Breaking News

ଘନଉଛି ସାଂଘାତିକ ଯୁଦ୍ଧ ସ୍ଥିତି, ୟୁକ୍ରେନକୁ ଅଧିକ ବିମାନ ପଠାଇବ ଭାରତ !

ଦର୍ଶକ ବନ୍ଧୁ ୟୁକ୍ରେନକୁ ଅଧିକ ବିମାନ ପଠେଇବ ଭାରତ ଆତଙ୍କିତ ନହେବାକୁ ଦିଆଗଲା ପରାମର୍ଶ ଆସନ୍ତୁ ଜାଣିବା ସମ୍ଭାବିତ ଯୁଦ୍ଧକୁ ନେଇ କଣ ରହିଛି ରହସ୍ୟ | ଦର୍ଶକବନ୍ଧୁ ସଂଭାଗ୍ୟ ଭିତରେ ରହୁଥିବା ୟୁକ୍ରେନ ଭାରତୀୟ ମାନଙ୍କୁ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ଭାରତ ସରକାର ସେହିଠାରେ ଥିବା ଭରତୀୟଙ୍କୁ ଫେରେଇ ଆଣିବାକୁ ଅନେକ ବିମାନ ପଠେଇବା ପାଇଁ ଯୋଜନା କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି |

ଋଷ ଓ ୟୁକ୍ରେନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚି ଇଜ୍ରାଇଲ ଋଷୁ ସୀମାନ୍ତ ଅଞ୍ଚଳରେ ବିପୁଳ ଯୁଦ୍ଧ ଅସ୍ତ୍ର ଓ ଯବାନ ମୁତୟନ କରିଛି ଯେକୌଣସି ସମୟରେ ଋଷୁ ଆକ୍ରମଣ କରିବାର ସମ୍ଭାବନା ଥିବାରୁ ଭାରତ ସରକାର ନିଜ ଦେଶର ନାଗରିକ ଓ ଶିକ୍ଷାତ୍ରୀଙ୍କୁ ତାଙ୍କୁ ଦେଶକୁ ଫେରେଇ ଆଣିବାକୁ କହିଛନ୍ତି ଏହାକୁ ନେଇ ସେମାନେ ଆତଙ୍କିତ ହେଇଛନ୍ତି |

ବିମାନ ଟିକେଟ ନ ମିଳିବାରୁ ସେ ଚିନ୍ତାରେ ଅଛନ୍ତି ଏହାକୁ ନେଇ ଖବର ମିଳିବା ପରେ ଭାରତ ସରକାର ସାମନ୍ତଙ୍କୁ ଆଷୋତି ରହିବାକୁ ପରାମର୍ଶ ଦେଇଛନ୍ତି | ସେହିପରି ଋଷୁ ସୀମାରେ ମୁତୟନ କରିଥିବା ଯବାନ ଓ ଯୁଦ୍ଧ ଅସ୍ତ୍ରକୁ ପ୍ରତିହାର କରିବାର ଖବର ମିଳିଛି | କୌଣସି ହମଲାର ଉଦ୍ଦେଶ୍ୟ ରଖି ଋଷୁ ସୀମାରେ ଯବାନଙ୍କର ସଂଖ୍ୟା ବୁଦ୍ଧି କରିନଥିଲା ଓ ଯୁଦ୍ଧ ଡ୍ରିଲି କରାଯାଉଥିଲା ବୋଲି କୁହାଯାଇଛି |

ଏବେ ଡ୍ରିଲି ଶେଷ ହୋଇଛି ଯବାନ ମାନେ ତାଙ୍କ ସ୍ଥାୟୀ ବେଶେକୁ ଫେରୁଥିବାର ମସ୍କ ପକ୍ଷରୁ ଘୋଷଣା କରାଯାଇଛି | ତଥାପି ସମ୍ଭାବ୍ୟ ବିପଦ ଟଳି ନଥିବାରୁ ସମସ୍ତେ ଆଶା ଆଶଙ୍କାରେ ରହିଛନ୍ତି ଆଜି ୟୁକ୍ରେନରେ ଥିବା ଭରତୀୟଙ୍କୁ ଟୁଇଟି କରି କୁହାଯାଇଛି ଲୋକମାନେ ଭାରତ ଫେରିବାକୁ ପର୍ଯ୍ୟାପ୍ତ ବିମାନ ଟିକଟ ପାଉନଥିବା ଖବର ମିଳିଛି ଲୋକମାନେ ଆତଙ୍କିତ ହୁଅନ୍ତୁ ନାହିଁ |

କାରଣ ୟୁକ୍ରେନକୁ ଅଧିକରୁ ଅଧିକ ବିମାନ ପଠେଇବା ପାଇଁ ଯୋଜନା କରାଯାଉଛି ଭାରତୀୟଙ୍କ ପାଇଁ 24 ଘଣ୍ଟିୟା ବିମାନ ପାଠ ଯାଉଛି ଏବଂ ହେଲ୍ପ ଲାଇନି ନମ୍ବର ଜାରି କରାଯାଇଛି | ତେବେ ୟୁକ୍ରେନକୁ କେବେ ଅତିରିକ୍ତ ବିମାନ ଯିବା ଆରମ୍ଭ ହେବ ସେ କଥା କୁହାଯାଇନାହିଁ କେବଳ ଉପଯୁକ୍ତ ସମୟରେ ବିମାନ ସୀମା ସମୟରେ ତଥ୍ୟ ଦିଆଯିବ ବୋଲି କୁହାଯାଇଛି | |

ବର୍ତ୍ତମାନ ସମୟରେ ଏକ ନୂଆ ଖର ଆଖି ସାମନାକୁ ଆସୁଛି ୟୁକ୍ରେନର ଯୁଦ୍ଧର ଆଶଙ୍କା ଆସୁଛି ଭାରତ ସରକାର ଭରତୀୟ ମାନଙ୍କୁ ଚିନ୍ତା ନକରିବାକୁ କହିଛନ୍ତି ଏବଂ ଭରତୀୟଙ୍କୁ ଉଦ୍ଧାର ପାଇଁ ବିମାନର ମଧ୍ୟ ବ୍ୟବସ୍ଥା କରାଯାଇଛି।

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.