Breaking News

ଘୋଡା ନାଲକୁ ଘରର ଏହି ଜାଗାରେ ଭୁଲରେ ବି ଲଗାନ୍ତୁ ନାହିଁ, ନହଲେ ସାରା ଜୀବନ ଭିକ ମାଗିବାକୁ ପଡିଥାଏ !

ଆପଣ ଅନେକ ଘରେ ଘୋଡ଼ା ନାଲ ଟଙ୍ଗା ଦେଖିଥିବେ ଆପଣ କଣ ଜାଣନ୍ତି କି ଘୋଡ଼ା ନାଲ ଦ୍ଵାରା ଆପଣଙ୍କର ବୋହୁତ ଲାଭ ହୋଇଥାଏ | ଯଦି ଆପଣଙ୍କ ଘରେ ଧନ ନାହିଁ | ଘରେ ସବୁବେଳେ ଅସୁବିଧା ଦେଖାଦେଉଛି | ଲୋକଙ୍କ ଖରାପ ନଜର ର ପ୍ରଭାବ ବା ନକରାତ୍ମକତା ବଢୁଛି ତେବେ ଘୋଡ଼ା ନାଲ ଆପଣଙ୍କୁ ଏହି ସମସ୍ତ ସମସ୍ୟା ରୁ ଦୂରେଇ ଦେଇପାରିବ | ଆସନ୍ତୁ ଜାଣିବା ଘୋଡ଼ା ନାଲ ର ଉପକାରିତା ବିଷୟ ରେ ବଜାର ରୁ ଘୋଡ଼ା ନାଲ ଆଣି ନାଲି କପଡା ରେ ଗୁଡ଼ାଇ ଗୋଟିଏ ଦିନ ରଖିବା ପରେ ଘରର ମୁଖ୍ୟ ଦ୍ଵାରା ରେ ଲଗାନ୍ତୁ |

ଅନ୍ୟ କେଉଁଠି ବାନ୍ଧିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅଶୁଭ ଅଟେ | ଏହା ଦ୍ଵାରା ଘରେ ସକରାତ୍ମକତା ଉର୍ଜା ବାସ କରେ ଓ ଗୃହ ରେ ଶୁଖ ସମ୍ବୃଧି ଆସିଥାଏ | ଯଦି ଆପଣଙ୍କ ଘରେ ନକାରାତ୍ମକତା ବଢ଼ି ଚାଲିଛି ଘର ଲୋକ ଙ୍କ ମଧ୍ୟରେ କଳି ଲାଗୁଛି ଓ ଘରେ ଧନ ର ଅଭାବ ଦେଖାଦେଉଛି ତେବେ ଆପଣ କଳା ଘୋଡ଼ା ର ନାଲ ଆଣୀ କୁକୁମ ବା ତିଲକ ଲଗାନ୍ତୁ ଓ ଏହାକୁ ଓଲଟା u ଶବ୍ଦ ପରି କରି ନରଖି ଏହାର ମଧ୍ୟ ଭାଗ ରେ ଛୋଟ ଆଇନା ଲଗାଇ ଦେବେ ତେବେ ଘରେ ଥିବା ସମସ୍ତ ନକାରାତ୍ମକ ଉର୍ଯା ଘର ଛାଡି ପଳାଇବେ | କଳା ଘୋଡ଼ା ର ନାଲ ରେ ଆଇନ ଲଗାଇବା ସବୁଠାରୁ ଶୁଭ ବୋଲି ମାନାଯାଇଛି |

କୁହାଯାଏ ଏହା ଦ୍ଵାରା ଘରେ କୌଣସି ବ୍ୟକ୍ତି ର ଖରାପ ପ୍ରଭାବ ପଡ଼ିବ ନାହିଁ ଯଦି ଆପଣଙ୍କ ଘରେ କୁଦ୍ରୁଷ୍ଟି ପଡୁଛି କିମ୍ବା ଆପଣଙ୍କ ଘର ଲୋକ କୁ ବସ ରେ ରଖିବାକୁ ଚାହୁଁଛି ତେବେ ଶନିବାର ଦିନ ଘୋଡ଼ା ନାଲ ନିଅନ୍ତୁ ଏବଂ ଏଥିରେ କଳା ସୁତା ବାନ୍ଧି ନଜର ଲାଗିଥିବା ବ୍ୟକ୍ତି ର ଉଚ୍ଚତା ଅନୁସାରେ କାଟିଦିଅନ୍ତୁ | ତାହାପରେ ସେହି ସୁତା ପୁଅରେ ୮ ଟି ଗଣ୍ଠି ପକାଇଦୁଅନ୍ତୁ। ଏବଂ ନାଲ ଟିକୁ କେଉଁଠୀ ଗୋଟେ ବାନ୍ଧି ଦିଅନ୍ତୁ।ଏହାଦ୍ବାରା କୁଦୃଷ୍ଟୀ ର ପ୍ରଭାବ ନଷ୍ଟ ହୋଇଯିବ ଯଦି ଆପଣଙ୍କ ବ୍ୟାପାର ଚଲୁନାହିଁ ଓ ସେଥିରେ କ୍ଷତି ହଉଛି ତେବେ ନିଜ ଦୋକାନ ବାହାରେ ଘୋଡ଼ା ର ନାଲ ନିଶ୍ଚିନ୍ତ ପ୍ରୟୋଗ କରନ୍ତୁ |

ଏହା ଦ୍ଵାରା ଆପଣଙ୍କର ଦଳନ ପ୍ରାପ୍ତି ବଢିଯିବ ଯଦି ଘରେ କ୍ଳେଶ ର ମହୋଲ ବନିଚଳିଚି ତେବେ ଏପରି ସମୟ ରେ ସମ୍ଭାବ୍ୟ ଶନିଦେବା ଙ୍କ କୁଦୃଷ୍ଟି ଆପଣଙ୍କ ଉପରେ ପଡୁଛି ତେବେ ଏଥିରୁ ବଞ୍ଚିବା ପାଇଁ ଶନିବାର ଦିନ ସୋରିଷ ତେଲ ରେ କଳା ତିଲକ ମିଶାଇ ଦ୍ଵାରା ରେ ଲାଗିଥିବା ଘୋଡ଼ା ନାଲ ରେ ଲଗାନ୍ତୁ | ଏହା ଦ୍ଵାରା ଶନିଦେବ ଙ୍କ କୋପଦୃଷ୍ଟି ଦୂର ହୋଇଥାଏ |

About odisha news

Check Also

ଏହି ଡ଼ିସେମ୍ବର ମାସ ଆରମ୍ଭରୁ ଏହି ରାଶି ମାନଙ୍କୁ ମିଳିବ ପୁଳା ପୁଳା ଟଙ୍କା ଦେଖନ୍ତୁ ଆପଣଙ୍କ Rasi ଅଛିକି !

ନମସ୍କାର ବନ୍ଧୁଗଣ ଆଜି ଆମେ ଜାଣିବା ସେହି ରାଶି ମାନକର ବିଷୟରେ ଯାହା ର ଭାଗ୍ୟ ଏବେ ସମ୍ପୂର୍ଣ ଭାବରେ …

Leave a Reply

Your email address will not be published.