Breaking News

ଘର ଲୋକଙ୍କ ଠୁ ଲୁଚି ନିଜ ବୟଫ୍ରେଣ୍ଡ କୁ ବିବାହ କଲେ ଶ୍ରଦ୍ଧା ପାଣିଗ୍ରାହୀ

ଫ୍ରେଣ୍ଡ୍ସ ଲୁଚି ଲୁଚି ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡ ହିରୋଇନ୍ ଶ୍ରଦ୍ଧା ପାଣିଗ୍ରାହୀ। ତେବେ ଦର୍ଶକ ବନ୍ଧୁ ସେ କେଉଁ ଓଡ଼ିଆ ହିରୋଙ୍କୁ ବିବାହ କରିଛନ୍ତି ଏହା ବିଷୟରେ ଆପଣ ଜାଣିଛନ୍ତି କି ଜାଣି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ ଘଟଣା |

ବନ୍ଧୁଗଣ ଆପଣମାନେ ଓଲିଉଡର ଜବରଦସ୍ତ ହିରୋଇନ୍ ଶ୍ରଦ୍ଧାଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ବହୁତ ସାରା ସିରିଏଲ ଓ ଆଲବମ ରେ ନିଶ୍ଚିତ ଭାବରେ ଦେଖିବାକୁ ପାଇଯାଇଥିବେ ସେ ବୋହୁତ ସାରା ଓଡ଼ିଆ ସିନେମା ଧାରାବାହିକ ଓ ଆଲବମ୍ ରେ ବି ଅଭିନୟ କରିସାରିଛନ୍ତି।

ତେବେ ଦର୍ଶକ ବନ୍ଧୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଗତ ଦିନମାନଙ୍କରେ ଶ୍ରଦ୍ଧାଙ୍କ ବାହାଘର ଠିକ୍ ହୋଇଯାଇଥିଲା ରାଜ୍ ରାଜେଶ୍ ଙ୍କ ସହିତ ଏବଂ ଏମାନଙ୍କର ନିର୍ବନ୍ଧ ମଧ୍ୟ ହୋଇ ସାରିଥିଲା |

ହେଲେ କୌଣସି କାରଣ ଯୋଗୁଁ ତାଙ୍କ ବାହାଘରଟି ଭାଙ୍ଗି ଯାଇଥିଲା ଆଉ ସେମାନେ ପରସ୍ପରଙ୍କ ଠାରୁ ଅଲଗା ହୋଇ ଯାଇଥିଲେ ଆଉ ଏହାପରେ ରାଜ୍ ରାଜେଶ୍ ବର୍ତ୍ତମାନ ସମୟରେ ଆଉଜଣେ ଓଲିଉଡର ଜବରଦସ୍ତ ହିରୋଇନ୍ ଙ୍କ ସହିତ ଡେଟ୍ ରେ ରହିଥିବା ବେଳେ ବର୍ତ୍ତମାନ ଶ୍ରଦ୍ଧା ପାଣିଗ୍ରାହୀ ସିଙ୍ଗଲ ଅଛନ୍ତି।

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ଶ୍ରଦ୍ଧାଙ୍କର ଗୋଟିଏ ଓଡ଼ିଆ ଆଲବମ୍ ସୁଟିଂ ହେବାରେ ଲାଗିଛି ଯେଉଁଥିରେ ଶ୍ରଦ୍ଧାଙ୍କୁ ଗୋଟିଏ ଓଡ଼ିଆ ଘରର ବୋହୂ ଭଳି ସଜେଇ ହୋଇଥିବାର ଦେଖିବା ପାଇଁ ମିଳୁଛି। ତେବେ ଶ୍ରଦ୍ଧା ବର୍ତ୍ତମାନ ସମୟରେ ରିଲ୍ ଲାଇଫରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି |

ତେବେ ଫ୍ରେଣ୍ଡ୍ସ ତାଙ୍କ ରିୟଲ୍ ଲାଇଫରେ ଏପର୍ଯ୍ୟନ୍ତ ତାଙ୍କର ବାହାଘର ହୋଇ ନାହିଁ ଆଉ ସେ ବର୍ତ୍ତମାନ ପର୍ଯ୍ୟନ୍ତ ସିଙ୍ଗଲ ରହିଛନ୍ତି ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଶ୍ରଦ୍ଧା ପାଣିଗ୍ରାହୀଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.