Breaking News

ଗୋଲ୍ଫ ଅଫ୍ ଆଲାସ୍କାର ସମୁଦ୍ରର ପ୍ରକୃତ ରହସ୍ୟ,

ଦର୍ଶକବନ୍ଧୁ 2016 ମସିଆରେ ଏକ ଫୋଟ ଘୁରି ବୁଲିଲା ନୂଆ ନୂଆ ସୋସିଆଲ ମିଡିଆରେ ପାଦ ଥାପିଥିବା ବୃଦ୍ଧି ଯିବି ମାନେ ଏହାକୁ ଦେଖି ଡରିଗଲେ ସେମାନଙ୍କୁ ଲାଗିଲା ଏହା ଭଗବାନଙ୍କର ଏକ ଚମତ୍କାର ଏହା ଆଉ କିଛିନୁହେଁ ଏହା ଥିଲା ଗୋଲ୍ଫ ଅଫ୍ ଆଲାସ୍କାର ମୁଁ ଜାଣେ ଆପଣ ମାନେ ଏହି ଭିଡ଼ିଓ ବିଭିନ୍ନ ସୋସିଆଲ ମିଡିଆରେ ପ୍ଲଟ ଫର୍ମ ରେ ଦେଖିଥିବେ ଏହାକୁ ନେଇ ଅନେକ କିଛି କଳ୍ପନା ମଧ୍ୟ କରିଥିବେ ମୁଁ ଆଜି ଆପଣଙ୍କ ମନରେ ଥିବା ସବୁ ସମସ୍ୟାକୁ ଦୂର କରିବି ଆଉ ଏହି ଭାଇରଲ ଭିଡ଼ିଓ ଓ ପ୍ରକୃତ ଫୋଟର ରହସ୍ୟ କେଉଁଠି ସେକଥା କହିବି |

ଦର୍ଶକବନ୍ଧୁ ଆପଣ କେବେ ତେଲରେ ପାଣି ମିଶାଇଛନ୍ତି ଯଦି ହଁ ତେବେ ତାହାଲେ ଆପଣ ନିଚୟ ଦେଖିଥିବେ ଯେତେଥର ଆପଣ ପାଣିରେ ତେଲକୁ ମିସାଇବାକୁ ଚେଷ୍ଟା କଲେବି ତେଲ ଆଉ ପାଣି ସାଙ୍ଗରେ ରହିବି ଅଲଗା ହୋଇଯାନ୍ତି | ଠିକୀ ସେମିତି ଗୋଲ୍ଫ ଅଫ୍ ଆଲାସ୍କାର ଦେଖାଯାଉଥିବା ବିଚିତ୍ର ସଙ୍ଗମି ସେମିତି କିଛି ବର୍ଣନା କରେ ପ୍ରଶାନ୍ତ ମହାସାଗର ଅଣ୍ଟାଟିକ ମହାସାଗର ଗୋଟିଏ ଜାଗାରେ ଭେଟ ହୁହନ୍ତି ହେଲେ ପରସ୍ପର ସହ ମିଶନ୍ତି ନାହିଁ ଭି|

ଏହି ସ୍ଥାନ ଲୋକଙ୍କୁ କାହିଁକି ଆଚାଯ୍ୟ କରାନ୍ତି ଜାଣିଛନ୍ତି କାହିଁକିନା ଆମେ ପାଣି ସାଙ୍ଗରେ ପାଣିକୁ ମିଶାଇଲେ ତାହା ମିଶିଯାଏ ଆଉ କିଛିବି ଅଲଗା ଦିଶେନି ହେଲେ ଏହି ଦୁଇ ମହାସାଗର ପାଣି ମିଶୁନାହାଁନ୍ତି କାହିଁକି ପ୍ରକୃତରେ ପାଣିର କେମିକାଲ ମିନେରାଲ କାପୁଏସ୍ନ ପାଇଁ ହେଉଛି ଅର୍ଥାତ ଅଣ୍ଟାଟିକ ପାଣି ସିଧା ସଳକ ଗାସୀୟ ତାରଲୀଳା ପରେ ଆସୁଛି |

କିନ୍ତୁ ଏହି ପାଣିର ତାପମାତ୍ର ଖୁବୁ ଅଧିକ ସେଥି ପାଇଁ ଏହି ଦୁଇ ପାଣିର ତାପମାତ୍ରା ପରସ୍ପର ସହିତ ମିଶି ମଧ୍ୟ ଏକେ ହୋଇପାରନ୍ତି ନାହିଁ କେବେଳ ସେଥିକି ନୁହେଁ ଏହି ଦୁଇ ମହାସାଗର ପାଣି ଯେତେବେଳେ ଏକ ହେବ ପାଇଁ ଚେଷ୍ଟ କରନ୍ତି ସେତେ ବେଳେ ଦୁହିଁଙ୍କ ଧକାରେ ଏକାପ୍ରକାରର ଫେଣ ସୃଷ୍ଟି ହୁଏ ଯାହା ଏହି ଦୁଇ ପାଣି ମଝିରେ ଏକ ସୀମା ପାଇଁ ବଡ଼ର ତିଆରି କରେ ତା ସହ ସୂର୍ଯ୍ୟ କିରଣରେ ଲୁଣ ଓ ମଧୁର ଜଳର ଭିଭିନ୍ନ ଘନତା ହେତୁ ଉଭୟ ଜଳର ରଙ୍ଗ ପରସ୍ପର ଠାରୁ ଅଲଗା ଦେଖାଯାଏ ସେଥି ପାଇଁ ଏହାର ଦୃଶ୍ୟ ସାରା ବିଶ୍ୱକୁ ଚକିତ କରେ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.