ଦର୍ଶକବନ୍ଧୁ ଆପଣ ଜାଣିଛନ୍ତି ବିମାନ ଯାତ୍ରା ସମୟରେ ରେଘଟିଥିବା ଏକ ଆଶ୍ଚର୍ଯ୍ୟ କର ଘଟଣା ବିଷୟରେ।ଯଦିଓ ଘଟଣାଟି ଏକ ପାଗଳାମି ପରି ମନେ ହୁଏ କିନ୍ତୁ ଏହା ସତ। ହଁ ଆଜ୍ଞା ଇରୀସ ଟାଇମ ନିଉଜ୍ ଅନୁସାରେ ଆୟର୍ଲ୍ୟାଣ୍ଡ ର ଇମ୍ରେ କାରକାୟ ନାମକ ଜଣେ ଯୁବକ ଡୁବ୍ଲିନ ରୁ ଇସ୍ତାନବ୍ଲୁ ଯାତ୍ରା କରିବା ସମୟରେ କ୍ୟାବିନ୍ ଗ୍ରିଉ ଜଣେ ସଦସ୍ୟ ଗରମ ଚା ପତ୍ର ଖୋଲୁ ଖୋଲୁ ଯୁବକଙ୍କ ପାଦ ରେ ଢାଳି ହୋଇଯାଇଥିଲା।
ଯୁବକଟି ତେର ବର୍ଷ ବୟସର। ତାଙ୍କ ପାଦରେ ପ୍ରବଳ ଜୋରରେ ଆଘାତ ଲାଗିଥିବା ଯୋଗୁ ତାଙ୍କ ମା ଏୟାରଲାଇନ୍ସ ବିରୁଦ୍ଧରେ କେସ କରିଥିଲେ ଏବଂ ୫୮ ଲକ୍ଷ୍ୟ ଟଙ୍କା ର ଦାବି ମଧ୍ୟ କରିଥିଲେ। ଡାକ୍ତର ଙ୍କ କହିବା ଅନୁସାରେ ଛୁଆଟିରେ ପାଦ ରେ ସୁର୍ଜରୀ କରିବା ସତ୍ତ୍ୱେ ମଧ୍ୟ ସବୁଦିନ ପାଇଁ ଦାଗ ରହିଯିବ।
ଦୀର୍ଘ ଚାରି ବର୍ଷ ପରେ ହାଇକୋର୍ଟ ଏହି ଘଟଣା ଟିର ଶୁଣାଣି କରିଛି ଏବଂ ଏୟାରଳାଇନ୍ସ ତରଫରୁ ଅଠାଵନ ଲକ୍ଷ ଟଙ୍କା ର ଖ୍ୟାତି ପୂରଣ ଦିଆଯାଇଛି । ଅବଶ୍ୟ ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଚକିତ କରୁଥିବା କିନ୍ତୁ ଏହା ସତ୍ୟ। ଆପଣମାନେ ଜାଣିଥିବେ ଆରଟିକିଲ 17 ଅନୁଯାୟୀ ବିମାନଯାତ୍ରା ସମୟରେ ଯେ କୋୖଣସି ଦୁର୍ଘଟଣା ପାଇଁ ଏୟାରଳାଇନ୍ସ ସମ୍ପୂର୍ଣ୍ଣ ଦାୟୀ। ଏହା କୁ ଭିତ୍ତି କରି ଜଜ ଙ୍କ ଶୁଣାଣୀ ଯୁବକଙ୍କ ପକ୍ଷରେ ହୋଇଥିଲା।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ