Breaking News

ଘରେ କିପରି ଏବଂ କେଉଁଠି ରଖିଲେ ( କଇଁଛ ) ହୋଇଥାଏ ଧନର ବର୍ଷା !

ବନ୍ଧୁଗଣ ଘର ଅଫିସି ଏବଂ ଦୋକାନର କେଉଁ ସ୍ଥାନ କେଉଁ ଦିଗ ଏବଂ କିପରି ରଖିବା ଦ୍ୱାରା ଘରେ ଧନ ସୁଖ ଶମୄତି ବୃଦ୍ଧି ପାଇବା ସହିତ ରୋଗ ଏବଂ ରୂଣରୁ ମୁକ୍ତି ଦେଇଥାଏ | ବନ୍ଧୁଗଣ ଧର୍ମ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ରରେ ଏହା ମାନ୍ୟତା ଅଛିକି କଇଁଛକୁ ଘରେ ରଖିବା ଏବଂ କଇଁଛ ପ୍ରତିମାକୁ ଘରେ ରଖିବା ଡର ଅତ୍ୟନ୍ତ ଶୁଭ ହୋଇଥାଏ ଯେଉଁ ଘରେ କଇଁଛ ରହିଥାଏ ସେହି ଘରେ ସାଧା ସର୍ବଦା ମା ଲକ୍ଷ୍ମୀ ବିରାଜ ମାନ କରିଥାନ୍ତି କାରଣ ଭଗବାନ ବିଷ୍ଣୁ ଙ୍କର ଏକ ଅବତାର ଏହି କଇଁଛ ଅଟେ ଭଗବାନ ବିଷ୍ଣୁ କାଇଁଚର ରୂପ ଧାରଣ କରି ସମୁଦ୍ର ମନ୍ଥନ ସମୟରେ ମଙ୍ଗରାଜ ପର୍ବତକୁ ପିଠିରେ ଧାରଣ କରିଥିଲେ ଏହା ଛଡା ସମୁଦ୍ର ମନ୍ଥନ ସମସ୍ତ ସମସ୍ୟା ଦୂର କରିଥିଲେ |

କଇଁଛ କିମ୍ବା କଇଁଛ ର ପ୍ରତୀକ ଘରକୁ ଆଣିବା ଦ୍ୱାରା କଣ ସବୁ ଲାଭ ମିଳିଥାଏ କଇଁଛ ହେଉ କିମ୍ବା କଇଁଛ ର ପ୍ରତୀକ ହଉ କେବେଳ ଗୁରୁବାର ଦିନ ଘରକୁ ଆଣିଲେ ଏବଂ ସ୍ଥାପନ କରିବା ଉଚିତି କୁହାଯାଇକି ଘରେ କଇଁଛ ରାକଗହଇ ତାକୁ ଖାଦ୍ୟ ଦେଇ ତାର ଯତ୍ନ ନେଲେ କଇଁଛ ଯେତେ ଯେତେ ବଢିଲେ ଘରୁ ସେତେ ସେତେ ଦୁଃଖ କଷ୍ଟ ଦୂର ହୋଇ ଧନ ସୁଖ ଶମୄତି ବୃଦ୍ଧି ପାଏ କିନ୍ତୁ ସମସ୍ତଙ୍କ ଘରେ କଇଁଛ ରଖି ପାଳନ କରିଆବ ଏତେଟା ସମ୍ଭବ ହୋଇନଥାଏ |

କଇଁଛ ଯେ କୌଣସି ଧାତୁ ର ହୋଇଥାଏ ନା କାହିଁକି ସେହି କଇଁଛକୁ ରଖିବାର ଦିଗ ହେଲା ଉତର ଦିଗ ପୂର୍ବ ଦିଗ ଏବଂ ଉତର ପୂର୍ବ କୋଣ ବା ସାନ୍ୟା କୋଣ ହୋଇଥାଏ ତା ଅଫିସି ହଉ ଦୋକାନ ହଉ ବା ଘରେ ହଉ ସେହି କଇଁଛର ମୁଖକୁ ମଧ୍ୟ ଉତ୍ତର ପୂର୍ବ କୋଣକୁ ରଖିପାରିବେ ଯେଉଁ ଦିଗରେ କବାଟ କିମ୍ବା ମୁଖ୍ୟ ଦ୍ୱାର ଥିବ ସେହି ଦିଗକୁ କଇଁଛ ର ମୁଖ କେବେବି ରଖିବେ ନାହିଁ କଇଁଛକୁ ରଖୁଥିବା ପାତ୍ରରୁ ସବୁଦିନ ପୁରୁଣା ପାଣି କାଢି ନୂଆ ପାଣି ରଖିବେ |

ବେବାସ୍ୟାର ଉର୍ନତି ପାଇଁ ବେବାଶ୍ୟରେ ଲୋକସନ ହେଉଥିଲେ ଏହାକୁ ଦୂର କରି ଉର୍ନତି ପାଇବା ପାଇଁ ମେଣ୍ଟାଲ ର କଇଁଛକୁ ମେଣ୍ଟାଲ ର ପାତ୍ର ରେ ପାଣି ଦେଇ ରଖିବା ଉଚିତି ହୋଇଥାଏ ଏହାକୁ ଦୋକାନ ଅଫିସି ଏବଂ ଘରେ ରଖି ପାରିବେ ଏପରି କରିବା ଦ୍ୱାରା ସମସ୍ତ ଧାନ ସମ୍ପତି ସମସ୍ୟା ଦୂରୀଭୂତ ହୋଇଥାଏ ଏବଂ କରଜ ଗ୍ରସ୍ତ ହୋଇଥିଲେ ମଧ୍ୟ ସମସ୍ତ କରଜରୁ ମୁକ୍ତି ହୋଇ ଧାନ ସୁଖ ଶମୄତି ପ୍ରାପ୍ତି ହୋଇଥାଏ |

About odisha news

Check Also

ଏହି ଡ଼ିସେମ୍ବର ମାସ ଆରମ୍ଭରୁ ଏହି ରାଶି ମାନଙ୍କୁ ମିଳିବ ପୁଳା ପୁଳା ଟଙ୍କା ଦେଖନ୍ତୁ ଆପଣଙ୍କ Rasi ଅଛିକି !

ନମସ୍କାର ବନ୍ଧୁଗଣ ଆଜି ଆମେ ଜାଣିବା ସେହି ରାଶି ମାନକର ବିଷୟରେ ଯାହା ର ଭାଗ୍ୟ ଏବେ ସମ୍ପୂର୍ଣ ଭାବରେ …

Leave a Reply

Your email address will not be published.