ଦର୍ଶକବନ୍ଧୁ କୌଣସି ଘରର ଵାସ୍ତୁକୁ ଠିକି ରଖିବା ପାଇଁ ତେହେର ପାରିବେ ଓ ଚାରିପଟକୁ ଠିକି କରିବା ଅବଶକ୍ୟ ଯଦି ପରିବେଶକୁ ଠିକି ରଖିବା ଓ ଗଛ ପତ୍ର ଠିକି ରହିବେ କାରଣ ଗଛ ପତ୍ରର ମହତ୍ୱ ପ୍ରକୃତି କୁ ସନ୍ତୁଳିତ ବନେଇ ରଖିବା ସହିତ ମାନବ ପାଇଁ ମଧ୍ୟ ମହତ୍ୱ ପୂର୍ଣ୍ଣ ଅଟେ ଗଛ ପତ୍ର ପରିବେଶରେ ଉପସ୍ଥିତ ଓ ହାନିକାରକ ତଥା ବିଶୁଦ୍ଧ ବାୟୁକୁ ଭୋଜନ ରୂପରେ ଗ୍ରହଣ କରିକି ବାତ ବରଣକୁ ସ୍ଵଛ ତଥା ସୁନ୍ଦର ବନେଇଥାଏ କେଉଁ ଗଛ ଆମ ପାଇଁ ଉପଯୋଗୀ କେଉଁ ଗଛ ଲଗାଇବା ଦ୍ୱାରା ବାତ ବରଣକୁ ସ୍ଵଚ୍ଚ ରଖିଥାଏ |
ପ୍ରଥମ ବୃକ୍ଷ ଅଶୋକ ବୃକ୍ଷ ଏହି ବୃକ୍ଷକୁ ଘରେ ଆପଣ ଉତ୍ତର ଦିଗରେ ଲଗାଇବେ ଏହାର ଶୁଭ ପପ୍ରଭାବ ପ୍ରାପ୍ତ ହୋଇଥାଏ | ଏହାକୁ ଘରେ ଲଗାଇଲେ ଅନ୍ୟ ଗଛର ଅଶୁଭତ ନଷ୍ଟ ହୋଇଥାଏ | ଦ୍ୱତୀୟ ଗଛ ଅରଖ ଗଛ ଵାସ୍ତୁ ଶାସ୍ତ୍ର ଅନୁଯାଇ କ୍ଷୀର ବାହାରୁଥିବା ଗଛ ଵେବସାୟ ସ୍ଥଳରେ ତଥା ଘରର ଭିତରେ ଲଗାଇବା ଅଶୁଭ ହୋଇଥାଏ କିନ୍ତୁ ଅରଖ ଗଛ ଯଦି ଆପଣ ଘର ପାଖରେ ଆପେ ଆପେ ଉଠେ ଆପଣ ତାକୁ ନଅପାଡ଼ି ହଳଦୀ ତଥା ଚାଉଳ ରେ ଏହାର ପୂଜା କରିବା ଉଚିତି ଏପରି କଲେ ସେହି ଘରେ ରହୁଥିବା ଲୋକ ଙ୍କର ଉର୍ନତି ହୋଇଥାଏ |
ତୃତୀୟ ରେ ଆମ୍ବୁରତ ଭଣ୍ଡ ଗଛ ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଆମ୍ବୁରତ ଭଣ୍ଡକୁ ଘରେ ଲଗାଇବା ଉଚିତି ନୁହେଁ ଏହା ଅଶୁଭ ଫଳ ଦାଇ ହୋଇଥାଏ ଏହି ବୃକ୍ଷ ଜଯି ଆପେ ଆପେ ଉଠେ ଆରମ୍ଭରେ ଏହାକୁ ଓପାଡି ଅନ୍ୟ ଏକ ସ୍ଥାନକୁ ନେଇ ଲଗାଇ ଦିଅନ୍ତୁ କିନ୍ତୁ ଏହା ବଡ଼ ହୋଇ ଗଲା ଏହାକୁ କାଟିବା ପୂର୍ବରୁ ସେହି ସମୟକୁ ଅପେକ୍ଷା କରନ୍ତୁ ଯେତେବେଳେ ଏଥିରେ ଫଳ ଆସିବା ବନ୍ଦ ହୋଇଯିବ |
ଚର୍ତୁଥ ରେ ହେଉଛି ନଡ଼ିଆ ଗଛ ନଡ଼ିଆ ଗଛ ଜଯି ଘରେ ନଢ଼ିଆ ଲଗା ଯାଏ ତେବେ ଶୁଭ ଫଳ ମିଳିଥାଏ ଘରର ସୀମାରେ ଏହି ଗଛ ଥିଲେ ଘରର ଲୋକ ମାନଙ୍କର ମନାସନାମ ଏବଂ ଉର୍ନତିରେ ବୃଦ୍ଧି ହୋଇଥାଏ |
ପଞ୍ଚମ ରେ ବରଗଛ ବାସ୍ତୁ ଦୃଷ୍ଟିରୁ ଏହା ମହତ୍ୱ ପୂର୍ଣ୍ଣ ଗଛ ଅଟେ କୌଣସି ଘର କିମ୍ବା ଵେବସାୟିକ ପ୍ରତିସ୍ଥାନ ରେ ପୂର୍ବର ଦିଗରେ ରହିବ ବହୁତ ଶୁଭ ହୋଇଥାଏ ଆଉ ମନ ସ୍କାମନା ପୁର୍ଣ ହୋଇଥାଏ କିନ୍ତୁ ଏହି କଟହ ଧ୍ୟାନ ରଖନ୍ତୁ ଯେ ଘର ଉପରେ ଏହି ଗଛର ଛାଇ ନପଡେ଼ |
Check Also
ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …
ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …