ଦର୍ଶକବନ୍ଧୁ ଏକ ଘୁଷୁରୀ ଛୁଆ ମଣିଷ ମୁହଁ ନେଇ ଜନ୍ମ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ମଣିଷ ମୁହଁ ନେଇ ଜନ୍ମ ହୋଇଥିବା ଘୁଷୁରୀ ଛୁଆ ଅନ୍ୟ କିଛି ଘୁଷୁରୀ ଛୁଆ ଙ୍କ ସହ ଜନ୍ମ ହୋଇଥିଲେ ମଧ୍ୟ ତା ଶରୀରରେ ହିଁ ପରିବର୍ତନ ଦେଖା ଦେଇଛି | ମଣିଷ ଭଳି ଆଖି ରହିବା ସହ ମୁହଁ ମଧ୍ୟ ମଣିଷ ଭଳି ଦେଖା ଯାଉଛି ତେବେ ଘୁଷୁରୀ ଛୁଆ ଏଭଳି ଜନ୍ମ ହେବ ପଛରେ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି |
ଦକ୍ଷିଣ ଆମେରିକାରେ ଅଧିକ ପରିମାଣରେ କୀଟନାଶକ ବେବହାର କରାଯାଉଥିବା ହେତୁ ଘୁଷୁରୀ ଛୁଆର ଶରୀର ରେ ଏଭଳି ପରିବର୍ତନ ଆସିଥିବା ଚର୍ଚ୍ଚା ହେଉଛି | ମାନବ ଚେହେରା ବିଶାଳ ଆଖି ଏବଂ କେଶ ସହିତ ଜନ୍ମ ଗ୍ରହଣ କରିଛି ଘୁଷୁରୀ ଛୁଆ | ଘୁଷୁରୀର କିଛି ଫୋଟ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲେ ହେବାରେ ଲାଗିଛି ଯେଉଁଥିରେ ଜଣେ ଲୋକ ଘୁଷୁରୀ ଛୁଆକୁ ହାତରେ ଧରିଥିବା ଦେଖା ଯାଉଛି |
ଘୁଷୁରୀର ରଙ୍ଗ ଧୂସର ହୋଇଥିଲା ବେଳେ ତାର ମଣିଷ ଭଳି ଜିଭ ରହିଥିବା ଦେଖା ଯାଇଛି ତେବେ ଏଭଳି ଭିଡ଼ିଓ ଟୁଇଟର ରେ ଭାଇରାଲ ହେବା ପରେ ଜଣେ ବେବହାର କାରି ଲେଖିଛନ୍ତି ଏହା ସ୍ପଷ୍ଟ ଭାବରେ ଏକ ପରିବର୍ତନ ଯଦି କତୃପକ୍ୟ ପଶୁ ପାଖି ମାନଙ୍କର ଜିନି ଉପରେ ଧ୍ୟାନ ନଦିଆଯାଏ ତେବେ ଏହା ଭୟଙ୍କର ହେବ ଆଉ ଜଣେ ବେବହାର କରି ଲେଖିଛନ୍ତି ଯେଉଁ ଜାଗାରେ ଏହି ଘୁଷୁରୀ ଛୁଆ ଜନ୍ମ ନେଇଛି ସେହି ଜାଗାରେ ଖାଦ୍ୟ ଏତେ ଖରାପ ଯେ ପଶୁ ମାନଙ୍କୁ ମଧ୍ୟ ସୁସ୍ତ ସମତାନ ଜନ୍ମ ହେବା ପାଇଁ ପର୍ଯ୍ୟାପ୍ତ ପରିମାଣର ଭିଟାମିନି ମିଳିପାରୁ ନାହଁ ତେବେ ଏହି ଖବର ଟି ସୋସିଆଲ ମିଡିଆରେ ଖୁବୁ ଭାଇରଲ ହେବାରେ ଲାଗିଛି |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …