Breaking News

ଆପଣଙ୍କ ଘରେ ଅଶାନ୍ତି ଓ ଆର୍ଥିକ ସମସ୍ୟା ଥିଲେ ଏମିତି ଦୂର କରନ୍ତୁ ବାସ୍ତୁ ଦୋଷ !

ଦର୍ଶକବନ୍ଧୁ ଆପଣଙ୍କ ଘରେ ବାସ୍ତୁ ଦୋଷ ଅଛି କି ଯାହାଲାଗି ଘରେ ସୁଖ ଶାନ୍ତି ରହୁନାହିଁ, ଯେତେ ରୋଜଗାର କଲେ ମଧ୍ୟ ଆର୍ଥିକ ସମସ୍ୟା ଦୂର ହେଉନାହିଁ ଆଉ ସର୍ବଦା ଘରେ କଳହ ଏବଂ ଆସନ୍ତି ଲାଗି ରହୁଛି କି ତେବେ ଆସନ୍ତୁ ଜାଣିବା ଯାହାଦ୍ୱାରା ଆପଣଙ୍କର ଏସବୁ ସମସ୍ୟା ଦୂର ହେଇଯିବ |

ଦର୍ଶକବନ୍ଧୁ ଘରେ କେବେ ଭଙ୍ଗା ଆଇନା ଏବଂ ଘଣ୍ଟା ରଖନ୍ତୁ ନାହିଁ କାରଣ ଘରେ ସର୍ବଦା ଆର୍ଥିକ ସମସ୍ୟା ଲାଗି ରହିଥାଏ ତେଣୁ ତାକୁ ସଦା ସର୍ବଦା ବର୍ଜନ କରନ୍ତୁ |

ବନ୍ଧୁଗଣ ଆପଣଙ୍କର ଘର ଆଗରେ ତୁଳସୀ ଗଛ ଥିଲେ ବାସ୍ତୁ ଦୋଷ ଦୂର ହେବ ବୋଲି ବାସ୍ତୁ ଶାସ୍ତ୍ରରେ ଉଲେଖ ରହିଛି | ଯଦି ଆପଣଙ୍କ ଘର ଆଗରେ ତୁଳସୀ ଗଛ ନାହିଁ ତାହେଲେ ତୁଳସୀ ଗଛ ରୋପଣ କରନ୍ତୁ | ଆପଣଙ୍କ ଘର ଆଗରେ ରାମ ତୁଳସୀ ଶ୍ୟମ ତୁଳସୀ ବନ ତୁଳସୀ ସେତୁ ତୁଳସୀ ଏବଂ ନିମ୍ବ ତୁଳସୀ ଆଦି ଆପଣ ଲଗାଇ ପାରିବେ |

ବନ୍ଧୁଗଣ ଘର ମୁଖ୍ୟ ଦ୍ୱାର କୁ ସବୁବେଳେ ପରିଷ୍କାର ରଖନ୍ତୁ ଏବଂ ମୁଖ୍ୟ ଦ୍ୱାର ରେ ଗଣେଶଙ୍କ ମୃତ୍ତି ସହିତ ମୟୁର ପଙ୍ଖ ରଖନ୍ତୁ, ଏହାକୁ ରଖିବା ଦ୍ୱାରା ଆର୍ଥିକ ସ୍ଥିତି ସୁଧୁରି ଯାଏ |

ବନ୍ଧୁଗଣ ସାନ୍ନ ଘରେ ନୀଳ ରଙ୍ଗର ବାଲ୍ଟି ରଖିବା ଅତ୍ୟନ୍ତ ଶୁଭ ଦାୟକ | ଏହାକୁ କେବେ ଖାଲି ରଖିବେ ନାହିଁ ଆଉ ଏହାକୁ ରଖିବା ଦ୍ୱାରା ସୁଖ ଶାନ୍ତି ଏବଂ ସମୃଦ୍ଧି ବୃଦ୍ଧି ହୋଇଥାଏ |

ବନ୍ଧୁଗଣ ଘରର ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଘରର ପ୍ରବେଶ ଦ୍ୱାରରେ ଲଫିଂଗ ବୁଦ୍ଧ ର ମୃତ୍ତି ରଖନ୍ତୁ | ଏହି ପାଞ୍ଚଟି ଉପାୟ କରନ୍ତୁ ଦେଖିବେ ଆପଣଙ୍କ ଘର ଧନ ଆଉ ସୁଖ ଶାନ୍ତିରେ ଭରି ଉଠିବ ତେବେ ବନ୍ଧୁଗଣ ଏହାକୁ ନେଇ ଆପଣଙ୍କର କଣ ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.