ବ୍ୟକ୍ତି ମାନଙ୍କ ମନରେ ସବୁବେଳେ ଗୋଟିଏ କଥା ଆସେ କି ଶାକାହାର କି ମାଂସା ହାର କେଉଁ ଭୋଜନ ମନ୍ୟୁଷ ଗ୍ରହଣ କରିବା ଉଚିତ |ଅନେକ ବର୍ଷ ଆଗରୁ ଏହି ବିବାଦ ମନ୍ୟୁଷ ମାନଙ୍କ ମଧ୍ୟ ରେ ଚାଲି ଆସୁଛି |ହିନ୍ଦୁ ଧର୍ମ ର ଶ୍ରେଷ୍ଠ ଗ୍ରନ୍ଥ ହେଉଛି ବେଦ |ଯେଉଁଥିରେ ସ୍ପଷ୍ଟ ଭାବ ରେ ଉଲ୍ଲେଖ ଅଛି ଯେ ,ମାଂସାହାର କରୁଥିବା ବ୍ୟକ୍ତି କେବେ ବି ନିଜ ବୁଦ୍ଧି ,ବଳ ,ଜ୍ଞାନ ଏବଂ ଆୟୁ ରେ ବିକାଶ କରି ପାରେ ନାହିଁ |
ନିଜ ଇନ୍ଦ୍ରୀୟ ମାନଙ୍କ ଉପରେ ନିୟନ୍ତ୍ରଣ ରଖିପାରେ ନାହିଁ |ଯାହା ଫଳ ରେ ତାକୁ ବିଭିନ୍ନ ପ୍ରକାର ଶାରୀରିକ ଏବଂ ମାନସିକ ସମସ୍ଯା ର ସାମ୍ନା କରିବାକୁ ପଡିଥାଏ |ବେଦ ରେ ଉଲ୍ଲେଖ ରହିଛି ,ମନ୍ୟୁଷ, ପଶୁ, ପକ୍ଷୀ କିମ୍ବା ଅନ୍ୟାନ୍ୟ ପ୍ରାଣୀ କୁ ହତ୍ୟା କରି ସେମାନଙ୍କ ମାଂସ କୁ ସେବନ କରିଥାଏ |ଏବଂ ଗାଈ କୁ ହତ୍ୟା କରି ଅନ୍ୟ ଲୋକ ଙ୍କୁ ଦୁଗ୍ଧ ଜାତୀୟ ଖାଦ୍ୟ ଠାରୁ ବଞ୍ଚିତ ରଖି ଥାଏ |ସେହି ବ୍ୟକ୍ତି ହିନ୍ଦୁ ଧର୍ମ ଅନୁସାରେ ପାପୀ ର ଅଧୀକାରୀ ହୋଇ ଥାଏ |ବେଦ ଅନୁସାରେ ସେହି ମଣିଷ ର ମରଣ ଅତି ଭୟାନକ ହବା ସହ ମୃତ୍ୟୁ ପରେ ସେହି ବ୍ୟକ୍ତି ନିଚ୍ଚ ଯୋନୀ ରେ ଜନ୍ମ ଲାଭ କରିଥାଏ |
ସେହିପରି ଯଦି ଭାଗବତ ଗୀତା ବିଷୟରେ ଆଲୋଚନା କରିବା ତେବେ ଭାଗବତ ଗୀତା ର ସତର ତମ ଶ୍ଳୋକ ର ଅଷ୍ଟମ ଅଧ୍ୟାୟ ରେ ଶ୍ରୀ କୃଷ୍ଣ ଅର୍ଜୁନ ଙ୍କୁ କହିଛନ୍ତି ଯେଉଁ ଭୋଜନ ସାତ୍ତ୍ଵିକ ଭୋଜନ ହୋଇ ଥାଏ ତଥା ସାତ୍ତ୍ଵିକ ବ୍ୟକ୍ତି ମାନଙ୍କୁ ପ୍ରିୟ ହୋଇ ଥାଏ |ସେହି ଭୋଜନ କରିବା ଦ୍ଵାରା ବ୍ୟକ୍ତି ର ବିଦ୍ୟା ,ବଳ ,ବୁଦ୍ଧି ଓ ଜ୍ଞାନ ରେ ବିକଶିତ ହୋଇଥାଏ ଏବଂ ସେମାନଙ୍କ ଜୀବନ ଶୁଦ୍ଧତା ରେ ପରିପୂର୍ଣ୍ଣ ରହି ଥାଏ ଯାହା ସେମାନଙ୍କୁ ମୃତ୍ୟୁ ପୂର୍ବରୁ ଏବଂ ମୃତ୍ୟୁ ପରେ ତୃପ୍ତି ପ୍ରଦାନ କରି ଥାଏ |
ତେଣୁ ଏହାକୁ ସାତ୍ତ୍ଵିକ ଭୋଜନ ବୋଲି କୁହା ଯାଏ |ତେବେ ବନ୍ଧୁମାନେ ଯଦି ଆମେ ଭଗବତ ଗୀତା ର ଏହି ଶ୍ଳୋକ କୁ ମାନିବା ତେବେ ଆମ ହିନ୍ଦୁ ଧର୍ମ ରେ ସାତ୍ତ୍ଵିକ ଭୋଜନ କୁ ଶ୍ରେଷ୍ଠ ବୋଲି ମନା ଯାଇଛି |ଏହା ପରେ ଛଡା ଗୀତା ର ଏକ ଶ୍ଳୋକ ରେ ଅଛି ଯେଉଁ ଶାକାହାରୀ ଭୋଜନ ଅତ୍ୟଧିକ ଗରମ ହୋଇଥାଏ ଅତ୍ୟଧିକ ଖଟା ହୋଇଥାଏ ,ଲୁଣିଆ କିମ୍ବା ଅତ୍ୟଧିକ ମସଲା ଯୁକ୍ତ ହୋଇ ଥାଏ କିମ୍ବା ତିଆରି କରା ହୋଇଥାଏ ,ତେବେ ସେହି ଭୋଜନ ରଜସ୍ଵୀ ଗୁଣ ଭୋଜନ ହୋଇ ଥାଏ |ଏପରି ଭୋଜନ କୁ ମଣିଷ ନିଜର ଭୋକ ଶାନ୍ତ କରିବା ପାଇଁ ନୁହେ ବରଂ ନିଜର ଲାଳସା ,ସ୍ଵାଦ ଓ ଇଚ୍ଛା କୁ ପୂରଣ କରିବା ପାଇଁ ଖାଇ ଥାଏ |
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ