Breaking News

ଘରେ କଳସ ବସେଇବା ସମୟରେ କରୁଛନ୍ତି କି ଏହି ଭୁଲ Tebe ହୋଇ ଯାଆନ୍ତୁ ସାବଧାନ! ଜାଣନ୍ତୁ କିପରି ଘରେ କଳସ ବସାଇବା ଦ୍ୱାରା ହୋଇଥାଏ ଧନ ଲାଭ…

ନମସ୍କାର ବନ୍ଧୁଗଣ ସର୍ବଦା ମାନେ ରଖିବେ କଳସ ସୁଖ ଶାନ୍ତି ଶମୄତି ଓ ଶୁଭ କାମନାରେ ପ୍ରତୀକ ବୋଲି କୁହାଯାଏ ତେଣୁ ପ୍ରତେକ ମାଙ୍ଗଳିକ କାର୍ଯ୍ୟରେ କଳସର ସ୍ଥାପନ ମଧ୍ୟ କରାଯାଇଥାଏ ପୌରାଣିକ ମାନ୍ୟତା ଅନୁଯାଇ କଳସର ମୁଖରେ ଭଗଵାନ ବିଷ୍ଣୁ ନିବେଶ କରି ଥାନ୍ତି ଏବଂ କଣ୍ଠରେ ମହେଶ ତା ସହିତ ମୂଳରେ ବ୍ରହ୍ମ ସେହିପରି ମଧ୍ୟରେ ସମସ୍ତ ଦେବା ଦେବୀ ବାସ କରନ୍ତି | ମାନେ ରଖିବେ ବନ୍ଧୁଗଣ ସର୍ବଦା ଏହି କଥାଟି କଳସରେ ପାଣି ପାନପାତ୍ର ଓ ଅମ୍ବାପାତ୍ର କେଶର ଅଖ୍ୟାତ କୂକୂମ ଦୁବ ଗୁଆ ସୁତା ଶସ୍ୟ ଆଦି ନଡ଼ିଆ ପୂଜା କରିବା ଦ୍ୱାରା ଘରର ସୁଖ ଶାନ୍ତି ରେ ବୃଦ୍ଧି ପ୍ରାପ୍ତ ହୋଇଥାଏ |

ମନେ ରଖିବେ କଳସ ଉପରେ ନଡ଼ିଆ ରହିବ ଦ୍ୱାରା ଏହା ପରିବାର ପାଇଁ ଅତ୍ୟନ୍ତ ମଙ୍ଗଳକରି ହେବା ସହିତ କଳସ ଉପରେ ନଡ଼ିଆ ରଖିଲେ ଏହା ଗଣେଶଙ୍କର ପ୍ରତୀକ ବୋଲି କୁହାଯାଇଥାଏ | ମନେ ରଖିବେ କଳସରେ ନଡ଼ିଆ ସ୍ଥାପନ ଯେତେବେଳେ କରୁଛନ୍ତି ନଡ଼ିଆର ମୁହଁ ନିଜ ଆଡକୁ ଦେବା ଉଚିଛି ଏହା ଆପଣଙ୍କ ପାଇଁ ଆପଣଙ୍କ ପରିବାର ପାଇଁ ବହୁତ ଶୁଭ ଦାୟକ ହୋଇଥାଏ | ଯଦି ଆପଣଙ୍କର ୠଣ ଭାର ବୃଦ୍ଧି ହୋଇଥାଏ ଗୋଟେ ନଡ଼ିଆକୁ ଶସ୍ତିକ ଚିତ୍ର ଅଙ୍କନ କରି ଭୋଗ ସହିତ ହନୁମାନ ମନ୍ଦିରରେ ଅର୍ପଣ କଲେ ଏହା ଆପଣଙ୍କ ପାଇଁ ଏବଂ ଆପଣଙ୍କ ପରିବାର ପାଇଁ ମଙ୍ଗଳ ହୋଇଥାଏ |

ଶନିବାର ଦିନ ନିଜ ଉଚ୍ଚତା ଅନୁସାରେ କଲା ସୁତା ନେଇ ତାକୁ ନଡ଼ିଆରେ ଗୁରାଇ ପୂଜା କଲେ ସେହିଁ ନଡ଼ିଆକୁ ନଦୀ ଜଳରେ ପ୍ରଭାହିତ କରିବା ଦ୍ୱାରା ଏହା ଆପଣଙ୍କ ପଣେ ମଙ୍ଗଳ ହୋଇଥାଏ ଏବଂ ଋଣ ଭାରସବୁ ମଧ୍ୟ ଦୂର ହୋଇଥାଏ | ମାନେ ରଖିବେ ଯଦି ବେବାଶ୍ୟରେ ଆପଣଙ୍କର ଘାଟ ହେଉଛି ତେବେ ଗୁରୁବାର ଦିନ ହଳଦିଆ କପଡ଼ାରେ ନଡ଼ିଆକୁ ଗୁଡ଼ାଇ ପଇତା ଭଗବାନ ନାରାୟଣ ମନ୍ଦିରରେ ଅର୍ପଣ କରନ୍ତୁ |

ଠାକୁର ଘରେ ସବୁବେଳେ ଏକ ନିଦ୍ଧିଷ୍ଟ ସ୍ଥାନ ଧୂପ ଜଳାଇବା ଉଚିତି ଏହା ମଙ୍ଗଲ କରି ହେବା ସହିତମନ ବାଞ୍ଚରେ ମଧ୍ୟ ପ୍ରାପ୍ତ ହୋଇଥାଏ | ରବିବାର ଏବଂ ମଙ୍ଗଳବାର ଦିନ ବାଉଁଶ କାଠିରେ ତିଆରି ହୋଇଥିବା ଧୂପ ଜାଳିବା କେବେ ଉଚିତି ନୁହେଁ ଏହା ଅଶୁଭ ଏବଂ ଅମଙ୍ଗଳ କରି ହୋଇଥାଏ ମନେ ରଖିବେ ବାଉଁଶରେ ତିଆରି ଧୂପ ଘରେ କେବେ ଜଳାଇବେ ନାହିଁ ଏହା ଘର ପାଇଁ ଅଶୁଭ ଏବଂ ଅମଙ୍ଗଳ କରି ହୋଇଥାଏ ଏଭଳି କଲେ ପିତୃ ଦୋଷ ଦେଖା ଦିଏ ବଂଶ ହାନି ହେବାର ସମ୍ଭାବନ ମଧ୍ୟ |

ରହିଥାଏ ଶାସ୍ତ୍ର ଅନୁସାରେ ବାଉଁଶ ଜଳାଇବା ନିଷେଧ ଅଟେ ତେଣୁ ବାଉଁଶ କାଠିରେ ତିଆରି ହୋଇଥିବା ଧୂପ କାଟିକୁ କେବେବି ଜଳାଇବା ଉଚିତି ନୁହେଁ ବାଉଁଶ ତିଆରି ଧୂପ ବଦଳରେ ଗୋବର କିମ୍ବା ଅନ୍ୟାୟନ ଜଳ ନିଶିକ ପଦାର୍ଥ ରେ ତିଆରି ହୋଇଥିବା ଧୁପବତି ଜଳାଇବା ଉଚିତି ଏହା ପରିବାର ପାଇଁ ଶୁଭ ଓ ମଙ୍ଗଳ ଦାୟକ ହୋଇଥାଏ ପୂଜା ସମୟରେ ଘଣ୍ଟି ବଜେଇବା ଉଚିତି ଏହା ଅତ୍ୟନ୍ତ ଶୁଭ ହୋଇଥାଏ | ଦେବା ଦେବୀବଙ୍କର ଚେତନା ଜାଗୃତ ହେବା ସହିତ ପୂଜା ଆରାଧନା ଅତ୍ୟନ୍ତ ଶୁଭ ହୋଇଥାଏ |

About odisha news

Check Also

ନାମର ପ୍ରଥମ ଅକ୍ଷର B ଥିଲେ – ଜାଣନ୍ତୁ କିଛି ରହସ୍ୟମୟ କଥା, ଯାହା ଆପଣଙ୍କୁ…….

ବନ୍ଧୁଗଣ ଆମେ ଆଜି ସେହି ପୁଅ ଏବଂ ଝିଅ ମାନଙ୍କ ସ୍ୱଭାବ ବିଷୟ ରେ କଥା ହେବା ଯେଉଁ ମାନଙ୍କ …

Leave a Reply

Your email address will not be published.