Breaking News

ଗୁରୁବାର ଦିନ କରନ୍ତୁ ଏହି ୫ କାମ, ଘରେ ହେବ ଧନବର୍ଷା, ଓ ଆପଣ ହୋଇଯିବେ ଧନଵାନ !

ଦର୍ଶକବନ୍ଧୁ ଗୁରୁବାର ଦିନ କରନ୍ତୁ ଏହି 5ଟି କାମ ଘରକୁ ଆସିବେ ନିଜେ ମାତା ଲକ୍ଷ୍ମୀ ହଁ ଦର୍ଶକବନ୍ଧୁ ଏବେ ସମସ୍ତ ସମସ୍ୟାର ହେବ ଅନ୍ତ | ଦର୍ଶକବନ୍ଧୁ ଆଜିର ସମୟରେ ପ୍ରତେକ ବ୍ୟକ୍ତି ସେମାନଙ୍କର ପ୍ରତେକ ଆଵଶ୍ୟକତା କୁ ପୁରଣ କରିବା ପାଇଁ ଅର୍ଥର ଅବଶକ୍ୟତା ପଡିଥାଏ ଏହି ସମୟରେ ଅନେକ ଲୋକ ଏପରିବି ରହିଛନ୍ତି ଯେଉଁ ମାନେ ବହୁତ ଟଙ୍କା ରୋଜଗାର କରନ୍ତି କିନ୍ତୁ ଶେଷରେ ସେମାନଙ୍କ ପାଖରେ ଟଙ୍କାଟିଏ ବି ରହିନଥାଏ କେଉଁ ଠିନା କେଉଁଠି ଖର୍ଚ୍ଚ ହୋଇଥାଏ ଯେଉଁଥି ପାଇଁ ସେମାନଙ୍କୁ ଆର୍ଥିକ ସମସ୍ୟା ର ସମୁଖୀନ ହେବାକୁ ପଡିଥାଏ ଧନ ସେହି ମାନଙ୍କ ପାଖରେ ରହିଥାଏ ଯେଉଁ ମାନଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି |

ପ୍ରଥମ କଥାଟି ହେଉଛି ଆର୍ଥିକ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ପ୍ରତି ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଉଚିତି ଅଟେ ଏହା କରିବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଗୁଡିକର ଅନ୍ତ ଘଟି ଥାଏ | ଦ୍ୱିତୀୟ କଥାଟି ହେଉଛି ଗୁରୁବାର ଦିନ ହଳଦିଆ ପୋଷାକ ପିନ୍ଧନ୍ତୁ ଏହା ସହିତ ମାତା ଲକ୍ଷ୍ମୀଙ୍କୁ ହଳଦିଆ ରଙ୍ଗର ଫୁଲ ଏବଂ ଚନ୍ଦନ ଓ ହଳଦିଆ ପ୍ରସାଦ ଅର୍ପଣ କରନ୍ତୁ |

ଦର୍ଶକବନ୍ଧୁ ତୃତୀୟ କଥାଟି ହେଉଛି ଗୁରୁବାର ଦିନ ଆପଣ ହଳଦୀ ପାଣିରେ ସ୍ଥାନ କରନ୍ତୁ ଏବଂ ଗୋଟିଏ କଦଳୀ ଗଛର ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ ଏହା କରିବା ଦ୍ୱାରା ଆପଣ ଘରେ ଧନ ହିଁ ଧନ ଆସିଥାଏ | ଦର୍ଶକବନ୍ଧୁ ଚର୍ତୁଥ କଥାଟି ହେଉଛି ଧନର ଅଭାବକୁ ଦୂର କରିବା ପାଇଁ ଗୁରୁବାର ଦିନ ଉପବାସ ପାଳନ କରନ୍ତୁ ଉପବାସ ସମୟରେ ହଳଦିଆ ଦିନିଷ ଦାନ କରନ୍ତୁ ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଗୃହରେ ସାଧା ସର୍ବଦା ବାସ କରିଥାନ୍ତି ଏବଂ ଆପଣଙ୍କ ଘରେ ସର୍ବଦା ଖୁସିର ଲହରୀ ଲାଗିରହିଥାଏ |

ଦର୍ଶକବନ୍ଧୁ ପଞ୍ଚମ କଥାଟି ବା ଶେଷ କଥାଟି ହେଉଛି ଗୁରୁବାର ଦିନ ଆପଣ ତୁଳସୀ ଚଉଁରା ପୂଜା କରିବା ସମୟରେ ତୁଳସୀ ଗଛ ମୂଳରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ ଏବଂ ଗୁରୁବାର ଦିନ ଆପଣ ବୃହସ୍ପତି ଗ୍ରହକୁ ଶକ୍ତି ଶାଳୀ କରିବାପାଇଁ ଭଗବାନ ଶିବଙ୍କୁ ହଳଦିଆ ରଙ୍ଗର ପୁଷ୍ପ ଅର୍ପଣ କରନ୍ତୁ ଏହା କରିବା ଦ୍ୱାରା ଆପଣଙ୍କର ବୃହସ୍ପତି ଗ୍ରହ ପ୍ରସନ୍ନ ହୋଇଥାଏ ଏବଂ ସବୁ ଗ୍ରହ ଦୋଷ ମଧ୍ୟ କଟିଥାଏ |

ଦର୍ଶକବନ୍ଧୁ ଆପଣ ଜାଣିଲେ ଯେ ଏହି 5ଟି କାମକୁ ଗୁରୁବାରରେ କରିବା ଦ୍ୱାରା ଆପଣଙ୍କର ପ୍ରତେକ ଦିନ ଖୁସି ମୟ ହୋଇଥାଏ ଏବଂ ଏହି ସବୁ ନିୟମ ପାଳନ କରିବା ଦ୍ୱାରା ଆର୍ଥିକ ସମସ୍ୟା ଗୁଡିକ ମଧ୍ୟ ଘରେ ରହିନଥାଏ ଏବଂ ଯଦି ଆପଣଙ୍କ ଘରେ କେହି ବେରୋଜଗାର ରହିଛନ୍ତି ସେମାନଙ୍କୁ ମଧ୍ୟ ଚାକିରୀ କିମ୍ବା ଵେବସାୟର ବାଟ ଖୋଲି ଯାଇଥାଏ ଦର୍ଶକବନ୍ଧୁ ଏହି 5ଟି ଉପାୟ ଗୁରୁବାରରେ ପାଳନ କରିବାରୁ ଚେଷ୍ଟା କରନ୍ତୁ ଯାହା ଫଳରେ ଆପଣଙ୍କର ଦିନଟି ମଙ୍ଗଳ ମୟ ହେବା ସହିତ ପ୍ରତେକ ଦିନ ନୂଆ ନୂଆ ଖୁସି ଆପଣଙ୍କ ଜୀବନରେ ଆସିଥାଏ ଧନ ଅଭାବ ଘରେ କେବେବି ଦେଖା ଦେଇନଥାଏ ଏବଂ ଏହା ସହିତ ଘରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.