Breaking News

ଗୋଟେ ଫିଲ୍ମ ପାଇଁ ଏତିକି ଟଙ୍କା ଡିମାଣ୍ଡ କରନ୍ତି ଚୁଲବୁଲି ନାୟିକା ଅର୍ଚିତା !

ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଶ୍ଚିନ୍ତ ଭାବରେ ଓଡିଆ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଜାଣିଥିବେ ମଧ୍ୟ। ଏମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ଏମାନେ ନିଜ ଜୀବନରେ ବହୁତ କଷ୍ଟ ଏବଂ ସଂଘର୍ଷ କରି ଏପରି ମୁକାମ ରେ ପହଞ୍ଚିଛନ୍ତି | ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଅର୍ଚିତା ସାହୁ ।


ଆଜି ଆମେ ଆପଣ ମାନଙ୍କୁ ଅର୍ଚିତାଙ୍କ ଫିଲ୍ମ କାରିୟର ଓ ଜୀବନୀ ବିଷୟରେ କିଛି ଜଣାଇବୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା . . .
ଅଭିନେତ୍ରୀ ଅର୍ଚିତା ସାହୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ଜଣେ ଭଲ କ୍ଲାସିକାଲ ଡ୍ୟାନ୍ସର ଥିଲେ । ଅର୍ଚିତା କେବଳ ୬ ବର୍ଷ ବୟସରୁ ଓଡିଶୀ ଡ୍ୟାନ୍ସ କରିଥିଲେ । ସେ ୨୦୦୫ ମସିହାରେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଓହ ମାଇ ଲଭ’ । ଏହି ଫିଲ୍ମଟି ସେହି ସମୟରେ ସୁପର ହିଟ ହୋଇଥିଲା ଓ ବହୁତ ଲୋକପ୍ରିୟତା ହାସଲ କରିଥିଲା ।


ତାଙ୍କର ତିନୋଟି ସୁପର ଦୁପର ହିଟ ଫିଲ୍ମ ‘ଆକାଶେ କି ରଙ୍ଗ ଲାଗିଲା, ମୁ ଏକା ତୁମର ଓ ବାବୁ ଆଇ ଲଭ ୟୁ’ କେବଳ ଓଡିଶାରେ ନୁହେଁ ଏହା ଓଡିଶା ବାହାରେ ମଧ୍ୟ ସୁପର ହିଟ ହୋଇଥିଲା । ଯାହା ଆମ ଓଡିଶା ପାଇଁ ମଧ୍ୟ ବହୁତ ଗର୍ବ ର କଥା ଅଟେ । ସେ ୨୦୧୫ ଫେନିମା ମିସ୍ ଇଣ୍ଡିଆରେ ଭାଗ ନେଇଥିଲେ । ସେହି ସ୍ଥାନରେ ସେ ମିସ୍ ଟ୍ୟାଲେନ୍ଟେଡ ଓ ମିସ୍ ଷ୍ଟାଇଲିସ ହେୟାରର ପଦବୀ ଜିତିଥିଲେ ।


ଏବେ ଅର୍ଚିତାଙ୍କ ବୟସ ହେଉଛି ୨୭ ବର୍ଷ, ସେ ଗୋଟିଏ ଓଡିଆ ଫିଲ୍ମ କରିବା ପାଇଁ ୧୦ ରୁ ୧୫ ଲକ୍ଷ ଟଙ୍କାର ଡିମାଣ୍ଡ କରିଥାନ୍ତି ଓ ଗୋଟେ ବ୍ରାଣ୍ଡର ବିଜ୍ଞାପନ କରିବା ପାଇଁ ସେ ୩ ରୁ ୫ ଲକ୍ଷ ଟଙ୍କାର ଡିମାଣ୍ଡ କରିଥାନ୍ତି । ସେ ଆଜି ପର୍ଯ୍ୟନ୍ତ ମୋଟ ୩୫ଟି ଫିଲ୍ମ କରିସାରିଛନ୍ତି । ତାଙ୍କର ‘ବାବୁ ଆଇ ଲଭ ୟୁ, ତୋ ବିନା କାହାଣୀ ଅଧା, ତୋ ପାଇଁ ନେବି ମୁ ଶହେ ଜନମ ଓ ଧନରେ ରଖିବୁ ଶପଥ ମୋର ଆଦି ଫିଲ୍ମ ବହୁତ ଲୋକପ୍ରିୟତା ହାସଲ କରିଛି ।
ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି । ଓଡିଶାରେ ତାଙ୍କର ବହୁତ ଲୋକପ୍ରିୟତା ରହିଛି । ଆମ ଓଲିଉଡ ଇଣ୍ଡଷ୍ଟ୍ରିରେ ସେ ନିଜର ଏକ ନୂଆ ପରିଚୟ ସ୍ଥାପନ କରିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Breaking news – ଆଜିର ଦୁଃଖ ଖବର ଚଳଚ୍ଚିତ୍ର ଏବଂ ସିରିଏଲର ଲୋକପ୍ରିୟ ହିରୋଇନ`ଙ୍କ ମୃତ୍ୟରେ ଖେଳିଗଲା ଶୋକର ଛାୟା, ସବୁଆଡେ ସୁଖର ଲହରୀ ଖେଳିଯାଇଛି….

ନମସ୍କାର ଦର୍ଶକବନ୍ଧୁ ବର୍ତମାନ ସମୟରେ ବଡ଼ ବୁଖା ଦାୟକ ଖବର ଆସିଛି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ଅଭିନୟରେ ଅନେକ କଳାକାର …

Leave a Reply

Your email address will not be published.