ଦର୍ଶକବନ୍ଧୁ ଲୁଣ କହିବାକୁ ଗଲେ ଏକ ସାଧାରଣ ଓ ଶସ୍ତା ଜିନିଷ ଏହା ସମସ୍ତଙ୍କ ଘରେ ନିଶ୍ଚିନ୍ତ ଭାବେ ମିଳିଥାଏ ତେବେ ଆପଣ ମାନେ ଶୁଣି ଆଶ୍ଚର୍ଯ୍ୟ ହଉଥିବା ଜେ ଏହି ସାଧାରଣ ଜିନିଷ ଏକ ମଣିଷ କୁ ଧନୀ କରିପାରିବ | କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସାଧାରଣ ଜିନିଷ ଦ୍ଵାରା ସୁଖ ସମ୍ବୃଧି ସ୍ଥାପନ ହୋଇଥାଏ ଏବଂ ଧନ ବଢ଼ିଥାଏ | ଏଥି ଲାଗି ଲୁଣ ର ସଠିକ ବ୍ୟବହାର କରିବା ଆବଶ୍ୟକ | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣ ହଉଛି ଚନ୍ଦ୍ର ର ପ୍ରତୀକ ଲୁଣ କୁ ଯଦି ଆପଣ ଷ୍ଟିଲ ପାତ୍ର ରେ ରଖିବେ ତାହେଲେ ଏହା ଚନ୍ଦ୍ର ଓ ଶନି ର ମିଳନ ବୋଲି କୁହାଯାଏ |
ଏବଂ ଏହା ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇଥାଏ ତେଣୁ ଲୁଣ କୁ ସର୍ବଦା କାଚ ପାତ୍ର ରେ ରଖିବା ଆବଶ୍ୟକ | ଆସନ୍ତୁ ଜାଣିବା ଏହି ଲୁଣ ରୁ କଣ କରିବା ଦ୍ଵାରା ଧନ ର ବର୍ଷ ହୋଇଥାଏ | ଏବଂ ଘରେ ସୁଖ ସଂବୃଧି ସ୍ଥାପନ ହୋଇଥାଏ | ନମ୍ବର ୧ ବନ୍ଧୁଗଣ ପ୍ରାୟ ତା ହଉଛି ଘରେ ଟଙ୍କା ର ଅଭାବ ଦେଖିବାକୁ ମିଲିଥାଏ । ଏବଂ ରୋଜଗାର ଦ୍ଵାରା କୌଣସି ସଞ୍ଚୟ ହୋଇନଥାଏ ଏହାର କାରଣ ହେଉଛି ନକାରାତ୍ମକ ଶକ୍ତି ଓ ବାସ୍ତୁ ରେ ଲୁଣ ରଖିଲେ ଘରେ ଧନ ର ଆଗମନ ହୋଇଥାଏ |
ନମ୍ବର ୨ ଘରେ ସର୍ବଦା ଧନ ର ବୃଦ୍ଧି ଆଣିବା ନିମନ୍ତେ କୌଣସି କାଚ ପାତ୍ର ରେ ପାଣି ପକାନ୍ତୁ ଏବଂ ସେଥିରେ ଲୁଣ ମିଶାଇ ପିଅନ୍ତି | ଏବଂ ଏହି କାଚ ଗିନ କୁ ଘର ରେଳ କୋଣ ରେ ରଖିଦିଅନ୍ତି | ଏହାଦ୍ବାରା ଏଥିରେ ଥିବା ସକାରାତ୍ମକ ଶକ୍ତି ଘରେ ଧନ ର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ | ଏହି ପାଣି କୁ ସପ୍ତାହ ରେ ଥରେ ବଦଳାଇଦିଆନ୍ତୁ | ନମ୍ବର ୩ ପ୍ରାୟ ପତି ଓ ପତ୍ନୀ ଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ | ଏବଂ କ୍ଲେଶ ସୃଷ୍ଟି ହୋଇଥାଏ ଏହା କୁ ଦୂର କରିବା ପାଇଁ ଲୁଣ ସହାୟକ ହୋଇଥାଏ | ପତି ପତ୍ନୀ ନିଜ ଶୋଇବା ଲକ୍ଷ୍ୟ ରେ ଗୋଟିଏ ପାତ୍ର ଲୁଣ ରଖିବା ଦ୍ଵାରା ସେମାନଙ୍କ ମଧ୍ୟରେ ଥିବା ସବୁ ଝଗଡ଼ା ଦୂର ହୋଇଥାଏ |
ନମ୍ବର ୪ ବନ୍ଧୁଗଣ ଯଦି ଆପଣ ସମସ୍ତେ ଖରାପ ଦୃଷ୍ଟି ରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଆପଣ ରାତିରେ ଶୋଇବା ପୂର୍ବରୁ ପାଣି ରେ ଲୁଣ ମିଶାଇ ହାତ ଓ ମୁହଁ ଧୋଇ ଶୋଇବା ଦ୍ଵାରା ଆପଣଙ୍କ ଉପରେ ପଡ଼ିଥିବା ସମସ୍ତ କୁଦୃଷ୍ଟି ଦୂର ହୋଇଥାଏ ଏବଂ ଏହି କାମ କରିବା ଦ୍ୱାରା ଆପଣଙ୍କ ସ୍ବପ୍ନ ଦୋଷ ଦୂର ହୋଇଥାଏ |
Check Also
ଅବଢା ଦେଲେ ପାଖରେ ଶୋଇଲେ, ସକାଳେ କୁଆଡେ ଗଲେ ଯୁବକ ? Jagannath ଭାଗବାନଙ୍କ ଚମତ୍କାର ଜାଣିଲେ ହାତ ଯୋଡ଼ିଦେବେ ଆପଣ…ଦେଖନ୍ତୁ
ହେଲୋ ଫ୍ରେଣ୍ଡ୍ ବାଲେଶ୍ଵର ଖଇରା ବ୍ଲକ ଆଲି ପୁର ଶିଶିର କାନ୍ତ ପୃଷ୍ଟି 2016 ମସିହାରେ ପୁରୀ ଆସିଥିଲେ ବୁଲିବା …