Breaking News

ଗୋଟେ Video କଲ କରିଦେଲା ଜୀବନ ବର୍ବାଦ, ଥରେ ନିଶ୍ଚିତ ଦେଖନ୍ତୁ ନହେଲେ ଆପଣ ବି ହୋଇପାରନ୍ତି ଶିକାର…

ଆଜି ଆମେ ସେହି ଭିଡିଓ କଥା କହୁଚୁ ଯେଉଁଠାରେ ସାଧାରଣ ଜନତାଙ୍କୁ ବୋକା ବନେଇ ମଣିଷ ଶରୀର ସହ ଆଉ ପଇସା ସହ ଖେଳୁଛନ୍ତି | ଏଠାରେ ଦେଖନ୍ତୁ ପେଟ୍ରୋଲ ଓ ଖୀର ରେ କିପରି ପାଣି ମିଶୋଉଛନ୍ତି ଆଜି କାଲି ହୋଇ ଗଲାଣି ହେଲେ ଗ୍ୟାସ ରେ ପାଣି ମିଶାଇ ବିକ୍ରୀ କରୁଛନ୍ତି ଏହି ଭିଡିଓ ମାଧ୍ୟମରେ ଦେଖି ପାରିଥିବେ ଭାରତ ତ ଅଲଗା ଅଲଗା ଜାଗାରେ ଗ୍ୟାସ ସରିବା ପରେ ପାଣି ବାହାରିବାର ଜଣା ପଡ଼ିଛି LPG ଗ୍ୟାସ ଭିତରେ ପାଣି ଭରା ହୋଇଛି କଳା ବଜାରୀମାନେ ଗ୍ୟାସ ସହିତ ପାଣି ମିଶାଇ ବିକ୍ରି କରୁଛନ୍ତି ଯେମିତି ଓଜନ ଟିକ ଆସିବ ଏତେ ଟଙ୍କା ଖର୍ଚ୍ଚ କରି ମଧ୍ୟ ଭଲ ପେଟ୍ରୋଲ ମିଳୁଛି ନା ଗ୍ୟାସ ସଚେତନ ହୁଅନ୍ତୁ ଏହା ସତ୍ୟ ଘଟଣା ସାଧାରଣ ଲୋକମାନଙ୍କୁ ଏଭଳି ଭାବରେ ଠକୁଛନ୍ତି ।

ଏହି ଭିଡିଓ ଟି ହିମାଚଳପ୍ରଦେଶରେ ଜ୍ଵାଳାମୁଖିରେ ଏକ ବ୍ୟକ୍ତି ର ଆଳୁ ପିଆଜ ନଳୀରେ ପଡ଼ିଯାଇଛି କିପରି ଉଠାଉଛନ୍ତି । ଜୁଲାଇ 2022ରେ ଭାଏରାଲ ଭିଡିଓ ଦେଖନ୍ତୁ ଯାବେଦ ହବିସେ ଇଂସ୍ପିରେ ହେଇକି ଇସ୍ତ୍ରୀ କରିବା ପୁର୍ବରୁ ମୁହଁରେ ପାଣି ନେଇ ଛିଞ୍ଚି ଇସ୍ତ୍ରୀ କରୁଛନ୍ତି ତାଙ୍କ ପାଖରେ ସ୍ପ୍ରେ ବଟଲ ବି ଅଛି ସେ ଏମିତି କରୁଛନ୍ତି କୋଭିଡ ସମୟରେ ଏହା କେତେ ବିପଦ ଭାବନ୍ତୁ ।

ଭିକ ମାଗିବା ମଜବୁରି ନୁହେଁ ଏଠାରେ ପେଶା ହେବାକୁ ଲାଗି ଗଲାନି ଭଲ ଲୋକ ମଧ୍ୟ ରୋଜଗାର ନ କରି ନକଲି ବିକଳାଙ୍ଗ ହୋଇ ବୋକା ବନାଉଛନ୍ତି । ଏହି ଭିଡିଓ ରେ ହରିୟାଣର ଏହି ଭିକାରୀ ରିକୁ ଦେଖି ପାରୁଥିବେ ଦୟା ବି ଆସୁଥିବ। ହେଲେ ରାହୁଲ ଟାଗୋର ଙ୍କ ନଜର ରେ ପଡ଼ିଲା ଏହାର ଖୁଲସା କଲେ ଏହା ତ ଦେଖି ପଡ଼ିଥିବେ ଲୋକ ର ଗୋଡ଼ ଠିକ୍ ଥାଏ କିଭଳି ଅଭିନୟ କରୁଥିଲେ ।

ପାକିସ୍ତାନ ରେ ମଧ୍ୟ ଏହି ଭଳି ଭିକାରୀ ଗୋଡ଼ ନଥିବା ନାଟକ କରୁଥିଲେ ଏକ ଲୋକ ଡ଼ାଉଟ ଆସିବାରୁ ସେ ଭିକାରୀ ପାତ୍ର ନେଇ ଦୌଡିବାକୁ ଲାଗିବାରୁ ଭିକାରୀ ବି ତାକୁ ଧରିବାକୁ ଦୌଡିଲା ଆପଣ ଦେଖି ପରୁଥିବେ ।

ଏଠି ଦେଖନ୍ତୁ ଏହି ମହିଳା ଜଣଙ୍କୁ ନିଜ ଛୁଆ ମୁଣ୍ଡରେ ପଟି ବାନ୍ଧି ଭିକ ମାଗିବାକୁ ପଠାଇ ଦେଉଛନ୍ତି ଯେମିତି ସେ ଛୁଆକୁ ଦେଖି ଆପଣଙ୍କ ମନରେ ଦୟା ଆସିବ ଏମିତି ଆପଣ ମାନେ ବୋକାମି ରେ ପଡ଼ିବେ ।

ଆପଣ ଦେଖି ଥିବେ ଚୋର ପଛରେ ପୋଲିସ ପଡେ ହେଲେ ଦେଖନ୍ତୁ ପୋଲିସ ପଛରେ ପୋଲିସ ପଡିଛନ୍ତି | କାରଣ କୋରନା ଟାଇମ ରେ ନକଲି ପୋଲିସ ସାଜି ଚାଲାଣ ଏହି ଲେଡି ପୋଲିସ ଜଣକ ଲୋକ ତାଙ୍କୁ ଆଇଡି ମାଗିବାରୁ ନକଲି ପୋଲିସ ଜଣକ ଧାର ପଡିଲେ |

କାଟୁଥିଲେ | ଯେତିକି ଲୋକ କେବିଶି ଜିତିକି ଯାଇ ନଥିବେ ସେଠିକି ଲୋକଙ୍କ ପାଖକୁ ମ୍ୟାସେଜ୍ ଆଊ ଫୋନ ଆସିଥିବ ଏହା ଆପଣଙ୍କୁ ଟ୍ୟାକ୍ସ କାହିକି ଲୁଟି ଥାଆନ୍ତି ଆପଣ ଭିଡିଓ ରେ ଦେଖି ପାରୁଥିବେ ଯେତେ ବେଳେ ଆପଣଙ୍କୁ ଫୋନ୍ ଆସେ kpc ହେଡ ଅଫିସ ରୁ ମୁକେଶ ଅମ୍ବାନୀ ଲଟେରୀ ପାଇଁ ଏଠି ଆସିଛନ୍ତି ଲଟେରୀ ପଇସା ମିଳିନି ଆଜି ମିଳିବ ଆପଣଙ୍କୁ ବୋକା ବନେଇ ଥାଆନ୍ତି ।

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.