Breaking News

ଗାଁ ରେ ଏକାଠି ମିଶି ରଜ ପାଳିଲେ ବର୍ଷା ଓ ଅର୍ଚ୍ଚିତା, ଦେଖନ୍ତୁ କେମିତି ସେ କୁନି କୁନି ପିଲାଙ୍କ ସହିତ ରଜ ପାଳୁଛନ୍ତି ବର୍ଷା ଓ ଅର୍ଚ୍ଚିତା !

ଅଲିଉଡର ଆଗଧାଡିର କଳାକାର ମାନେ ସବୁ ଏକାଠି ହୋଇ ପାଳିଛନ୍ତି ରଜ ପର୍ବ ଅଲିଉଡ ଇଣ୍ଡଷ୍ଟ୍ରି ର ବର୍ଷା ଏବଂ ଅର୍ଚ୍ଚତା ଦୁହେଁ ମିଶି ରଜ ପାଳନ କରିଛନ୍ତି ସେମାନେ ରଜ ପର୍ବରେ କିପରି ମଜା ମସ୍ତି କରିଛନ୍ତି ଚାଲନ୍ତୁ ଜାଣିବା | ଅଲିଉଡର ଜବରଦସ୍ତ ଆଗଧାଡିର କଳାକାର ବର୍ଷା ଏବଂ ଅର୍ଚ୍ଚିତା ଙ୍କୁ ଆପଣ ଭଲ ଭାବରେ ଜାଣିଥିବେ ଅର୍ଚ୍ଚିତା ଗତ ବର୍ଷ ବିବାହ କରିଥିଲେ ସବ୍ୟସାଚୀ ଙ୍କୁ ଏବଂ ବର୍ଷା 2014 ମସିହାରେ ଅନୁଭବ ମହାନ୍ତି ଙ୍କୁ ବିବାହ କରିଥିଲେ |ରିଏଲ ଲାଇଫ ରେ ବର୍ଷା ଓ ଅନୁଭବ ମହାନ୍ତି ବାହାଘର ପରେ କିଛି ଦିନ ଭଲ ରେ ଚଳିଥିଲେ ଏବେ କିନ୍ତୁ ତାଙ୍କ ଭିତରେ ଝଗଡା ଆରମ୍ଭ ହୋଇଛି |

ଅନ୍ୟ ପଟେ ଅର୍ଚ୍ଚିତା ଓ ସବ୍ୟସାଚୀ ଙ୍କୁ ବିବାହ କରିଛନ୍ତି ଏବଂ ସେ ସୁଟିଙ୍ଗ ସେଟରୁ ଭଲ ପାଇ ଦୁହେଁ ଦୁହିଁ ଙ୍କୁ ବିବାହ କରିଛନ୍ତି ଏବଂ ସେମାନେ ବହୁତ ଖୁସି ଥିବାର ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରୁଛନ୍ତି | ତେବେ ଏହି ରଜ ପର୍ବଟି ଅର୍ଚ୍ଚିତା ଓ ବର୍ଷା ଦୁହେଁ ଖୁସି ମନରେ ପାଳନ କରିଥିବାର ଦେଖିଥିବେ ତେବେ ଅର୍ଚ୍ଚିତା ନିଜ ଘରେ ତାଙ୍କ ସ୍ୱାମୀଙ୍କ ସହିତ ରାଜ ପର୍ବ ପାଳନ କରିଥିବା ବେଳେ ବର୍ଷା ପ୍ରିୟଦର୍ଶନୀ ଗରିବ ପିଲା ମାନଙ୍କ ସହିତ ଏବଂ ଗରିବ ଲୋକ ମାନଙ୍କ ସହିତ ରଜ ପର୍ବ ପାଳନ କରିଥିବାର ଦେଖିବାକୁ ମିଳିଛି |

ତେବେ ଫ୍ରେଣ୍ଡ ବର୍ଷା ଓ ଅର୍ଚ୍ଚିତା ଙ୍କ ବହୁସାରା ଫିଲ୍ମ ଦେଖିବାକୁ ପାଇଥିବେ ଏବଂ ତାଙ୍କ ଫିଲ୍ମ ଗୁଡିକ ଓଡ଼ିଆ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଏହି ଦୁଇ ଜଣ ଓଲିଉଡ଼ ଇଣ୍ଡଷ୍ଟ୍ରି ଅଗଧାଡ଼ି ର ହିରୋଇନି ଅଟନ୍ତି ତେବେ ବର୍ତମାନ ବର୍ଷ ପ୍ରିୟଦର୍ଶନୀ ତାଣ୍କ ପାରିବାରିକ ଜୀବନର ବଞ୍ଚି ଥିବା ଚେଷ୍ଟା କରୁଥିବା ବେଳେ ଅର୍ଚ୍ଚିତା ତାଙ୍କ ପାରିବାରିକ ଜୀବନରେ ସବ୍ୟସାଚୀ ଙ୍କ ସହିତ ବହୁତ ଖୁସି ଅଛନ୍ତି |

ଅର୍ଚ୍ଚିତା ଏବଂ ତାଙ୍କ ସ୍ୱାମୀ ଓ ପରିବାର ଲଙ୍କା ସହିତ ରଜ ପର୍ବ ପାଳନ କରିବା ସହିତ ସେଥି ମଧ୍ୟରେ ସବ୍ୟସାଚୀ ଅର୍ଚ୍ଚିତା ଙ୍କୁ ଭୁତ ଭଲ ପାଇବା ଦେଇଛନ୍ତି | ଅନ୍ୟ ପଟେ ବର୍ଷା ପ୍ରିୟଦର୍ଶନୀ ତାଣ୍କ ରଜ ପର୍ବକୁ ଛୋଟ ଛୋଟ ପିଲାମାନଙ୍କ ସହିତ ଓ ଗରିବବ ଲୋକ ମାନଙ୍କ ସହିତ ପାଳନ କରିଛନ୍ତି | ବନ୍ଧୁଗଣ ବର୍ଷା ଓ ଅର୍ଚ୍ଚିତା ମଧ୍ୟରେ କିଏ ଭଲ ଲାଗେ ଏବଂ କାହାର ଅଭିନୟ ଆପଣଙ୍କୁ ଭଲ ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |

About odisha news

Check Also

ରାସ୍ତାରେ ବୁଲୁଛି ଭୟଙ୍କର ରାକ୍ଷସ, ଦେଖନ୍ତୁ କେଉଁଠି ଆସିଲା ଏହି ରାକ୍ଷସ….ଏହି ରାକ୍ଷସକୁ ଦେଖିଲେ ଆପଣ ଡରି ଯିବେ !

ରାସ୍ତରେ ବୁଲୁଚି ଦାନଵ ୬ବର୍ଷ ହେଲା ରାସ୍ତାରେ ଦାନଵ ବୁଲୁଥିବାର କଥାଟା ଅଜବ ଲାଗୁଛି ଏମିତି ଏକ ଘଟଣା ଘଟିଛି …

Leave a Reply

Your email address will not be published.