ଗ୍ରାହକ ମାନଙ୍କ ପାଇଁ ଖୁସି ଖବର !!! ପ୍ରାୟ ଦୀର୍ଘ ୮ ମାସ ପରେ ସୁନାଦର ନିମ୍ନସ୍ତର ରେ ପହଞ୍ଚିଛି | ତେବେ ଗତ ୫ ଦିନ ହେବ ଦେଶ ରେ କ୍ରମାଗତ ଭାବେ ସୁନାଦର କମିବାରେ ଲାଗିଛି | ଗତ ଅଗଷ୍ଟ ମାସରେ ସୁନାଦର ୧୦ଗ୍ରାମ ପିଛା ସର୍ବାଧିକ ୫୬୨୦୦ ଟଙ୍କା ରେ ପହଞ୍ଚିଥିଲା |
ଆଜିସୁନା ଦର ୧୦ ଗ୍ରାମ ପିଛା ୪୬,୭୭୨ ଟଙ୍କା ରେ ଆସିପହଞ୍ଚିଲାଣି | ତେବେ ବର୍ତ୍ତମାନ ଦର ୧୦ଗ୍ରାମ ପିଛା ପ୍ରାୟତଃ ୨୦ ପ୍ରତିଶତ ହ୍ରାସ ପାଇଛି ଯାହାର ମୂଲ୍ୟ ପ୍ରାୟ ୯,୪୦୦ ଟଙ୍କା ହେବ |
ତେବେ ସୁନାଦର ୫୬,୨୦୦ ଟଙ୍କା ରୁ କମି ୪୬,୭୭୨ ଟଙ୍କା ରେ ପହଞ୍ଚିଥିଲା ପରେ ସବୁଆଡେ କଲ୍ପନା ଜଳ୍ପନା ପ୍ରକାଶ ପାଇଛି | ତେବେ ବିଶ୍ଵ ବଜାର ରେ ସୁନାର ଦର ହ୍ରାସ ଡଲାର ର ଦର ବୃଦ୍ଧି ସୁନା ଓ ରୂପା ମିଉଚୁୟାଲ ଫନ୍ଡ ରୁ ନିବେଶକ ପୁଞ୍ଜି ନେଇ ଅଧିକ ଲାଭ ନେଇ ବଣ୍ଡ ରେ ଘଟାଇବା | ଏବଂ କେନ୍ଦ୍ରୀୟ ବଜେଟ ରେ ସୁନା ଆମଦାନୀ ଭଳି ଶୁଳ୍କ ର ହ୍ରାସ ହେବ ଭଳି ବିଭିନ୍ନ କାରଣକୁ ନେଇ ସୁନା ଦର ହ୍ରାସ ଘଟିଥିବା କୁହାଯାଉଛି |
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ