ଦର୍ଶକବନ୍ଧୁ ପାରା ଏକ ଶାନ୍ତ ସ୍ଵଭାଵ ର ପକ୍ଷୀ ଅଟେ ଏହି କାରଣରୁ ଏଇ ପକ୍ଷୀକୁ ସମସ୍ତେ ପସନ୍ଦ କରି ଥାଆନ୍ତି ଆଉ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରତିଦିନ ଦାନା ଆଉ ପାଣି ମଧ୍ୟ ଦିଅନ୍ତି ଆସନ୍ତୁ ଜାଣିବା ଯଦି ଘରକୁ ପାରା ଆସନ୍ତି କିମ୍ବା ବସା ବାନ୍ଧି ରୁହନ୍ତି ତେବେ ଏହା ଶୁଭ ନା ଅଶୁଭ | ପ୍ରତ୍ୟେକ ମଣିଷ ପ୍ରତିଦିନ କଠିନ ପରିଶ୍ରମ କରିଥାଏ ଯାହା ଦ୍ୱାରା ସେ ତାର ନିଜର ଓ ପରିବାର ଲୋକଙ୍କ ଠିକ ଭାବରେ ଭରଣ ପୋଷଣ କରି ପାରିବ |
ବନ୍ଧୁଗଣ ପରିଶ୍ରମ ତ ସମସ୍ତେ କରିଥାନ୍ତି କାହାକୁ ଅଧିକ ଟଙ୍କା ମିଳିଥାଏ ତ କାହାକୁ କମ କାରଣ କେତେକ ଲୋକ ଦେଖିବେ ଯେଉଁମାନେ ପାଠ ପଢିବାରେ ଅଧିକ ତେଜ ଏବଂ ଅଧିକ ପରିଶ୍ରମ କରିଥାନ୍ତି ହେଲେ ସେମାନଙ୍କୁ ସଫଳତା ବହୁତ ଡେରିରେ ମିଳିଥାଏ |
କିନ୍ତୁ ଦର୍ଶକବନ୍ଧୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କମ ପରିଶ୍ରମ କରିଥାନ୍ତି ହେଲେ ବହୁତ ଉନ୍ନତି କରିଥାଆନ୍ତି | ଜୀବନରେ ସଫଳତା ଏବକୁ ହେଲେ ପରଶ୍ରମ କରିବା ସହ ଭାଗ୍ୟ ନିହାତି ଆବଶ୍ୟକ ଯଦି ପାରା ଘରକୁ ଯିବା ଆସିବା କରିଥାନ୍ତି କିମ୍ବା ଘରେ ବସା ବାନ୍ଧି ରହିଥାନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଘରକୁ ସୁଖ ଶାନ୍ତି ଓ ଉନ୍ନତି ମିଳିବାର ଅଛି |
ବନ୍ଧୁଗଣ ଆପଣଙ୍କୁ ଯଥା ଶୀଘ୍ର ଉନ୍ନତି ମିଳିବ କେତେକ ଲୋକ ପାରା ଘରକୁ ଆସିବା କିମ୍ବା ବସା କରିବା ବାସ୍ତୁଦୋଷ ବୋଲି କହିଥାନ୍ତି କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ | ଯଦି ଆପଣଙ୍କ ଘର ପାଖରେ କିମ୍ବା ଆପଣଙ୍କ ଘରେ ପାରାମାନେ ରହୁଛନ୍ତି ତେବେ ସେମାନଙ୍କୁ ପ୍ରଥମେ ଦାନା ଓ ପାଣି ଦିଅନ୍ତୁ ଏହା ଦ୍ୱାରା ଆପଣଙ୍କ ଭାଗ୍ୟରେ ଉନ୍ନତି ର ରାସ୍ତା ଖୋଲିଯାଇଥାଏ ଆପଣଙ୍କ ପରିବାରରେ ଖୁସିର ଲହରୀ କହେଇଯାଇଥାଏ