ଦର୍ଶକବନ୍ଧୁ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଗଠିଛି ଝାଡ଼ଖଣ୍ଡ ର ଏକ ଗ୍ରାମରେ ସେହି ଘଟଣା ସୁନିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ସାଧାରଣ ଏକ ପୁଅ ସହିତ ଏକ ଝିଅର ବିବାହ ହୋଇଥାଏ କିନ୍ତୁ ସେଠାରେ ଏକ 18 ବର୍ଷର ଏକ ସୁନ୍ଦରୀ ଝିଅ ସହିତ ଏକ କୁକୁର ସହ ବିବାହ କରିଛନ୍ତି ଏହି କଥାଟି ଶୁଣିବାକୁ ବହୁତ ଆଶ୍ଚର୍ଯ୍ୟ ଲାଗୁଚି କିନ୍ତୁ ଏହି କଥାଟି ବାସ୍ତବରେ ସତ୍ୟ ଅଟେ ଏହି ବବିବାହଟି ମଧ୍ୟ ଝିଅ ର ପରିବାର ଲୋକ ମାନଙ୍କ ସହତ ସହମତିରେ ହୋଇଥିଲା | ଝିଅ ଟିର ନାମ ମଙ୍ଗଳି ଝିଅଟିକୁ 18 ବର୍ଷ ବୟସ ହୋଇଥିଲା |
ତେବେ ତଥ୍ୟ ଅନୁସାରେ ସେହି ଝିଅ ଟି କୁ ଏକ ବାବା କହିଥିଲେ ସେହି ଝିଅ ଟିର ମଙ୍ଗଳ ଦୋଷ ରହିଛି ଏହି କାରଣରୁ ସେ ଝିଅଟି ଜୀବନରେ ଅନେକ ପ୍ରକାରର ଖେୟ ଖେତୀ ହୋଇପରେ ବୋଲି ବାବା କହିଥିଲେ | ଏହି କାରଣରୁ ବାପା ମା ସେହି ଯୋଶ ଅର୍ଥାତ ସେହି ସବୁ ଦୁଃଖ କଷ୍ଟ ହଟାଇବା ପାଇଁ ଚାପି ପକାଇଥିଲେ ଉପାୟ ଅନୁସାରେ ସେହି ଝିଅ କୁ ଏକ କୁକୁର ସହ ବିବାହ କରିବାକୁ କହିଥିଲା ବାବା | ଏହି ବିବାହ ନାମକୁ ମାତ୍ର ହୋଇଥିଲା ବିବାହ ପରେ ସେହି ଦୋଷ କୁକୁର ଦ୍ୱାରା ଖଣ୍ଡନ ହୋଇଯାଇଥିଲା |
ନିୟମ ଅନୁସାରେ ଯେମିତି ବିବାହ ହେବା ଅର୍ଥାତ ଯେମିତି ବିବାହ ହେବା କଥା ଠିକି ସେହିପରି ଝିଅଟି ସହିତ କୁକୁର କୁ ବିବାହ ହୋଇଥିଲେ | ସେହି ବିବାହ ରେ ମଧ୍ୟ ବନ୍ଧୁ ବାନ୍ଧବ ପୋଡ଼ଶି ଗ୍ରାମର ଲୋକ ମାନଙ୍କୁ ମିଶାଇ ପାଖ ପାଖି 100 ଜଣ ଲୋକ ଉପସ୍ଥିତ ଥିଲେ | ପ୍ରଥମେ ଯେତେବେଳେ କୁକୁର ସହ ବିବାହ କରିବା କୁହାଯାଇଥିଲା ସେ ଝିଅଟି ସେତେବେଳେ ରାଜି ହୋଇନଥିଲା ପରେ ସେ ସମସ୍ତ କଥା ଅନୁସାରେ ବିବାହ କରିବାକୁ ରାଜି ହୋଇଥିଲା |
ଏହା ମଧ୍ୟ କୁହାଯାଇଥିଲା କି ବିବାହ ପରେ ସେହି କୁକୁରକୁ କିଛି ଦିନ ପର୍ଯ୍ୟନ୍ତ ବଞ୍ଚାଇ ରଖିବ ଯେମିତିକି ସବୁ ଦୋଷ ଯେମିତି କୁକୁର ଦ୍ୱାରା କାଟି ଯିବ ଏବଂ ପରେ ସେହି ଝିଅଟି ଅନ୍ୟ କାହାକୁ ବିବାହ କରି ପାରିବ | ବିବାହ ପରେ ମଧ୍ୟ ସେହି ଝିଅ ଅର୍ଥାତ ସେହି କୁକୁର ସହ ଝିଅର ଚଉଠି ହୋଇଥିଲା କେବଳ ନାମକୁ ମାତ୍ର | ଏହା ପରେ ଝିଅଟି ଅର୍ଥାତ ସେ ଝିଅଟି ଏବେ ଭଲରେ ଅଛି ଏବଂ ନିଜର ସ୍ବପ୍ନ ର ରାଜେ କୁମାର ର ଅପେକ୍ଷ୍ୟରେ ଅଛି | ଦର୍ଶକବନ୍ଧୁ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବୁ ଭାଇରଲ ହେବାରେ ଲାଗିଛି | ଏଥିରେ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |
Check Also
ଘୋଷଣା ହେଲା ଦଶମ ବୋର୍ଡ଼ ପରୀକ୍ଷାର ରେଜଲ୍ଟ, ଦେଖନ୍ତୁ ଏହି ତାରିଖରେ ପ୍ରକାଶ ପାଇବା ଦଶମ ପରୀକ୍ଷା ରେଜଲ୍ଟ !
ଯାହାକି ଆମ ରାଜ୍ୟରେ ମାଟ୍ରିକ ଫଳ କୁ ନେଇ ଆସୁଛି ଆଉ କିଛି ବଡ଼ ସୂଚନା ଫୁଣି ଆସିଲା ମାଟ୍ରିକ …