେ ଟଙ୍କାଟିଏ ବି ରହି ନଥାଏ |

ଯାହା ଫଳରେ ସେମାନଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେବେ ଦର୍ଶକ ବନ୍ଧୁ ଆଜି ଆସନ୍ତୁ ଜାଣିବା ଯେ ପ୍ରତ୍ୟେକ ଗୁରୁବାର ଦିନ କେଉଁ ୫ଟି କାମ କରିବା ଦ୍ୱାରା ସମସ୍ତ ଆର୍ଥିକ ସମସ୍ୟା ସମସ୍ତ ଦୁଃଖର ସମସ୍ୟା ସମସ୍ୟା କଷ୍ଟର ନିବାରଣ ଗୁଡିକର ଅନ୍ତ ହେବା ସହିତ ଘରେ ଧନର ବର୍ଷା ହୋଇଥାଏ।

ପ୍ରଥମ କାମ
ଦର୍ଶକବନ୍ଧୁ ଧନର ଅଭାବକୁ ଦୂର କରିବା ପାଇଁ ଗୁରୁବାର ଦିନ ଉପବାସ ପାଳନ କରନ୍ତୁ ଉପବାସ କରିବା ସମୟରେ ହଳଦିଆ ଜିନିଷ ଦାନ କରନ୍ତୁ ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଗୃହରେ ସଦାସର୍ବଦା ବାସ କରିଥାନ୍ତି।

ଦ୍ଵିତୀୟ କାମ
ଦର୍ଶକବନ୍ଧୁ ଗୁରୁବାର ଦିନ ହଳଦୀ ପୋଷାକ ପିନ୍ଧନ୍ତୁ ଏହା ସହିତ ମାତା ଲକ୍ଷ୍ମୀଙ୍କୁ ହଳଦୀ ରଙ୍ଗର ଫୁଲ ଚନ୍ଦନ ଏବଂ ହଳଦିଆ ପ୍ରସାଦ ଅର୍ପଣ କରନ୍ତୁ।

ତୃତୀୟ କାମ
ଦର୍ଶକବନ୍ଧୁ ଗୁରୁବାର ଦିନ ଆପଣ ତୁଳସୀ ଚଉଁରା ପୂଜା କରିବା ସମୟରେ ତୁଳସୀ ଗଛ ମୂଳରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ ଏବଂ ଗୁରୁବାର ଦିନ ଆପଣଙ୍କ ବୃହସ୍ପତି ଗ୍ରହକୁ ଶକ୍ତିଶାଳୀ କରିବା ପାଇଁ ଭଗଵାନ ଶିବଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ ଏହା କରିବା ଦ୍ଵାରା ଆପଣଙ୍କ ବୃହସ୍ପତି ଗ୍ରହ ପ୍ରସନ୍ନ ହୋଇଥାଏ ଏବଂ ସବୁ ଗ୍ରହ ଦୋଷ ମଧ୍ୟ କଟିଥାଏ।

ଚତୁର୍ଥ କାମ
ଦର୍ଶକବନ୍ଧୁ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ପ୍ରତ୍ୟେକ ଗୁରୁବାର ଦିନ ଭଗଵାନ ବିଷ୍ଣୁଙ୍କୁ ପୂଜା କରିବା ଉଚିତ୍ ଅଟେ ଏହା କରିବା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ଗୁଡ଼ିକର ଅନ୍ତ ଘଟିଥାଏ।

ପଞ୍ଚମ କାମ
ଦର୍ଶକବନ୍ଧୁ ଗୁରୁବାର ଦିନ ଆପଣ ହଳଦୀ ପାଣିରେ ସ୍ନାନ କରନ୍ତୁ ଏବଂ ଗୋଟିଏ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ ଏହା କରିବା ଦ୍ବାରା ଆପଣଙ୍କ ଘରେ କେବଳ ଧନର ବର୍ଷା ହୋଇଥାଏ।

About odisha news

Check Also

ଆଉ ରହିଲା ମାତ୍ର କିଛି ସମୟ ତାପରେ ବଦଳିବ 5ଟି ରାଶିର ଭାଗ୍ୟ, ସ୍ୱୟଂ ମା ଲକ୍ଷ୍ମୀ ଆସିବେ ଆପଣଙ୍କ ଦୁଆର ମୁହଁକୁ ଦେଖିବେ…

ଦର୍ଶକବନ୍ଧୁ ଗ୍ରହ ମାନଙ୍କର ହେବାକୁ ଯାଉଛି ଏକ ବଡ଼ ଧରଣର ପରିବର୍ତ୍ତନ ଯାହା ଦ୍ଵାରା ରାଶି ଚକ୍ର ରେ ଥିବା …

Leave a Reply

Your email address will not be published.