ବନ୍ଧୁଗଣ ଆଜିର ଅଧନିକ ଯୁଗରେ ମନୁଷ୍ୟ ଚନ୍ଦ୍ରକୁ ପୃଷ୍ଠରେ ପହଁଚି ଥିଲେ ମଧ୍ୟ ଏମିତି କିଛି ପ୍ରାଚୀନ ଲୋକ କଥାରେ ଯାହାକୁ ଆଜିର ବେକ୍ତି ପ୍ରୟ ପାଳନ କରିଥାନ୍ତି ବନ୍ଧୁ ମାନେ ବହୁ ପୁରାତନ କାଳରୁ ଆମ ସମାଜରେ ଶୁଭ ଅଶୁଭ ର ମାନ୍ୟତା ରହିଛି ଯେମିତିକି ଯଦି ଜଣେ ବେକ୍ତି କୌଣସି କାର୍ଯ୍ୟରେ ଘରୁ ଭରୁଥିଲା ବେଳେ କେହି ଜଣେ ଛିଙ୍କି ଦିଏ କିମ୍ବା ବିଲେଇ ରାସ୍ତା କାଟିଦିଏ ତେବେ ଏହାକୁ ଅଶୁଭ ବୋଲି ମନାଯାଇଥାଏ |
ବନ୍ଧୁଗଣ ଆପଣ ମାନେ ପ୍ରାୟତ ଥରେ ଅଧେ ବିଲେଇ ରାସ୍ତା କାଟିବାର ଦେଖିଥିବେ ଏବଂ ଏହା ମଧ୍ୟ ଦେଖିଥିବେ ଯେବେ କୌଣସି ବେକ୍ତିର ଆଗରେ ବିଲେଇ ରାସ୍ତା କାଟିଦିଏ ସେହି ଲୋକ ସେହି ସେଠି କିଛି ସମୟ ଠିଆ ହୋଇଥାଏ ଏବଂ ଅପେକ୍ଷା କରେ ଆଉ ଜଣେ ବେକ୍ତି ସେହି ରାସ୍ତାରେ ଆଗେ ଯାଉ ତାପରେ ସେହି ବେକ୍ତି ଯାଇଥାଏ କିନ୍ତୁ ବନ୍ଧୁ ମାନେ ଆପଣ ମାନେ କେବେ ଭାବିଛନ୍ତି କି ବିଲେଇ ରାସ୍ତା କାଟିଲେ କଣ ପାଇଁ ଅଶୁଭ ହୋଇଥାଏ |
ବନ୍ଧୁଗଣ ଆମ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ନିଚୟ ଥିବ ସତରେ ବିଲେଇ ଠାରେ କଣ ଅଛି ଯାହା ଦ୍ୱାରା ବିଲେଇ ରାସ୍ତା କାଟିବା ପରେ ଆମ ଯାତ୍ରା ଅଶୁଭ ବୋଲି କୁହାଯାଇ ତେବେ ବନ୍ଧୁ ମାନେ ଆସନ୍ତୁ ଜାଣିବା ଆମ ଶାସ୍ତ୍ର ଅନୁସାରେ ବର୍ଣ୍ଣିତ ବିଲେଇ ବିଷୟରେ ଏପରି କିଛି କଥା ରହିଛି ଯାହା ଆପଣ ମାନଙ୍କୁ ଜାଣିବା ନିହାତି ଦରକାର |
ଆପଣ ମାନେ ଭଗବାନ ଶ୍ରୀ କୃଷ୍ଣଙ୍କୁ ହୃଦୟରୁ ଭଲ ପାଉଥାନ୍ତି ତେବେ କମେଣ୍ଟ ରେ ଜୟ ଶ୍ରୀ କୃଷ୍ଣ ବୋଲି ନିଚୟ ଲେଖନ୍ତୁ | ତେବେ ବନ୍ଧୁଗଣ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଏବଂ ଭଗବାନ ଗୀତାରେ ମଧ୍ୟ ଭଗବାନ ଶ୍ରୀ କୃଷ୍ଣ ବିଲେଇ ବିଷୟରେ ଅନେକ ତଥ୍ୟ ପ୍ରଦାନ କରିଛନ୍ତି ଯାହାର ଅନୁସାରେ ବିଲେଇ ଏକ ଗୃହ ପାଳିତ ପଶୁ ଅଟେ ଏବଂ ପ୍ରୟ ବେକ୍ତି ବିଲେଇ ରଖିବାକୁ ପସନ୍ଦ କରିଥାନ୍ତି |
ବନ୍ଧୁଗଣ ଆମ ଶାସ୍ତ୍ର ଅନୁସାରେ ବିଲେଇ ଯଦି ରାସ୍ତାର ବାମ ପ୍ରଶ୍ୱାରୁ ଡାହାଣ ପ୍ରଶ୍ୱାକୁ ଯାଇଥାଏ ସେତେ ବେଳେ ଏହା ଆପଣଙ୍କ ପାଇଁ ଏବଂ ଆପଣଙ୍କ ଯାତ୍ରା ପାଇଁ ବହୁତ ଅଶୁଭ ବୋଲି ମନା ଯାଇଥାଏ କିନ୍ତୁ ବିଲେଇ ଯେବେ ରାସ୍ତରେ ଡାହାଣ ପ୍ରଶ୍ୱାରୁ ବାମ ପ୍ରଶ୍ୱକୁ ଆସିଥାଏ ତେବେ ଏହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ |
ତେବେ ବନ୍ଧୁଗଣ ଏହାର କାରଣ ଏହାକି ଆମ ଶାସ୍ତ୍ର ଅନୁସାରେ କୁକୁର ମାନଙ୍କ ପରି ବିଲେଇ ର ମଧ୍ୟ ଷଷ୍ଠ ଇନ୍ଦ୍ରିୟ କୁ ବିକଶିତ ବୋଲି କୁହାଯାଇଛି ଏହା ଫଳରେ ବିଲେଇ ଭବିଷତ ରେ ହେବାକୁ ଥିବେ ଘଟଣା ଓ ଅଘଟଣା ବିଷୟରେ ଜାଣି ପାରିଥାନ୍ତି ଯାହା ପାଇଁ ସେମାନେ ବେକ୍ତିକୁ ସତର୍କ ହେବ ପାଇଁ ସଂକେତ ଦେଇଥାନ୍ତି ଯାହା ଆଜିବି ମାନ୍ୟତା ରହିଛି |
ଏବଂ ବନ୍ଧୁଗଣ ଏହି ଖରାପ ପ୍ରଭାବରୁ ବଞ୍ଚିବା ପାଇଁ ଆପଣ ଘରେ ସତ୍ୟ ନାରୟଣ ପୂଜା କରନ୍ତୁ ଏବଂ ସତ୍ୟ ନାରୟଣ ଙ୍କ କଥା ମଧ୍ୟ ପାଠ କରନ୍ତୁ ଦେଖିବେ ଘରୁ ସମସ୍ତ ଅଶୁଭ ଓ ନକରତ୍ମକ ପ୍ରଭାବ ଦୂର ହେବ ସହ ଘରେ ସୁଖ ଶାନ୍ତି ବାତା ବରଣ ସବୁ ବେଳେ ବନି ରହିବ |
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …