ବନ୍ଧୁଗଣ ଵାସ୍ତୁ ଶାସ୍ତ୍ର ରେ ଭଗବାନ ଶ୍ରୀ କୃଷ୍ନ କହିଛନ୍ତି ଆପଣ ନିଜ ଘରେ ଏହି ସବୁ ଚିତ୍ର ଫୋଟ ଲଗାଇଲେ ଧନର ବର୍ଷା ହୋଇଥାଏ ଧନ ସମ୍ପତି ବୃଦ୍ଧି ହେବା ସହିତ ସୁଖ ଶାନ୍ତି ତଥା ସୁଖ ଜୀବନ ପାଇପାରିବେ ଆସନ୍ତୁ ଜାଣିବା ସେହି ସବୁ ସମ୍ବଧରେ ସମ୍ପୂର୍ଣ ବିବରଣୀ | ସମୁଦ୍ର କୂଳରେ ଦୌଡୁଥିବା 7ଟି ଧଳା ଘୋଡାର ଫୋଟ ବାସ୍ତୁ ଶାସ୍ତ୍ର ଅନୁଯାଇ ଆପଣ ଏହି ଭଳି ଫୋଟ ଚିତ୍ର ନିଜ ଘରେ ଅଥବା ଅଫିସିରେ ନିଶ୍ଚୟ ଲଗାନ୍ତୁ 7ଟି ଘୋଡାର ମହତ୍ୱ ଆମ ହିନ୍ଦୁ ଧର୍ମର ପୁରାଣରେ ବିଶେଷ କରି ରହିଅଛି ସୂର୍ଯ୍ୟ ଦେବଙ୍କର 7ଟି ଧଳା ଘୋଡା ରହିଅଛନ୍ତି ମାନ୍ୟତା ଅଛି ଏହା ଶୁଭର ପ୍ରତିକ ଅଟେ |
ଯଶୋଧା ମାତାଙ୍କ ସହିତ ଶ୍ରୀ କୃଷ୍ନଙ୍କ ଫୋଟ ଗର୍ଭ ବତି ମହିଳାଙ୍କ କୋଠରୀରେ ସୁନ୍ଦର ବିଚାର ସହିତ ପରିବେଶ ନିମନ୍ତେ ଆପଣ ମାତା ଯଶୋଧା ଙ୍କ ସହିତ ଵାଲା କୃଷ୍ନ ଫୋଟ ଲଗାନ୍ତୁ ଏହା ଫଳରେ ମହିଳା ଏବଂ ସନ୍ତାନ ନିମନ୍ତେ ବହୁତ ଶୁଭ ଦାୟକ ଅଟେ | ରାମ ଦରବାର ଫୋଟ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଘରେ ସର୍ବଦା ପ୍ରେମ ସମ୍ପର୍କ ଭରି ରହୁ ଏବଂ ଭାଇ ଭାଇ ମଧ୍ୟରେ ଆତ୍ମାହୀତା ଲାଗିରହିଥାଉ ତେବେ ଆପଣଙ୍କ ଘରେ ନିଜ ରାମଙ୍କ ଦରବାର ଫୋଟ ଲଗାନ୍ତୁ |
ଫଉଠିଥିବା ଫୁଲର ଫୋଟ ଯଦି ଆପଣ ମନ ସର୍ବଦା ବିଚଳିତ ରହୁଥାଏ ଅଥବା ମନରେ କୌଣସି ପ୍ରକାରର ଭୟ ଥାଏ କିମ୍ବା ଆପଣଙ୍କ ମନ କୌଣସି କାର୍ଯ୍ୟରେ ଲାଗୁନଥାଏ ତେବେ ଆପଣ ରୋଷେଇ ଘରେ ଫୁଟିଥିବା ଫୁଲ ତୋଡାର ଫୋଟ ଚିତ୍ର ଲଗାନ୍ତୁ | ରାଧା କୃଷ୍ନଙ୍କର ଯୁଗଳ ଫୋଟ ବିବାହିତ ସ୍ୱାମୀ ସ୍ତ୍ରୀଙ୍କର କୋଠରୀରେ ଭଗବାନ ଶ୍ରୀ କୃଷ୍ନଙ୍କ ସହିତ ରାଧା ରାଣୀଙ୍କ ଫୋଟ ଅବଶ୍ୟ ଲଗାନ୍ତୁ ଏହା ଦ୍ୱାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରେମର ସମ୍ପର୍କ ଘନିଷ୍ଟ ହୋଇଥାଏ |
Check Also
ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |
ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …