Breaking News

ଘରକୁ ଚଢେଇ ଆସିବା ଶୁଭ ସଙ୍କେତ ନା ଖରାପ ସଙ୍କେତ !

ଦର୍ଶକବନ୍ଧୁ ପ୍ରକୃତି ଆମକୁ ଅନେକ ପ୍ରକାରର ଛୋଟ ଛୋଟ କଥାରେ ଭବିଷ୍ୟତର ସଙ୍କେତ ଦେଇଥାଏ ଏବଂ ଭବିଷ୍ୟତରେ ଘଟିବାକୁ ଥିବା ଭଲ ଏବଂ ଖରାପ ସବୁ ଘଟଣାର ସଙ୍କେତ ଦେଇଥାଏ ଯଦି ଆମେ ସେହି ସଙ୍କେତ କୁ ବୁଝି ଯାଆନ୍ତି ତେବେ ଆମମାନଙ୍କ ପାଇଁ ବହୁତ ଭଲ କଥା ହୋଇଥାଏ କିନ୍ତୁ କେବେ କେବେ ଏହି ସଙ୍କେତ ବୁଝିପାରନ୍ତି ନାହିଁ କିମ୍ବ ଅଣଦେଖା କରିଦିଅନ୍ତି | ଗଛ ପତ୍ର ଜୀବଜନ୍ତୁ ପଶୁ ପକ୍ଷୀ ଏବଂ ଅନେକ କୌଣସି ସଜୀବ ନୀରିଯିବ ବସ୍ତୁ ଦ୍ୱାରା ଆମକୁ ଆମ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳେ ଏହା ଦ୍ୱାରା ମିଳିଥିବା କିଛି ସଙ୍କେତ ଅତ୍ୟନ୍ତ ରହସ୍ୟ ହୋଇଥାଏ |

ଚଢେଇ ଏହି ଛୋଟ ପକ୍ଷୀ ନିଜର ଆବାଜରେ ସମସ୍ତଙ୍କ ମନ ମୋହିନେଇ ଯାଇଥାଏ ଚଢେଇର ଶବ୍ଦ ମଧୁର ସଂଗୀତ ପରିକା ଯାହାକୁ ଶୁଣି ମନ ପ୍ରସନ୍ନ ହୋଇଯାଏ | କିନ୍ତ ଆଜିକାଲି ଚଢେଇ ଦେଖିବା ଭବହୁତ କମ ହୋଇଗଲାଣି ଏମାନଙ୍କର ବଂଶ ବୁଡ଼ିଯାଉଛି ଏହି ଛୋଟ ପକ୍ଷୀ ଆମକୁ ବହୁତ ବଡ କାମର ସଙ୍କେତ ଦେଇଥାଏ ଦେଖିବା କେଉଁ ସଙ୍କେତ ଚଢେଇ ଦ୍ୱାରା ମିଳିଥାଏ |

କାଉ
କାଉ ଏକ ଏପରି ଏକ ପକ୍ଷୀ ଯାହା କାହାରି ପ୍ରିୟ ନୁହେଁ କାଉର କର୍କଶ ଆବାଜ କାହାକୁ ଭଲ ଲାଗେନାହିଁ କିନ୍ତୁ କାଉ ମଧ୍ୟ ଭବିଷ୍ୟତର ଘଟଣା କରିଥାଏ ଏବଂ ଶୁଭ ଓ ଅଶୁଭର ତଥ୍ୟ ଦେଇ ଥାଏ | ଯଦି ବହୁ ସାରା କାଉ ଗୋଟିଏ ଜାଗାରେ ଜୋରେ ଜୋରେ ରାବି ଥାନ୍ତି ତେବେ ଏହା ବହୁତ ବଡ ଅଶୁଭ ମନାଯାଇଥାଏ ସେହି ସ୍ଥାନରେ କିଛି ବିପଦ ସଙ୍କଟ ଆସିପାରେ ଏଥି ପାଇଁ ଶୀଘ୍ର ହିଁ ପଳାଇଯିବ ଉଚିତି | ଏହାର ବିପରୀତ ଯଦି କାଉ ମାଂସର ଟୁକୁଡା ନେଇଯିବାର ଦେଖାଯାଏ କିମ୍ବା ପାଣି ପାତ୍ର ଉପରେ ବସିବାର ଦେଖାଦିଏ ତେବେ ଏହା ଶୁଭ ସଂକେତ ହୋଇଥାଏ |

ପେଚା
ପେଚା ମା ଲକ୍ଷ୍ମୀଙ୍କ ବାହନ ଅଟେ କିନ୍ତୁ ଭାରତରେ ହିଁ ନୁହେଁ ଅନ୍ୟ ଦେଶରେ ମଧ୍ୟ ପେଚାର ଅଶୁଭ କଥା କୁହାଯାଏ | ଯଦି କୌଣସି ଘରର ଛତା ଉପରେ ପେଚା ଆସିବାକୁ ବସିବାକୁ ଲାଗେ ତେବେ ଏହା ଅଶୁଭ ହୋଇଥାଏ ଏବଂ ଏହା ଏହି କଥାର ସଙ୍କେତ କି ଶୀଘ୍ର ହିଁ ସେହି ଘରେ କିଛି ବିପଦ ଆସିଥାଏ ଏବଂ ଯଦି ପେଚାର ଆବାଦ ଶୁଣିବାକୁ ମିଳେ ଏହା ମଧ୍ୟ ଅଶୁଭ ହୋଇଥାଏ ଏହା ମୃତୁର ସଙ୍କେତ ଦେଇଥାଏ | କିନ୍ତୁ ଧଳା ରଙ୍ଗର ପେଚା ଦେଖିବା ଶୁଭ ମାନାଯାଏ ଏହା ଧନ ସମ୍ପତି ମିଳିବାର ସଙ୍କେତ ଦେଇଥାଏ |

ମୟୂର
ମୟୂରକୁ ଏକ ବହୁତ ଶୁଭ ଏବଂ ପବିତ୍ର ପକ୍ଷୀ ମାନାଯାଏ ଏହା ମା ସ୍ୱରସ୍ୱତୀ ଙ୍କ ବାହାନ ହୋଇଥାଏ ଯଦି ଆପଣଙ୍କୁ କୌଣସି ଅତ୍ୟନ୍ତ ଶୁଭ କାର୍ଯ୍ୟରେ ଯାଉଥିଲାବେଳେ ମୟୁରର ଦର୍ଶନ ହୋଇଯାଏ କିମ୍ବା ମୟୁରର ଆବାଦ ଶୁଣିବାକୁ ମିଳେ ଏହା ଶୁଭ ସଙ୍କେତ ଅଟେ |

ଯେଉଁ ଘରେ ଚଢେଇ ଯେଉଁ ଘରେ ନିଜର ବସା ବନେଇଥାଏ ସେହି ଘରେ ସବୁବେଳେ ଆନନ୍ଦ ଖୁସି ରହିଥାଏ ଘରର ବାତାବରଣ ଶୁଭ ହୋଇଥାଏ ଏବଂ ସବୁ ବେଳେ ଧନର ଆଗମନ ହୋଇଥାଏ | ଯଦି ଚଢେଇ ନିଜର ଶରୀରକୁ ବସିକି ଫୁଲେଇ ଦିଏ ଏହା ବିଲୁକୁଲ ଅଶୁଭ ନୁହେଁ ଏହା କିଛି ଶୁଭ ସଙ୍କେତର ସମାଚାର ମିଳିଥାଏ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.