Breaking News

ଘରେ ରଖିଛନ୍ତି କି ଶଙ୍ଖ ? ତେବେ ଜାଣିରଖନ୍ତୁ ଏହି ଭୟଙ୍କର କଥା !

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ଶଙ୍ଖ ର ଅନେକ ମହତ୍ତ୍ଵ ରହିଛି | ପ୍ରତେକ ଲୋକ ଙ୍କ ଘରେ ଶଙ୍ଖ ଟିଏ ନିଶ୍ଚିନ୍ତ ଥିବ କିନ୍ତୁ ଶଙ୍ଖ କି ଆଣି ସମିତି ରଖିପାରିବା ନାହିଁ | ତାହାର ଅନେକ ନିୟମ ରହିଛି ଯାହାକୁ ପାଳନ କରିବା ଆବଶ୍ୟକ | ଯଦି ଆପଣ ଏହି ନିୟମ ନ ମାନିବେ ଆପଣଙ୍କ ଘରେ ଅନେକ ଅଶାନ୍ତି ଓ ଦୁଃଖ ଅସିଯାଇଥାଏ | ଭଗବାନ ବିଷ୍ଣୁ ଙ୍କ ପ୍ରିୟ ବସ୍ତୁ ହେଲା ଶଙ୍ଖ |

ଆପଣ ଦେଖିଥିବେ କି ଭଗବାନ ବିଷ୍ଣୁ ଙ୍କ ହାତରେ ସର୍ବଦା ଶଙ୍ଖ ଶୋଭା ଦେଇଥାଏ ଏହା ଛଡା ଯଦି କୌଣସି ପୂଜା ରେ ଶଙ୍ଖ ନ ଆସିଥାଏ ତେବେ ସେହି ପୂଜା କୁ ଅଧା କିମ୍ବା ଅସମ୍ପୂର୍ଣ୍ଣ ମନାଯାଇଥାଏ | ଘରେ ଶଙ୍ଖ ବଜାଇବା ଦ୍ଵାରା ନକାରାତ୍ମକ ଉର୍ଜ ଦୂର ହୋଇଥାଏ | ସନ୍ଧ୍ୟା ସମୟ ରେ ନକାରାତ୍ମକ ଶକ୍ତି ରେ ଉର୍ଷ ଅଧିକ ହୋଇଯାଇଥାଏ | ତେଣୁ ସର୍ବଦା ସନ୍ଧ୍ୟା ରେ ପୂଜା ସମୟ ରେ ଶଙ୍ଖ ବଜାଯାଇଥାଏ | ଯାହା ଦ୍ଵାରା ନକାରାତ୍ମକ ଊର୍ଜ ଘର ପାଖକୁ ଆସେନାହିଁ |

ଶଙ୍ଖ ଯେତେବେଳେ ବଜାଯାଇଥାଏ ତାହା ୩ ଥର କିମ୍ବା ଅଧା ବଜାଯାଇଥାଏ | ଏହା କରିବା ଦ୍ୱାରା ଆପଣଙ୍କ ଘରେ ଶୁଭ ହୋଇଥାଏ | କିନ୍ତୁ ୩ ଥର କୁ ଅଶୁଭ ବିଚାର କରାଯାଏ ଏହାକୁ ସାଡେ ତିନିଥର ବଜାଇବା ଉଚିତ୍ଏ ହିପରି ଶଙ୍ଖ ବଜାଇବା ଦ୍ଵାରା ଆପଣଙ୍କ ଘରେ ସୁଖ ଓ ସମୃଦ୍ଧି ବଢ଼ିଥାଏ ଆଉ କେବେ ଅଧା ଖଣ୍ଡିଆ ଶଙ୍ଖ ବଜାଇବା ଉଚିତ୍ ନୁହେଁ |

ଯଦି ଆପଣଙ୍କର ଅଭ୍ୟାସ ନାହିଁ ତେବେ ବଜାନ୍ତୁ ନାହିଁ କେବେବି ସନ୍ଧ୍ୟା ସମୟ ରେ ଏହି ଭୁଲ କରନ୍ତୁ ନାହିଁ ଯଦି ସନ୍ଧ୍ୟା ସମୟ ରେ ଏହି ଭୁଲ କରନ୍ତି ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କରିବେ ନାହିଁ | ଏହା ଛଡା ଯଦି ଠାକୁର ଘରେ ଶଙ୍ଖ ନଥାଏ ତେବେ ମାତା ଲକ୍ଷ୍ମୀ ଙ୍କ କୃପା ପଡେନାହିଁ ମାନେ ରଖନ୍ତୁ ଶଙ୍ଖ କୁ ସର୍ବଦା ଉଚ୍ଚ ସ୍ଥାନ ରେ ରଖିବେ କେବେବି ତଳେ ରଖିବେ ନାହିଁ |

ଆପଣଙ୍କର ଯଦି ହୃଦୟ ରୋଗ ଓ ପେଟ ଜନିତ ସମସ୍ୟା ଥାଏ ତେବେ ଆପଣ ଶଙ୍ଖ ନିଶ୍ଚୟ ବଜାଇବା ଦରକାର ଶଙ୍ଖ ବଜାଇବା ଦ୍ଵାରା ଆପଣଙ୍କର ହୃଦୟ ଜନିତ ରୋଗ ଓ ପେଟରୋଗ ଭଲ ହେବ | ଯେପରି ଜନିତ ସମସ୍ୟା ଶଙ୍ଖ ଧରିବା ଦ୍ଵାରା ଆପଣ ପବିତ୍ର ହୋଇଯାଆନ୍ତି ଶଙ୍ଖ ପବିତ୍ରତା ର ପ୍ରତୀକ | କିନ୍ତୁ ଶଙ୍ଖ କୁ ଗାଧେଇସାରିବ ପରେ ଧରିବା ଉଚିତ୍ଏ |

ଏହା ଛଡା ମାତା ଲକ୍ଷ୍ମୀ ଙ୍କ ଅଶ୍ରିବଦ ପାଇବାକୁ ଘରେ ୨ ଟି ଶଙ୍ଖ ରଖନ୍ତୁ ଗୋଟିଏ ଶଙ୍ଖ ଠାକୁର ଘରେ ରଖନ୍ତୁ ଓ ଆଉ ଏକ ଶଙ୍ଖ ଦାର୍ଖିନ ବର୍ତ୍ତି ଶଙ୍ଖ ଏହି ଶଙ୍ଖ ଘରେ ଥିଲେ ଘର ସର୍ବଦା ଧନ ଜ୍ଞାନ ରେ ପରିପୂର୍ଣ୍ଣ ରହିଥାଏ ଓ ଶୁଭ ହୋଇଥାଏ ଓ ଶଙ୍ଖ ରେ ପାଣି ପୁରାଇ ପେଇଲେ ଆମର ୯୦% ରୋଗ ଭଲ ହୋଇଥାଏ ତେବେ ଘରେ ଶଙ୍ଖ କୁ ରଖନ୍ତୁ ଓ ତାର ପୂଜା କରିବା ସହ ତାକୁ ସମ୍ମାନ ମଧ୍ୟ ଦିଅନ୍ତୁ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.