Breaking News

ଘୋଷଣା ହେଲା ଦଶମ ବୋର୍ଡ଼ ପରୀକ୍ଷାର ରେଜଲ୍ଟ, ଦେଖନ୍ତୁ ଏହି ତାରିଖରେ ପ୍ରକାଶ ପାଇବା ଦଶମ ପରୀକ୍ଷା ରେଜଲ୍ଟ !

ଯାହାକି ଆମ ରାଜ୍ୟରେ ମାଟ୍ରିକ ଫଳ କୁ ନେଇ ଆସୁଛି ଆଉ କିଛି ବଡ଼ ସୂଚନା ଫୁଣି ଆସିଲା ମାଟ୍ରିକ ପରୀକ୍ଷା ଫଳ ଫାଇନାଲ ଡେଟ ଯେମିତି କି ଆପଣ ମାନେ ସମସ୍ତେ ଜାଣିଥିବେ ପୂର୍ବ ସୂଚନା ମୁତାବକ ଯାହାକି ଜୁନୁ 29 ତାରିଖ ଆଜିର ଦିନରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ନେଇ ଥିଲା ଯାହାକି ଗଣ ଶିକ୍ଷା ମନ୍ତ୍ରୀ ସମୀରେଞ୍ଜର ଦାସ ଗସନ କରିଥିଲେ ଯେ ଜୁନୁ ମାସ ସେ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବାର ଥିଲା ତେବେ ଏହି ତାରିଖକୁ ଫୁଣି ଥରେ ଘୁଞ୍ଚାଇ ଦିଆଯାଇଛି | କେବେ ସୁଦ୍ଧା ମାଟ୍ରିକ ରେଜଲ୍ଟ ବାହାରିବା କଣ ରହିଛି ଛାତ୍ର ଛାତ୍ରୀ ନିହାତି ଭାବରେ ଜାଣି ରଖନ୍ତୁ |

ତେବେ ମାଟ୍ରିକ ରେଜଲ୍ଟ କୁ ଅପେକ୍ଷା କରିଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଛି ବଡ଼ ଖବର ଯାହା ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ବୋଲି ବିଦ୍ୟାଳୟ ଓ ଗାଁ ଶିକ୍ଷା ମନ୍ତ୍ରୀ ସମିରଞ୍ଜନ ଦାସ ସୂଚନା ଦେଇଛନ୍ତି ତେବେ ରେଜଲ୍ଟ କୁ ନେଇ ବୋଡ଼ କତୃପକ୍ୟ ସହ ଆଲୋଚନା ହୋଇଛି ବୋଲି ସେ ମଧ୍ୟ କହିଛନ୍ତି ଯାହା ପକ୍ରିୟା ରହିଛି ଏହାକୁ ଶୀଘ୍ର ସାରିବାକୁ ଗଣ ଶିକ୍ଷା ମନ୍ତ୍ରୀ ଶୀଘ୍ର ନିଦେଶ ଦେଇଛନ୍ତି | ତେବେ ସୂଚନା ଯୋଗ୍ୟ ଚଳିତ ବର୍ଷା 5 ଲକ୍ଷରୁ ଅଧିକ ଛାତ୍ର ଛାତ୍ରୀ ମତରିକି ପରୀକ୍ଷା ଦେଇଛନ୍ତି | ଅଫଲାଇନି ମାଧ୍ୟମରେ ମାଟ୍ରିକ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେଇଥିଲେ |

ତେବେ ମାଟ୍ରିକ ପରୀକ୍ଷା ଏପ୍ରିଲ 29 ରୁ ମେ 7 ତାରିଖ ପର୍ଯ୍ୟନ୍ତ ଚାଲିଥିଲା ତେବେ ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିବାରୁ ବିବାଦ ମଧ୍ୟ ଚାଲିଥିଲା ଏହା ମଧ୍ୟ ସମୀକ୍ଷା କରିବାକୁ ନିଦେଶ ଦେଇଛି ଗଣଶିକ୍ଷା ବିଭାଗ ଏହା ସହିତ ଆସ କରାଯାଉଥିଲା ଯାହାକି ଜୁନ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ | କିନ୍ତୁ ଏଥର ନୂଆ ପରୀକ୍ଷା ଵେବସ୍ତାରେ ଫଳ ପ୍ରସ୍ତୁତି ବିଳମ୍ବ ହେଉଛି ଏହାରି ମଧ୍ୟରେ ଜୁନ ଶେଷ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମିରଞ୍ଜନ ଦାସ ସୂଚନ ଦେଇଥିଲା ବେଳେ ତାହାକୁ ଏବେ ପରିବର୍ତନ କରି ଯାହା ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ବୋଲି ଗଣମାଧ୍ୟମକୁ ଆଶା ଦେଖାଇଛନ୍ତି |

ଖାତା ଦେଖା ଟେବୁଲେସୋନା ସାରି ଚୂଡାନ୍ତ ଫଳ ପ୍ରକାଶ ପାଇଁ processing ଜାରି ରହିଛି ପରୀକ୍ଷା ଫଳକି କିପରି ସମ୍ପୂର୍ଣ ନିରୀଭୁଲୁ କରାଯିବ ସେଥିପାଇଁ ମଧ୍ୟ ବନ୍ଧବସ୍ତ ହୋଉଛି ଆମେ ଆସ କରୁଚୁ ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ମାଟ୍ରିକ ରେଜଲ୍ଟ ଝାଙ୍କି ପରୀକ୍ଷା ଫଳ ପ୍ରକାଶ ପାଇବ କେବେ ଫାଇନାଲ ତାରିଖ ପ୍ରକାଶ ପାଇବ ହେଲେ ଆପଣ ମାନେ ଜାଣିଥାନ୍ତୁ ଯାହାକି ଜୁଲାଇ ଶେଷସୁଦ୍ଧା ଆପଣଙ୍କର ରେଜଲ୍ଟ ଯାହାକି ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇପାରେ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.