Breaking News

ଘରେ ଏହିଠାରେ ରଖିଦିଅନ୍ତୁ ଲୁଣ , ଧନ ସମ୍ପତି ଘର ପୂର୍ଣ ହୋଇଯିବ

ଲୁଣର ଆମ ଜୀବନ ରେ ବହୁତ ଉପଯୋଗ ରହିଛି | ଆମେ ଖାଉଥିବା ଡାଲି ଏବଂ ତରକାରୀ ରେ ଲୁଣ ଅଧିକ କିମ୍ବା କମ ହୋଇଗଲେ ମଧ୍ୟ ଖୁବ ବେକାର ଲାଗିଥାଏ | ଏହି ଲୁଣ ଆମର ଆୟୁଷ ମଧ୍ୟ ବଢାଇ ଥାଏ ଏବଂ ଆୟୁଷ ମଧ୍ୟ କମାଇଥାଏ | ଲୁଣର ଉପଯୋଗ ଠିକ ଭାବରେ କରିବା ବହୁତ କମ ଲୋକ ଜାଣିଛନ୍ତି | ଆଜି ଏହି ଆର୍ଟିକ୍ଲ ରେ ଲୁଣର ବ୍ଯ୍ବହାର ଖାଦ୍ଯରେ କିପରି କରାଯାଏ ତାହା କହିବୁ ନାହିଁ |ହେଲେ ଲୁଣର କିଛି ଚମତ୍କାର ଉପାୟ ବିଷୟରେ କହିବୁ |

ବିଶେଷ କରି ଲୁଣ ବିଭିନ୍ନ ପ୍ରକାର ର ହୋଇଥାଏ ପାହାଡୀ ଲୁଣ, ସାମୁଦ୍ରି ଲୁଣ , କଳା ଲୁଣ ଏବଂ ସାଧାରଣ ଲୁଣ | ଶସ୍ତ୍ର ରେ ଲୁଣକୁ ଚନ୍ଦ୍ର ଏବଂ ଶୁକ୍ର ର ପ୍ରତିନିତି ବୋଲି କୁହାଯାଇଥାଏ | ରାହୁଙ୍କ ପ୍ରତୀକ ବୋଲି ମଧ୍ୟ କୁହାଯାଇଥାଏ | ଧର୍ମ ଏବଂ ଶସ୍ତ୍ର ସଘିତ ଜଡିତ ଅନେକ କଥା ଆମକୁ ଅନେକ ଲାଭ ଦେଇଥାଏ | ତେବେ ଆଜି ଆମେ ଧର୍ମ ସମ୍ବନ୍ଧିତ କିଛି ବିଶେଷ ଅଜଣା କଥା ଆପଣଙ୍କୁ କହିବାକୁ ଯାଉଛୁ | ଯଦି ଆପଣ ଲୁଣ କୁ ଏହା ଲାଲ କପଡା ରେ ରଖି ତାକୁ ଭଲସେ ବାନ୍ଧି ଦିଅନ୍ତୁ ଏବଂ ତାକୁ ଆପଣ ଆପଣଙ୍କର ମୁଖ୍ୟ କବାଟ ରେ ଟାଙ୍ଗୀ ଦିଅନ୍ତୁ | ଏହା କରିବା ଦ୍ଵାରା ଘରେ ନକରାତ୍ମକ ବା ଖରାପ ଶକ୍ତି ପଶିନଥାଏ | ଏବଂ କାହାର ନଜର ମଧ୍ୟ ଲାଗିନଥାଏ |

ଏହା ଛଡା ଏହାକୁ ଯଦି ଆପଣ ଆପଣଙ୍କର ଧନ ରଖିବା ସ୍ଥାନ ଯେମିତି କି ଟ୍ରେଜେରୀ ବା ଆଲମୀରା ରେ ରଖିପାରିବେ | ତାହା ଦ୍ଵାରା ମଧ୍ୟ ଆପଣଙ୍କର ଧନ ର ଦୁଇ ଗୁଣା ଉନ୍ନତି ହୋଇଥାଏ | ଏବଂ ଆପଣଙ୍କର ବ୍ୟବସାୟ ବାଣିଜ୍ୟରେ ଉନ୍ନତି ଦେଖାଦେଇଥାଏ | ଏହାଛଡା ଯଦି ଆପଣ ଲୁଣ ନେଇ ଆପଣଙ୍କର ଘରେ ବାଥରୂମ ରେ ରଖିଦେବେ ତେବେ ଆପଣଙ୍କ ଘର ର ବାସ୍ତୁ ଦୋଷ ଦୂର ହୋଇଥାଏ | ଏହାଛଡା ଯଦି ଘର ର କୌଣସି ଗୃହର କୋଣରେ ଏକ କାଚ ପାତ୍ର ରେ ଲୁଣ ରଖିଦେଇଥାନ୍ତି | ଏହା ଦ୍ଵାରା ଘର ର ମୁଖ୍ୟ ଲୋକଙ୍କର ସବୁ ଅସୁବିଧା ଦୂର ହୋଇଯାଇଥାଏ |

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *