ବନ୍ଧୁଗଣ ଦାନ୍ତ ଆମ ସୁନ୍ଦରତାକୁ ବଡାଈ ଥାଏ ହେଲେ ଘରେ ଯଦି ଆପଣଙ୍କର ଦାନ୍ତ କଲା କିମ୍ବ ହଳଦିଆ ପଡ଼ିଯାଏ ଯେତେବି ଆପଣ ବ୍ରସ କରନ୍ତୁନା କାହଁକି ଯେତେବି ରଗଡ଼ନ୍ତୁ ଦାନ୍ତ ଆଉ କେବେବି ଧଳା ହୋଇନଥାଏ ଆପଣଙ୍କର ଦାନ୍ତ ଅସୁନ୍ଦର ଦେଖା ଗଲେ ଆପଣ ମନ ଖୋଲି ହସି ପାରନ୍ତି ନାହିଁ ଆଜି ମୁଁ ଆପଣଙ୍କୁ ଏମିତି ଏକ ଘରେଇ ଉପଚାର କହିବି ଯାହା ଆପଣଙ୍କର କଲା ଦାନ୍ତକୁ ସଫା କରିବ ଯାହା ଫଳରେ ଦାନ୍ତ ଫୁଣି ଚମକିବାକୁ ଲାଗିବ |
ତେବେ ଆସନ୍ତୁ ଜାଣିବା ଆଜିର ଏହି ଘରେଇ ଉପଚାର ଆପଣ କେମିତି କରିବେ ଓ ଏହାର ପ୍ରୟଗ କିପରି କରିବେ | ଆପଣଙ୍କୁ ଏହି ସବୁ ଦିନିଷ ଘରୁ ସହଜରେ ମିଳିଯିବ ଏଥିପାଇଁ ଆପଣଙ୍କୁ କଫି ପାଉଡର କଫି ପାଉଡର ଆମର ଦାନ୍ତର ମହିଳାକୁ ସଫାକରିବା ପାଇଁ ବହୁତ ଭଲ ହୋଇଥାଏ ଏହା ଦ୍ୱାରା ଆମ ଦାନ୍ତର ଚମକ ବଢିବ ଆପଣ ଏଥିପାଇଁ ଏକ ଛୋଟ ଚାମଚ କଫି ପାଉଡର ନିଅନ୍ତୁ ଏହି ଭଳି ଦୁତୀୟ ସାମଗ୍ରୀ ହେଉଛି ଅଦା ଅଦାରୁ ମିଳୁଥିବା ଉପକାରିତା ହେଉଛି |
ଯେଉଁ ମାନେ ବିଡି ସିଗିରାଟ ଟାଣୁଥିବେ ସେହି ଲୋକଙ୍କର ଦାନ୍ତ କଲା ପଡିଥାଏ କିନ୍ତୁ ଅଦାର ବେବହାର ଦ୍ୱାରା ଦାନ୍ତରେ ଚମକ ଆସିଥାଏ | ପ୍ରଥମେ ଅଦାର ଚୋପା କାଢି ଦିଅନ୍ତୁ ତା ପରେ ପୁରା ଛୋଟ ଛୋଟ ଖଣ୍ଡ କରିଦିଅନ୍ତୁ ଏହା ପରେ କଫି ପାଉଡରରେ ଚିମୁଟାରେ ଅଦା ମିଶାନ୍ତୁ ଏଥି ପାଇଁ ଆପଣଙ୍କୁ ଅବଶକ୍ୟ ପଡିବ କୋଲଗେଟ ର ସେହି ପେଷ୍ଟ ଏଥିରେ ମିଶାନ୍ତୁ ଯାହା ଆପଣ ଘରେ ବେବହାର କରୁଛନ୍ତି |
ମୁଁ ଏଠାରେ କୋଲଗେଟ ର ପ୍ରୟଗ କରୁଅଛି ଯେତିକି ମାତ୍ରାରେ ଆପଣ ନେଇ ଦାନ୍ତ ଘଷନ୍ତି ସେତିକ ମାତ୍ର ଏଥିରେ ମିଶାନ୍ତୁ ମୁଁ ଏଠାରେ ଏକ ଛୋଟ ଚାମଚ ନେଇଅଛୁ | ଗୋଟେ ଚାମଚ ନଢ଼ିଆ ତେଲ ମିଶାନ୍ତୁ ନଢ଼ିଆ ତେଲ ଆମ ମାଢି ପାଇଁ ବହୁତ ଲାଭ ହୋଇଥାଏ | କାରଣ ଯେବେ ଆମ ଦାନ୍ତ ହେଲେଦି ରହିବ ଆମ ଦାନ୍ତ ଶକ୍ତି ସାଳି ହୋଇଥାଏ ଓ ମାଢି ଫୁଲିବା ସମସ୍ୟା ଦୂର ହୋଇଥାଏ |
ଆପଣ ଏହି ସବୁ ସାମଗ୍ରୀକୁ ଭଲ ଭାବରେ ମିଶାନ୍ତୁ ଆପଣ ଏହାକୁ ଯେତେ ପ୍ରଯନ୍ତ ମିସ୍କି କରିବେ ଆପଣ ଏଥିରେ ଯେଉଁ କଫି ପାଉଡର ମିଶାଇଥିବେ ତାହା ଯେମିତି ଭଲ ଭାବରେ ମିଶିଯିବ ଯେତେ ପର୍ୟ୍ଯନ୍ତ ଏହା ପେଷ୍ଟରେ ପରିଣତ ନହୋଇଛି ସେତେ ପର୍ୟ୍ଯନ୍ତ ଏହାକୁ ମିଶାନ୍ତୁ 2 ରୁ 3 ମିନିଟି ଗୋଳାନ୍ତୁ ଏହା ପୁରା ପେଷ୍ଟ ପରି ଦେଖାଯିବ ଯାହା ଆମ ଦାନ୍ତ ପାଇଁ ବହୁତ ଲାଭ ଦାୟକ ହେବ |
ଏହା ଆପଣଙ୍କ ଦାନ୍ତର ଏହାକୁ ଘଷିବା ଦ୍ୱାରା ଆପଣଙ୍କ ଦାନ ପୁରା ଚମକିବ ସପ୍ତାହରେ ଏହି ଉପାୟ 3 ଥର କରନ୍ତୁ ଏବଂ ଅଲଗା ଦିନ ମାନଙ୍କରେ ଆପଣ ଯେମିତି ଦାନ୍ତ ଘଷନ୍ତି ସେହିଭଳି ଘସନ୍ତୁ ତା ପରେ ଦେଖିବେ 2 ରୁ 3 ସପ୍ତାହ ରେ ଆପଣ ଦାନ୍ତ ଚମକି ଉଠିବ |