Breaking News

ଘରକୁ ମା ଲକ୍ଷ୍ମୀ ଆସିବା ପୂର୍ବରୁ ମିଳିଥାଏ ଏହି କିଛି ସଂକେତ ଆପଣଙ୍କୁ ଆଉ ମିଳୁନାହିଁତ ଦେଖନ୍ତୁ ନିଶ୍ଚୟ…

ଦର୍ଶକବନ୍ଧୁ ମା ଲକ୍ଷ୍ମୀ ଘରକୁ ଆସିବାର ମିଳିଥାଏ ଏହି ୫ଟି ସଂକେତ ଭଲ ସମୟ ଆସିବ ପୂର୍ବରୁ ଏ ସବୁ ସଂକେତ ମିଳିଥାଏ ପ୍ରେତେକ ବ୍ୟକ୍ତିଙ୍କ ଜିବନ ରେ ଧନ ର ଆବଶ୍ୟକତା ରହିଛି | ଧନ ବିନା ବ୍ୟକ୍ତି ଜିବନ ରେ କେବେ ଖୁସି ରେ ରହିପାରିବ ନାହିଁ ଯଦି ଜିବନ ରେ ଧନ ର ମହତ୍ତ୍ଵ ନଥାନ୍ତା ତେବେ ବ୍ୟକ୍ତି କଣ ପାଣି ପରିଶ୍ରମ କରିଥାନ୍ତା।ବ୍ୟକ୍ତି ଜିବନ ରେ ସୁଖ ଶାନ୍ତି ପ୍ରାପ୍ତି କରିବା ପାଇଁ ଧନ ର ଆବଶ୍ୟକତା ରହିଛି |

କିନ୍ତୁ କିଛି ବ୍ୟକ୍ତି ଙ୍କ କ୍ଷେତ୍ର ରେ ଏହା ସମ୍ଭବ ହୋଇପାରେ ନାହିଁ। ସାଥିପାଇଁ ପ୍ରତେକ ବ୍ୟକ୍ତି ମା ଲକ୍ଷ୍ମୀ ଙ୍କ ଆରଧନା କରନ୍ତି ମା ଲକ୍ଷ୍ମୀ ଙ୍କ ଆଗମନ ପୂର୍ବରୁ କିଛି ସଂକେତ ମିଳିଥାଏ |

ତେବେ ଆସନ୍ତୁ ଜାଣିବା ଅମାବାସ୍ୟା ଦିନ ଯଦି ଘରେ ପେଚା ବସିବାର ଦେଖନ୍ତି ବିଲେଇ ଯଦି ଘରେ ପଶି କ୍ଷୀର ପିଏ ରାତି ରେ ନୂଆ ଦେଖନ୍ତି ଏହା ଘରେ ଲକ୍ଷ୍ମୀ ଆସିବାର ସଂକେତ ଦିଅନ୍ତି | ଗୁରୁବାର ଦିନ ଘର ର କୌଣସି ବସ୍ତୁ ବିକ୍ରି କରନ୍ତୁ ନାହିଁ ଏହା ଦ୍ୱାରା ମା ଲକ୍ଷ୍ମୀ ଘର ଛାଡ଼ି ପଳାଇଯାଏ | ମଙ୍ଗଳ ବାର ଦିନ କୌଣସି ଲୁହା ଜିନିଷ କିମ୍ବା ଯାନବାହାନ କୁ ବିକ୍ରି କରନ୍ତୁ ନାହିଁ ଏବେ ଆସନ୍ତୁ ଜାଣିବା ମା ଲକ୍ଷ୍ମୀ ଆସିବ ର ୩ ଟି ସଂକେତ।

ନମ୍ବର ୧ କଳା ରଙ୍ଗ ତ ପିମ୍ପୁଡ଼ି ଘରେ ନାଲି ରଙ୍ଗ ତ ପିମ୍ପୁଡ଼ି ଟା ରହିବା ଶୁଭ ହୋଇଥାଏ | କିନ୍ତୁ ଜ୍ୟୋତିଷ ଶାସ୍ତ୍ରଅନୁସାରେ କଳା ପିମ୍ପୁଡ଼ି କୁ ବି ଶୁଭ ମନାଯାଏ ଘରେ ଗୋଲ ଆକାର ରେ ଯଦି କଳା ପିମ୍ପୁଡ଼ି ଦେଖାଯାଏ ତେବେ ତା ଉପରେ ହଳଦୀ ପକାଇ ଚିନି ଖାଇବାକୁ ଦେଲେ ଧନ ବୃଦ୍ଧି ହେବା ସହ ମା ଲକ୍ଷ୍ମୀ ଆସିବାର ସଂକେତ ମିଳିଥାଏ।

ନମ୍ବର ୨ ଝିଟିପିଟି କୁ ମା ଲକ୍ଷ୍ମୀ ଙ୍କ ପ୍ରତୀକ ବୋଲି ମାନାଯାଏ ଘରେ ଯଦି ତିନି ଝିଟିପିଟି ଏକା ସାଙ୍ଗରେ ଦେଖାଯାଏ ତେବେ ଏହା ମା ଲକ୍ଷ୍ମି ଆସିବାର ସଂକେତ ଦେଇଥାଏ।ଗୋଟେ ଝିଟିପିଟି ଆଉ ଗୋଟେ ଝିଟିପିଟି କୁ ପିଛା କରୁଥିଲେ ଘର ର ଉନ୍ନତୀ ହେବ ର ସଂକେତ ଦେଇଥାଏ।

୩ ନମ୍ବର ହେଉଛି ୩ ଟି ହେଉଛି ପକ୍ଷୀ ଯଦି ଆପଣଙ୍କ ଘରେ କୌଣସି ପକ୍ଷୀ ବାସ ବାନ୍ଧେ ତେବେ ଏହା ଘରର ଶୁଭ ସଙ୍କେତ ହେବା ସହିତ ଘରକୁ ମା ଲକ୍ଷ୍ମୀ ଆସିବ ସହିତ ଘରେ ଧନ ବୃଦ୍ଧି ହୋଇଥାଏ |

ନମ୍ବର ୪ ଶଙ୍ଖର ଶବ୍ଦ | ଯଦି ଆପଣଙ୍କୁ ସକାଳେ ସନ୍ଧ୍ୟା ରେ ଶଙ୍ଖ ର ଶବ୍ଦ ଶୁଭ ତେବେ ଏହା ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ | ଏହା ଦ୍ଵାରା ମା ଲକ୍ଷ୍ମୀ ଙ୍କ ଆଗମନ ସହ ଶୁଭ ସଙ୍କେତ ମିଳିଥାଏ | ନମ୍ବର ୫ ହାତ ର ପାପୁଲି ଆପଣଙ୍କ ହାତ ର ପାପୁଲି କୁଣ୍ଡାଇ ହେଉଥିଲା ଏହା ମା ଲକ୍ଷ୍ମୀ ଙ୍କ ଆଗମନ ର ସୂଚନା ଦେଇଥାଏ | ଏହା ଦ୍ଵାରା ଆପଣଙ୍କର ସବୁ ଇଛା ମଧ୍ୟ ପୂରଣ ହୋଇଥାଏ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.