Breaking News

ଗୋଡ ନଥାଇ ମଧ୍ୟ ମଣିଷ କରିପାରେ ଏମିତି କାମ, ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ବେଳେ ବେଳେ ଆମେ ଭାବୁ ମୋ ପାଖରେ ଏହି ଦିନିଷଟା ଥାନ୍ତା ତାହାଲେ ନିଶ୍ଚୟ ଭାବରେ ଏହି କାମ କରିଥାନ୍ତି କିନ୍ତୁ ଏହି କାହାଣୀ ସୁନୀଲ ପରେ ଆପଣଙ୍କୁ ଏମିତି ଲାଗିବ ଯେ ନା ଇଚ୍ଛା ଶକ୍ତି ଆଗରେ ଜୀବନରେ ସବୁ କିଛି ହାରେ ମାନିଥାଏ ଏଇ କାହାଣୀଟି ଶୁଣିଲା ପରେ ଆଖିରେ ଲୁହ ଆସିଯିବ | ଗୋଟେ ପିଲା ଥାଏ ବହୁତ ବଢିଆ ଦୌଡେ ଏତେ ଭଲ ଦୌଡେ ଯେ ଦେଖିବା ଲୋକ ଆଶ୍ଚର୍ଯ୍ୟ ହୋଇଯାଏ 5ବର୍ଷ ବୟସରେ ଗାଁରେ କିଛି ଲୋକ ତା ପ୍ରତି କିଛି ଦୋଷ କରି ତାର ଦୁଇ ଗୋଡ କାଟିଦେଲେ | ଗୋଟେ ଗୋଡ ଠିକି ହୋଇଗଲା ଆଉ ଗୋଟେ ଗୋଡ ସମ୍ପୂର୍ଣ ଭାବରେ ଡାକ୍ତର କାଟି ଫୋପାଡି ଦେଲେ | ଡାକ୍ତର ତାଙ୍କ ବାପା ମାଙ୍କୁ କହଲେ ଏଇ ପୁଅ ଜୀବନରେ କେବେ ଛିଡା ହୋଇ ପାରିବ ନାହିଁ କାରଣ ଆର ଗୋଟେ ଗୋଡ ସୁମ୍ପର୍ଣ ନଷ୍ଟ ହୋଇଗଲା |

ପିଲାଟି ଡାକ୍ତର ଙ୍କୁ ପଚାରିଲା ମୋ ଗୋଡ଼ କେବେ ଠିକି ହେବ ମି ଦୌଡିବାକୁ ଯିବି ମୋର ଆଗକୁ ଦୌଡ଼ା ପ୍ରତିଯଗିତା ଅଛି ଦୌଡିବା ନିହାତି ଆବଶକ୍ୟ | ଡାକ୍ତର କହିଲେ ବାବୁରେ ତୁ ଆଉ ଦୌଡ଼ି ପାରିବୁନି କାହିଁକିନା ତୋର ଏହି ଗୋଡଟାକୁ କାଟି ଦିଆଯାଇଛି ପିପିଲଟିର ଆଖିରୁ ଛଳ ଚାଲ ଲୁହ ଝରି ଯାଇଥିଲା କଣ ବା ସେ କରିପାରିବ କମଳା ବତୀ ଶିଶୁ କିଛି ଦିନ ଗଲା 6 ମାସେ ଗଲା ବର୍ଷେ ଗଲା 2 ବର୍ଷ ଗଲା 4 ବର୍ଷ ଗଲା ପିଲାଟି ବସି ଭାବେ ମୁଁ କଣ ପାଇଲି ଏଇ ଜୀବନରେ ଇଚ୍ଛା ଥିଲା ଗୋଟେ ଭାଗ୍ୟ କଲା ଗୋଟେ |

ଭାବିଥିଲି ମୁଁ ଜଣେ ଭଲ ରନର ହୋଇ ଦେଶ ପାଇଁ ମେଡଲ ଆଣିବି କିନ୍ତୁ ଆଜି ସେ ଭାଗ୍ୟ ମୋ ଠାରୁ ଛଡାଇ ନେଲା | ଏମିତି ବସି ବହୁତ କଥା ଭାବୁଥାଏ ସେ ସମୟରେ ଟିଭି ରେ ଦେଖିଲା ଗୋଡ଼ ନଥିବା ଲୋକ ମଧ୍ୟ ଗୋଡ ଲଗାଇ ପାରୁଛି ଘରେ ଜିଦି କଲା ବାପା ମାଙ୍କୁ କହିଲା ମୋ ପାଇଁ ଗୋଟେ ଗୋଡ କିଣିଦିଅ ମୁ ଟିକେ ଲଗାଇ ଚଳିବି ପୁଅର ଛଳ ଛଳ ଆଖିକୁ ଦେଖି ବାପା ମା ଆଉ ମନା କରିପାରିଲେ ନାହିଁ |

ପୁଅପାଇଁ କିଣି ଆଣିଲେ ଗୋଟେ ପ୍ଲାଷ୍ଟିକ ର ଗୋଡ଼ ପୁଅ ସେହି ପ୍ଲାଷ୍ଟିକ ଲାଗିଇଲା ଛିଡା ରହିଲା ବାପାକୁ କହିଲା ବାପା ମନ ଦୁଃଖ କରନି ଦେଖା ମୁଁ ଏଇ ଗୋଡ଼ରେ ଦୋୖଡିବି ଆଉ ଜୌ ଦିନ ଆଣି ତମ ହାତରେ ଆଣି ଗୋଲଡ ମେଡଲ ଟି ଆଣିଦେଵି ସେଦିନ ଦେଖିବ ଏଦୁନିଆ ମୋଉପରେ କେତେ ଭଲ ଭଲ କଥା କହିବେ | ତମ ନାଁ ସାରା ବିଶ୍ୱରେ ଖ୍ୟପି ହୋଇଯିବ ବାପା କିଛି କହି ପାରିଲେ ନାହିଁ ପୁଅକୁ ନିଜ ଛାତିରେ ଚାପିଦେଇ ଧାର ଧାର ଲୁହ ଗଡ଼ାଇ ଚାଲିଲେ କଠିନ ପରିଶ୍ରମ କଲା 12 ବର୍ଷର ପରିଶ୍ରମ 29ବର୍ଷ ବୟସରେ 12 ଅଲମ୍ପିକି ରେ ଦେଶ ପାଇଁ 3ଟି ଗୋଲଡ ବିଜେତା ଆଣିଲା |

About odisha news

Check Also

ଘୋଷଣା ହେଲା ଦଶମ ବୋର୍ଡ଼ ପରୀକ୍ଷାର ରେଜଲ୍ଟ, ଦେଖନ୍ତୁ ଏହି ତାରିଖରେ ପ୍ରକାଶ ପାଇବା ଦଶମ ପରୀକ୍ଷା ରେଜଲ୍ଟ !

ଯାହାକି ଆମ ରାଜ୍ୟରେ ମାଟ୍ରିକ ଫଳ କୁ ନେଇ ଆସୁଛି ଆଉ କିଛି ବଡ଼ ସୂଚନା ଫୁଣି ଆସିଲା ମାଟ୍ରିକ …

Leave a Reply

Your email address will not be published.