Breaking News

ଘଟଣାଟି ଜାଣିଲେ ଆଶ୍ଚର୍ଯ୍ୟ ହେବେ, କୋରନା ଆକ୍ରାନ୍ତ ଶାଶୁ ନିଜ ବୋହୁ କୁ କୁଣ୍ଢାଇ ଧରି କରାଇଲେ କୋରନା ସଂକ୍ରମିତ !

ସାରା ଦେଶରେ କୋରନା ପାଇଁ ଲୋକେ ଭୟବିତ। ସଂକ୍ରମଣ ବି ଦିନକୁ ଦିନ ବଢ଼ିବାରେ ଲାଗିଚି। ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ରେ ଲୋକେ ପୋକ ମାଛି ପରି ମ- ରୁ- ଛ- ନ୍ତି। ଏ ରୋଗ କମିବାର ନାଁ ହିଁ ଧରୁନି ଏହିସବୁ ଭିତରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ହଁ ଆଜ୍ଞା ତେଲେଙ୍ଗାନା ର ସୋମାରିପେଟା ଗାଁ ରେ ଘଟିଛି ଏମିତି ଏକ ଘଟଣା। ସେହି ଗାଁ ରେ ରହୁଥିବା ଏକ ପରିବାରରେ ଜଣେ ବୃଦ୍ଧ ଲୋକ କୋରନାରେ ସଂକ୍ରମିତ ହୋଇ ଗୋଟିଏ ଘରେ ଆଇସଲେସନ ରେ ରହୁଥିଲେ।

ଘରେ ତାଙ୍କର ତାଙ୍କ ବୋହୁ ଏବଂ ଛୋଟ ନାତୁଣୀ। ଶାଶୁ ଙ୍କୁ କୋରନା ହେବାଯୋଗୁଁ ବୋହୁ ଦୂର ରେ ରହି ସବୁ ଖାଇବା ଦିଏ ନାତୁଣୀ କି ସେ ଘର ପାଖକୁ ବି ଛାଡେନି ଏହି ସବୁ ଭିତରେ ବୁଢ଼ୀ ଲୋକ ଜଣଙ୍କ ବିରକ୍ତ ହୋଇଯାଇଥିଲେ ଏବଂ ବୋହୁ ର ଏମିତି ଵ୍ୟଵହାର ରେ ବହୁତ ରାଗି ଯାଇଥିଲେ। ସେ ବୋହୁ କୁ ବହୁତ ଅଭିଶାପ ବି ଦେଉଥିଲେ ଯେମିତିକି ମୁଁ ଯେମିତି କଷ୍ଟ ପାଉଛି ତୁ ବି ପାଇବୁ। ଏମିତି ସବୁ ଭିତରେ ଏମିତି ଦିନକର କଥା ବୋହୁ ଟି ଶାଶୁ କୁ ଖାଇବା ଦେବାପାଇଁ ଯାଇଥାଏ ଏତିକି ବେଳେ ଶାଶୁ ଜଣକ ସୁଯୋଗ ଉଣ୍ଡି ବୋହୂକୁ ଜୋରରେ କୁଣ୍ଡାଇ ଧରିଲେ ଆଉ ଛାଡିଲେନି।

ତାପରେ ମହିଳା ଜଣକ ଦଉଡି ଯାଇ ଗୋଟେ ଘରେ ଦୁଆର ଦେଇ ରହିଲେ ତା ପରେ କିଛି ଦିନ ପରେ ଯେତେବେଳେ ତାଙ୍କର କୋରନା ଟେଷ୍ଟ ହେଲା ସେତେବେଳ ତାଙ୍କର ବି ପଜେଟିଭ ବାହାରିଲା।ଏହାପରେ ମହିଳା ଜଣଙ୍କ ଭଉଣୀ ତାଙ୍କୁ ନେଇ ଏବେ ନିଜ ଘରେ ଚିକିଶ୍ଚିତ କରାଉଛନ୍ତି। ଖବର ରୁ ଯାହା ଜଣାପଡିଛି ମହିଳା ଜଣଙ୍କ ସ୍ଵାସ୍ତ୍ୟ ରେ କିଛି ଟା ସୁଧାର ଆସିବା ସହ ଶାଶୁ ଙ୍କ ଅବସ୍ଥାରେ ବି କିଛି ଟା ସୁଧାର ଆସିଛି। ଘଟଣାଟି ସତରେ ଅତି ନିନ୍ଦନୀୟ। ରୋଗ ତ ଆସିଚି ଏଥିପାଇଁ ଧର୍ଯ୍ୟ ନ ରଖିଲେ କେମିତି ହେବ।ଟଏଣୁ ସମସ୍ତେ ଧର୍ୟ୍ଯ ର ସହିତ ଏ ରୋଗର ମୁକାବିଲା କରିବା ଉଚିତ ଏମିତି ଅଧର୍ୟ୍ଯ ହେଲେ ଏ ଶାଶୁ ବୋହୁଙ୍କ ପରି ଅବସ୍ଥା ଆପଣଙ୍କର ବି ହୋଇପାରେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *