Breaking News

ଗୁରୁବାର ଦିନ କରନ୍ତୁ ଏହି ( ୫ଟି କାମ ) ଘରକୁ ଧନର ଆଗମନ ହେବ |

ଦର୍ଶକବନ୍ଧୁ ଗୁରୁବାର ଅତ୍ୟନ୍ତ ଶୁଭ ବାର ଏହି ବାରଟି ଲକ୍ଷ୍ମୀ ନାରୟଣ ଙ୍କ ସହିତ ଜଡିତ ଅଟେ ଏବଂ ଏହି ଲକ୍ଷ୍ମୀ ନାରାୟଣ ଙ୍କ ପୂଜା କରିବା ଦ୍ୱାରା ସମସ୍ତ ମନସ୍କାମନା ପୁରଣ ହୋଇଥାଏ ହିନ୍ଦୁ ଧର୍ମରେ ସବୁ ବାରର ସହିତ କିଛିନା କିଛି ମହତ୍ୱ ଯୋଡି ରହିଛି ଏବଂ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ଭଗବାନ ବିଷ୍ଣୁ ଙ୍କର ପୂଜା ଆରାଧନା କରିବା ଦ୍ୱାରା ଘରକୁ ଅନେକ ଖୁସି ଆସିଥାଏ ଏବଂ ଧନ ସମ୍ପତି ବୃଦ୍ଧି ହୋଇଥାଏ ଏଠି ପାଇଁ ଗୁରୁବାର ଦିନ ଲକ୍ଷ୍ମୀ ନାରାୟଙ୍କ ପୂଜା କରିବା ନିହାତି ଅବଶକ୍ୟ ଅଟେ ଏହା ସହିତ ଗୁରୁବାର ଦିନ ଏପରି କିଛି କାମ କରିବା ଦ୍ୱାରା ଆପଣଙ୍କର ଅଟକି ରହିଥିବା ସବୁ କାମ ଫୁଣି ଥରେ ଆରମ୍ଭ ହେବାକୁ ଲାଗିଥାଏ |

ବନ୍ଧୁଗଣ ଆଜିର ସମୟରେ ପ୍ରତେକ ବ୍ୟକ୍ତି ସେମାନଙ୍କର ସମସ୍ତ ଅବଶକ୍ୟତା କୁ ପୁରଣ କରିବା ପାଇଁ ଅର୍ଥ କିମ୍ବା ଧନର ଇଚ୍ଛା ରଖିଥାନ୍ତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ଅନେକ ଟଙ୍କା ପଇସାରୁ ରୋଜଗାର କରିଥାନ୍ତି କଇନ୍ତି ଶେଷରେ ଟଙ୍କାଟିଏ ମଧ୍ୟ ସଞ୍ଚୟ ହୋଇ ପାରିନଥାଏ କିପରି ନ କିପରି ଭାବରେ ଖର୍ଚ୍ଚ ହୋଇଯାଇଥାଏ ଯେଉଁଥି ପାଇଁ ସେମାନଙ୍କୁ ଆର୍ଥିକ ସମସ୍ୟାର ଶାମୁଖୀନ ହେବାକୁ ପଡିଥାଏ ଧନ କେବଳ ସେହି ଲୋକଙ୍କ ପାଖରେ ରହିଥାଏ ଯେଉଁ ମାନଙ୍କ ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ତେବି=ନୁ ମା ଲକ୍ଷ୍ମୀ ପ୍ରସନ୍ନ କରିବା ପାଇଁ ମା ଲକ୍ଷ୍ମୀଙ୍କର ପୂଜା ଅର୍ଚନା କରିବା ସହିତ କେତେକ ନୀତି ନିୟମ ମଧ୍ୟ ପାଳନ କରିବାକୁ ପଡିଥାଏ |

ସୂର୍ଯ୍ୟ ଉଦୟ ହେବ ପୂର୍ବରୁ ସ୍ଥାନ କରିବା ଏହି ମୁହୂର୍ତ ଅତ୍ୟନ୍ତ ଶୁଭ ହୋଇଥାଏ ଏହି ମୁହୂର୍ତ ରେ ସମସ୍ତ ଦେବା ଦେବୀଙ୍କର ପ୍ରଭାବ ସବୁଠାରୁ ଅଧିକ ରହିଥାଏ ଏଥି ପାଇଁ ଗୁରୁବାର ଦିନ ସୂର୍ଯ୍ୟ ଉଦୟ ହେବ ପୂର୍ବରୁ ସ୍ଥାନ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ ସ୍ଥାନ କରିବା ସମୟରେ ପାଣିରେ ଗଙ୍ଗା ପାଣି ନିଚୟ ମିଶାନ୍ତୁ | ଏହି ମୁହୂର୍ତ ରାତି 4 ଟାରୁ ଆରମ୍ଭ ହୋଇ ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ ରହିଥାଏ ଏହି ସମୟରେ ସ୍ଥାନ କରିବା ସହିତ ଭଗବାନଙ୍କର ପୂଜା କରିବା ଦୂର ପୂଜା ସଫଳ ହୋଇଥାଏ |

ଆର୍ଥିକ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଗୁରୁବାର ଦିନ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ପୂଜା କରିବା ଉଚିତି ଏହା କରିବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଗୁଡିକର ଅନ୍ତ ଘଟି ଥାଏ | ଗୁରୁବାର ଦିନ ହଳଦୀ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ଏହା ସହିତ ମା ଲକ୍ଷ୍ମୀଙ୍କୁ ହଳଦୀ ରଙ୍ଗର ଫଳ ଏବଂ ପୁଷ୍ପ ଅର୍ପଣ କରନ୍ତୁ |ଗୁରୁବାର ଦିନ ଆପଣ ହଳଦୀ ପାଣିରେ ସ୍ଥାନ କରନ୍ତୁ ଏବଂ ଗୋଟିଏ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ ଏହା ଦ୍ୱାରା ଆପଣଙ୍କ ଘରକୁ କେବେଳ ଧନ ହିଁ ଧନ ଆସିଥାଏ | ଧନର ଅଭାବ କୁ ଦୂର କରିବା ପାଇଁ ଗୁରୁବାର ଦିନ ଉପବାସ ପାଳନ କରନ୍ତୁ ଉପବାସ କରିବା ସମୟରେ ଭିକାରି କିମ୍ବା ଦରିଦ୍ର ଙ୍କୁ ହଳଦିଆ ଦିନିସ ଦାନ କରନ୍ତୁ ଏହା କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଗୃହରେ ବାସ କରିଥାନ୍ତି |

ଗୁରୁବାର ଦିନ ଆପଣ ତୁଳସୀ ଗଛ ପୂଜା କରିବା ସମୟରେ ତୁଳସୀ ଗଛ ମୂଳରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ ଏବଂ ଗୁରୁବାର ଦିନ ଆପଣଙ୍କର ସବୁ ଗ୍ରହକୁ ଶକ୍ତି ଶାଳୀ କରିବା ପାଇଁ ଭଗବାନ ଶିବଙ୍କୁ ହଳଦିଆ ରଙ୍ଗର ପୁଷ୍ପ ଅର୍ପଣ କରନ୍ତୁ ଏହା କରିବା ଦ୍ୱାରା ଅପାଙ୍କର ସବୁ ଗ୍ରହ ଶକ୍ତି ଶାଳୀ ହୋଇଥାଏ ଏବଂ ସମସ୍ତ ଖରାପ ପ୍ରଭାବ ଦୂର ହୋଇଥାଏ | ଗୁରୁବାର ଦିନ ଓସ୍ତ ଗଛ ପୂଜା କରନ୍ତୁ ଏବଂ ଗୁଟିଉବାର ଦିନ ଏହି ଗଛ ପୂଜା କରିବା ଦ୍ୱାରା ସମସ୍ତ ଇଚ୍ଛା ପୁରଣ ହୋଇଥାଏ ଗୁରୁବାର ଦିନ ସକାଳେ ଏହି ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ଏହା ପରେ ଏହି ଗଛର ପରିକ୍ରମା କରନ୍ତୁ ଏବଂ ଗଛରେ ସୂତା ମଧ୍ୟ ବାନ୍ଧନ୍ତୁ ସୁତା ବାନ୍ଧିବା ସମୟରେ ନିଜର ମନ ସ୍କାମନ ମଧ୍ୟ କୁହନ୍ତୁ ଏପରି କରିବା ଦ୍ୱାରା ନିଜର ସମସ୍ତ ମନ ସ୍କାମନ ପୁରଣ ହୋଇଥାଏ | ବନ୍ଧୁଗଣ ଗୁରୁବାର ଦିନ ଏହି ସବୁ ଉପାୟ ନିଚୟ କରନ୍ତୁ

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.